Home Left

ସୁଧହାର କମାଇଲେ ୬ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୧୦: ଦେଶର ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ସୁଧହାରକୁ ୦.୨୫% ହ୍ରାସ କରିଛନ୍ତି। ଏହା ମଧ୍ୟରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ବ୍ୟାଙ୍କ ଅଫ ମହରାଷ୍ଟ୍ର ଭଳି ବ୍ୟାଙ୍କ ରହିଛନ୍ତି। ନିକଟରେ ରିଜର୍ଭ ବ୍ୟାଙ୍କ ଏହାର…

ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୧-୧୦: ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ମାସର ସର୍ବୋଚ୍ଚ ସ୍ତରରେ ରହିଥିବା ଏକ ସର୍ଭେରୁ ଜଣାପଡିଛି। ମାତ୍ର ଏହା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧହାର ହ୍ରାସ କରିବାର ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ଭିତରେ…

ଆର୍‌ବିଆଇ ଗଭର୍ନରଙ୍କୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ,୧୧-୧୦: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀଙ୍କୁ ସଂସଦୀୟ କମିଟି ସମନ କରିବ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କରେ ପକ୍ଷ ରଖିବାକୁ ଏଭଳି ସମନ ଜାରି ହେବ ବୋଲି ସୂଚନା ରହିଛି। ନୂଆ କରି…

ମାନ୍ଦାବସ୍ଥା ଦୂର ପାଇଁ ବିଭିନ୍ନ କ୍ଷେତ୍ରକୁ ଫୋକସ୍‌: ସୀତାରାମନ୍‌

ନୂଆଦିଲ୍ଲୀ,୧୧-୧୦: ଦେଶରେ ଲାଗି ରହିଥିବା ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କ୍ଷେତ୍ରକୁ ନଜରରେ ରଖି ସମାଧାନ ପ୍ରଦାନ ବ୍ୟବସ୍ଥା କରାଯାଉଥିବା ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଅର୍ଥନୈତିକ ମାନ୍ଦାବସ୍ଥାରେ ଦେଶ ଛନ୍ଦି…

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌

ଅଦା ଜୁସ୍‌ ଶରୀର ପାଇଁ ବେଶ୍‌ ଲାଭଦାୟକ। ବିଶେଷ କରି ସକାଳୁ ଅଦା ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଅଦା ଜୁସ୍‌ରେ ଥିବା ଅନେକ ଉପକାରିତ ସମ୍ପର୍କରେ ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ସକାଳୁ ଖାଲି ପେଟରେ ଅଦା ଜୁସ୍‌ ପିଇଲେ…

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଆଳୁ ରସ

ଆଜିକାଲି ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ରୋଗ ସମସ୍ୟା ଦେଖାଯାଉଛି। ଯେପରି କ୍ରମେ କ୍ରମେ ଏ ରୋଗ ବଢ଼ିଚାଲେ, ମଣିଷ ପକ୍ଷେ ଚାଲିବା ବୁଲିବା କଷ୍ଟକର ହୋଇପଡ଼େ। ଗଣ୍ଠି ରୋଗର ସବୁଠୁ ଅଧିକ ପ୍ରଭାବ ଆଣ୍ଠୁ, ଅଣ୍ଟା, ମେରୁଦଣ୍ଡ ଉପରେ ପଡ଼ିଥାଏ। ଏହାଛଡ଼ା…

ପବନରେ ଝୁଲୁଛି ଏହି ମନ୍ଦିର

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ ଝୁଲୁଥିବା ଲୋକେ କୁହନ୍ତି। ତେବେ ଏହି ମନ୍ଦିର, ବୁଦ୍ଧ, ତାଓ ଓ କନଫୁସିୟସ୍‌ ଏହି…

ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୧୦- ଭଦୋଦରାର ଜିଏସ୍‌ଏଫ୍‌ସି କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୬୩ ରନରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି। ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ଏକମାତ୍ର ଖେଳାଳି ଭାବେ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ…

ନକ୍‌ଆଉଟ୍‌ରେ ଗୁଜରାଟ

ଜୟପୁର, ୧୦।୧୦ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଗୁଜରାଟ ୧୪ ରନରେ ସର୍ଭିସେସକୁ ପରାସ୍ତ କରିଛି। ଏଥିସହ ଗୁଜରାଟ ଦଳ ନକ୍‌ଆଉଟ୍‌ରେ…

ଭୁବନେଶ୍ୱର ଦେଇ ବିଶାଖାପାଟଣାରୁ ଆଲ୍ଲାହାବାଦ ଆଉଏକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବିଶାଖାପାଟଣାରୁ ଆଲ୍ଲାହାବାଦକୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଭାୟା ଭୁବନେଶ୍ୱର ଦେଇ ଚଳାଚଳ ଆରମ୍ଭ କରିଛି। ଶୀତ ଋତୁ ଓ ପୂଜା ସମୟରେ ଗହଳି କମାଇବା ପାଇଁ ପ୍ରତି ମଙ୍ଗଳବାର ବିଶାଖାପଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ (୮୨୫୦୭-୮୨୫୦୮) ଚଳାଚଳର ବ୍ୟବସ୍ଥା…

୪୨ ହାବିଲଦାର ମେଜରଙ୍କ ପଦୋନ୍ନତି

କଟକ ଅଫିସ, ୧୦ା୧୦- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୪୨ଜଣ ହାବିଲଦାର ମେଜରଙ୍କୁ ଡ୍ରିଲ୍‌ ସବ୍‌-ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦିଆଯାଇଛି। ଗୁରୁବାର ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ…

ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଖଇରା, ୧୦।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ବାସିନ୍ଦା ଏକ ନିତିଦିନିଆ ରାସ୍ତାଟିଏ ପାଇଁ ବର୍ଷ ବର୍ଷ ହେଲା ଦହଗଞ୍ଜ ହେଉଛନ୍ତି। ପଞ୍ଚାୟତଠାରୁ ଜିଲା ପର୍ଯ୍ୟନ୍ତ ସମସ୍ତ ନେତା ଓ ପ୍ରଶାସକଙ୍କୁ ଗୁହାରି କରିବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?