ଜାଡେଜାଙ୍କ ରେକର୍ଡ
ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି। ମ୍ୟାଚ୍ର ୩ୟ ଦିନ ତଥା ଶୁକ୍ରବାର ଜାଡେଜା ଟେଷ୍ଟ କ୍ୟାରିୟରର ୨୦୦ତମ ଉଇକେଟ ନେଇଛନ୍ତି।…
ବସ୍ତି ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର
ରାୟଗଡ଼ା,୪।୧୦: ବସ୍ତି ଉଚ୍ଛେଦକୁ ବିରୋଧ କରି ରାୟଗଡ଼ା ଜିଲା ଝୁପୁଡ଼ି ବସ୍ତିବାସିନ୍ଦା ଶୁକ୍ରବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଏକ ବିରାଟ ଶୋଭାଯାତ୍ରା କୋରାପୁଟ ଛକରୁ ବାହାରି ବ୍ଲକ ଅଫିସ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବସ୍ତିବାସିନ୍ଦାଙ୍କୁ…
ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆରସିଏ ସଭାପତି
ଜୟପୁର,୪।୧୦: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆରସିଏ) ସଭାପତି ନିର୍ବାଚିତ ହୋଇଛନ୍ତି। ଶକୁବ୍ରାର ଅନୁଷ୍ଠିତ ନିର୍ବାଚନରେ ଗେହଲଟଙ୍କୁ ୨୫ ଖଣ୍ଡ ଭୋଟ ମିଳିଛି। ବୈଭବ ଡ. ସିପି ଜୋଶୀଙ୍କ ସ୍ଥାନ ନେବେ। ସେ…
ଆଜି ସିଂହବାହିନୀ ବେଶରେ ଦର୍ଶନ ଦେବେ ମା’ମଙ୍ଗଳା
କାକଟପୁର,୪।୧୦(ଡି.ଏନ୍.ଏ): ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଠମୀ ତିଥିରୁ ଚାଲିଛି ଶାରଦୀୟ ପାର୍ବଣ ପୂଜା। ଶୁକ୍ରବାର ଆଶ୍ୱିନ ଶୁକ୍ଳ ସପ୍ତମୀ ତିଥି ଅବସରରେ ମା’ମଙ୍ଗଳା ପାରମ୍ପରିକ ପ୍ରଥାନୁସାରେ ଭକ୍ତଙ୍କୁ ସିଂହବାହିନୀ ବେଶରେ ଦର୍ଶନ ଦେବେ। ସନ୍ଧ୍ୟା ଆଳତୀ…
ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ
ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପାର କାର୍ଯ୍ୟକାରୀ…
ଏମ୍ପି ହେବା ପରେ ନୁସରତଙ୍କ ପୂଜା ଲୁକ୍
ସମଗ୍ର ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଖାସ୍କରି ପ୍ରିୟ ଅଭିନେତ୍ରୀଙ୍କ ପୂଜା ଲୁକ୍ ଦେଖିବା ପାଇଁ ପ୍ରଶଂସକମାନେ ବି ଚାହିଁବସିଛନ୍ତି। ଏଥିପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ। ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆରେ…
ନାମାଙ୍କନ ପତ୍ର ଦାଖଲ କଲେ ଫଡନବିସ
ମୁମ୍ବାଇ,୪।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୁକ୍ରବାର ନାଗପୁର ଦକ୍ଷିଣ-ପଶ୍ଚିମ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାଗପୁରରେ ଫଡନବିସ ଏକ ରୋଡ ଶୋ’ କରି ନାମାଙ୍କନ ଦାଖଲ କରିଥିଲେ। ଏହା ପୂର୍ବରୁ ଫଡନବିସ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ…
ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ
ବଲିଉଡ୍ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନ୍କୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍ କାର୍ପେଟ୍ ତାଙ୍କୁ ସବୁବେଳେ ରଙ୍ଗବେରଙ୍ଗର ଡ୍ରେସ୍ ପରିଧାନ କରିଥିବାର ଦେଖାଯାଏ। ନିକଟରେ ରଣବୀର୍ ନିଜ ଆଗାମୀ ଫିଲ୍ମ ‘୮୩’ର…
ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍ ସେକ୍ସନ)ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ କମ୍ପ୍ୟୁଟର ଓ ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ…
ଫନୀ ସହାୟତାରୁ ବଞ୍ଚିତ ଚାଷୀ ଘେରିଲେ ତହସିଲ କାର୍ଯ୍ୟାଳୟ
ତିହିଡ଼ି,୪।୧୦(ଡି.ଏନ୍.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତର ଚାଷୀମାନେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଫନୀ ସହାୟତାରୁ ବଞ୍ଚିତ ହୋଇଥିବାରୁ ସେମାନେ ଏହି ପଦକ୍ଷେପ ନେବା ସହ ତହସିଲଦାରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ…
ଇନ୍ଦୋର ଆସିଲା ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ
ଇନ୍ଦୋର,୪।୧୦: ବିଶ୍ୱର ପ୍ରଥମ ରୋବୋ ନାଗରିକ ସୋଫିଆ ମଧ୍ୟ ପ୍ରଦେଶର ଇନ୍ଦୋରରେ ପହଞ୍ଚିଥିବା ଖବର ମିଳିଛି। ଏଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ରାଉଣ୍ଡ ସ୍କୋୟାର କନଫରେନ୍ସରେ ସୋଫିଆକୁ ସାମିଲ କରାଯାଇଛି। ଏଠାରେ ଉପସ୍ଥିତଥିବା ଶୀକ୍ଷାର୍ଥୀମାନେ ସୋଫିଆକୁ ନାନା ପ୍ରଶ୍ନ ପଚାରିଥିବା ବେଳେ ସେ…
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ଚାଳକ ମୃତ
ମାର୍ଶାଘାଇ,୪।୧୦(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମ ନିକଟରେ ଶୁକ୍ରବାର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗାଡି ଚାଳକ ତଥା ବଡ଼ପାଳଡିଆ ଗ୍ରାମର କୁଞ୍ଜ ବିହାରୀ ଦାସ। ସୂଚନାଯୋଗ୍ୟ, କୁଞ୍ଜ ବିହାରୀ ଗିରଙ୍ଗ ଗ୍ରାମକୁ ମାଲ…

