Home Left

ଲାଉମୁଣ୍ଡାେରେ ଭାଜପାର ରୋଡ୍‌ ଶୋ’: ପୂର୍ବତନ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ବିଜେପୁର, ୧୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁଁ ଭାଜପା ତାର ପ୍ରଚାର ଅଭିଯାନକୁ ଜୋରଦାର୍‌ କରିଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାଉମୁଣ୍ଡାରେ ରୋଡ୍‌ ଶୋ’ କରିଛନ୍ତି। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା…

ରବିନାଙ୍କୁ ଦେଖି ନିଜକୁ ହଜାଇ ଦେଲେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ଏବେ ଆଉ ବଡ ପରଦାରେ ନଜର ଆସୁ ନାହାଁନ୍ତି। ହେଲେ ଟେଲିଭିଜନ ରିୟଲିଟି ଶୋ’ ‘ନଚ ବଲିୟେ’ରେ ରବିନାଙ୍କୁ ଦେଖିବାକୁ ମିଳିଛି। ନିକଟରେ ‘ନଚ ବଲିୟେ-୯’ର ଶୁଟିଂ ସମୟରେ ଏମିତି ଏକ ଘଟଣା ଶେୟାର…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାଙ୍ଗରେ ଲାଗିଲା ମୋଦି- ଅମିତ ଶାହଙ୍କ ପୋଷ୍ଟର: ବଢ଼ିଲା ରାଜନୈତିକ ଉଷ୍ମତା

ଭୋପାଳ,୧୧।୧୦: ମଧ୍ୟପ୍ରଦେଶ କଂଗ୍ରେସରେ ରାଜନୈତିକ ଦଳ ମଧ୍ୟରେ କିଛି ସମୟ ଧରି କନ୍ଦଳ ଚାଲିଥିବା ବେଳେ ପୂର୍ବତନ ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରରେ ସିନ୍ଧିଆଙ୍କ ସହ ଗ୍ବାଲିୟରର…

ଲୋଡର୍‌ ଚାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୧।୧୦(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ର ଚିଙ୍ଗୁଡିଗୁଡା ରେଲ୍‌ଓ୍ବେ ସାଇଡିଂରେ ଗୁରୁବାର ରାତିରେ ଜଣେ ଲୋଡର୍‌ ଚାଳକଙ୍କୁ ସାପ କାମୁଡି ଦେଇଥିଲା । ଏଥିରେ ଚାଳକ ରାଧେ ଯାଦବ(୨୯) ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବେଲପାହାଡ…

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଫୁଲବାଣୀରୁ ଏରୋପ୍ଲେନ୍‌ ଯୋଗେ ଆସି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ…

ମା’ ଶର୍ମିଳାଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଲେ ସୋହା

ମୁମ୍ବାଇ: ମା’ ଶର୍ମିଳା ଟାଗୋରଙ୍କ ସହ ର଼୍ୟାମ୍ପରେ ଚାଲିଲେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌। ଲୋଟସ୍‌ ଫ୍ୟାଶନ୍‌ ଉଇକ୍‌-୨ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋହା ମଧ୍ୟ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏହା…

ସିଲେଇ କରୁଥିବା ବ୍ୟକ୍ତିକୁ ବିବାହ କରିଥିଲେ ଏହି ଅଭିନେତ୍ରୀ

ଭାରତୀୟ ସିନେ ଜଗତରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଦୀନା ପାଠକ। ଆଜି ଅର୍ଥାତ୍‌ ଅକ୍ଟୋବର ୧୧ ହେଉଛି ତାଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ। ୨୦୦୨ ମସିହାରେ ହୃଦ୍‌ଘାତରେ ଦିନାଙ୍କର ପରଲୋକ ଘଟିଥିଲା।…

ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ

ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ ହେଲେ ଦୁଇ ଜଣ ଏକାଠି ହେବାର ଅପେକ୍ଷା ଥାଏ ବୋଲି କୁହାଯାଏ। ବହୁଥିର ପ୍ରଥମ…

ଆଜି ‘ବିଗ୍‌ ବି’ଙ୍କ ଜନ୍ମଦିନ: ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ପୁରୀ ଅଫିସ,୧୧।୧୦: ଶୁକ୍ରବାର ମହାନାୟକ ତଥା ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମଦିନ। ଏହି ଅବସରରେ ବାଲୁକାକଳାରେ ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଭଗବାନ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଜୀବନ ସହ ଦୀର୍ଘାୟୁ କରନ୍ତୁ।…

ପରଦାରେ ‘ଦ ସ୍କାଏ ଇଜ୍‌ ପିଙ୍କ’: କନ୍ଦାଉଛି ପ୍ରିୟଙ୍କା-ଫରହାନଙ୍କ କାହାଣୀ

ମୁମ୍ବାଇ: ପରଦାରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’। ଫିଲ୍ମ ଜରିଆରେ ପିସି ଅନେକ ଦିନ ପରେ ବଲିଉଡ୍‌କୁ ଫେରୁଛନ୍ତି। ଏହାକୁ ନେଇ ସେ ବେଶ ଉତ୍ସାହିତ ଥିଲେ। ରିଲିଜ ପରେ ଫିଲ୍ମଟି…

ସବୁ ଧର୍ମକୁ ସମ୍ମାନ କରେ: ନୁସରତ

କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ ସିନ୍ଦୁର ଖେଳିବା ବେଳେ କହିଛନ୍ତି ସେ ସବୁ ଧର୍ମକୁ ସମ୍ମାନ କରନ୍ତି। ଦୁର୍ଗାପୂଜାରେ ବିଶେଷ…

ଜାମିନ ମିଳିବା ପରେ ହାର୍ଦ୍ଦିକଙ୍କ ସହ ରେସ୍ତୋରାଁ ପହଞ୍ଚିଲେ ରାହୁଲ

ଅହମ୍ମଦାବାଦ,୧୧।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଗୁଜରାଟ ଅହମ୍ମଦାବାଦର ଏକ କୋର୍ଟରେ ମାନହାନି ମାମଲାକୁ ନେଇ ହାଜର ହୋଇଥିଲେ। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ସହ ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ଡିସେମ୍ବର ୭ରେ କରାଯିବାକୁ ଧାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?