Home Left

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ ବିଦ୍ୟତ ଖୁଣ୍ଟରେ ଠିକା କର୍ମଚାରୀ ପ୍ରଦୀପ କୁମାର ମହାପାତ୍ର କାମ କରୁଥିବା ସମୟରେ ହଠାତ…

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ କବାଟକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ଏଟିଏମ୍‌ ଭାଙ୍ଗିବା ଦେଖି ସ୍ଥାନୀୟ…

ସ୍ବିଗି ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରିବା ପଡ଼ିଲା ମହଙ୍ଗା: ଗ୍ରାହକଙ୍କ ନାମରେ ମାମଲା ଦାଏର

ହାଇଦ୍ରାବାଦ୍‌,୨୬।୧୦: ତେଲେଙ୍ଗାନାରେ ଜଣେ ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରି ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିଛି। ସ୍ବିଗିର ଡେଲିଭରି ବୟ ମୁଦସିର୍‌ଙ୍କ ଠାରୁ ହାଇଦ୍ରାବାଦ୍‌ ଅଲୀବାଦ୍‌ ଅଞ୍ଚଳର ଅଜୟ କୁମାର ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ।…

କିରଣ ହେଲେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ବାରିଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ କିରଣ ତିଓ୍ବାରି ଦଳର ମଙ୍ଗ ଧରିଛନ୍ତି। ଅର୍ଥାତ୍‌ କିରଣ ଏବେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ,…

ପାରିବାରିକ କଳହ: ଆତ୍ମହତ୍ୟା କଲେ ୪ସ୍ତ୍ରୀଙ୍କ ସ୍ବାମୀ

ଭଦ୍ରକ ଅଫିସ,୨୬।୧୦: ପାରିବାରିକ ଅଶାନ୍ତିକୁ ସହ୍ୟ କରି ନ ପାରି ଶେଷରେ ୪ ସ୍ତ୍ରୀ ଗ୍ରହଣ କରିଥିବା ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତର ଅଜୟ ଦାସ। ସୂଚନାଯୋଗ୍ୟ, ଅଜୟ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ…

ନାବାଳକଙ୍କୁ ଅପହରଣ ପରେ ଆକ୍ରମଣ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ଫିଲ୍ମ ଷ୍ଟାଇଲରେ ଜଣେ ନାବାଳକ ଛାତ୍ରଙ୍କ ବେକରେ ଛୁରି ଲଗାଇ ଆଉ ଜଣେ ନାବାଳକ ତାଙ୍କୁ ଅପହରଣ କରିବା ଘଟଣା ନୟାପଲ୍ଲୀ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଛାତ୍ରଙ୍କୁ ଅନ୍ୟ ସ୍ଥାନକୁ ସ୍କୁଟିରେ…

ବିଲେଇଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ

ସାଧାରଣତଃ ମଣିଷମାନଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲର ବ୍ୟବସ୍ଥା କରାଯାଇଥାଏ। ହେଲେ ଇରାକର ଜଣେ ଭେଟନାରୀ ମେଡିସିନର ଛାତ୍ର ଅହମ୍ମଦ ତାହେର ମକ୍କି ବିଲେଇଙ୍କ ପାଇଁ ତିଆରି କରିଛନ୍ତି ଏକ ବିଳାସପୂର୍ଣ୍ଣ ହୋଟେଲ। ନିଜ ଘରେ ସେ ଏହି ହୋଟେଲ ତିଆରି କରିଛନ୍ତି।…

ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। କିଭଳି ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ଅଧିକ ୩ପ୍ଲାଟନ ପୋଲିସ ଫୋର୍ସ ମୁତୟନ ରହିବେ। ଏଥିସହ ୧୦୦ ଜଣ ଅଫିସର…

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର ଗଢ଼ିବାକୁ ନୁହେଁ, ବିରୋଧୀ ଦଳ ଆସନରେ ବସିବା ଲାଗି ସୁଯୋଗ ଦେଇଛନ୍ତି। ଆମେ ଆମର…

ଗୋଟିଏ ନମ୍ବରରେ ଚାଲୁଥିଲା ଏକାଧିକ ଟାଟା ଏସିଇ: ୧୩ ଗାଡ଼ି ଜବତ, ୬ଟିର ନମ୍ବର ଜାଲ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଫାଇନାନ୍ସ ଓ ଜରିମାନା ଫାଙ୍କିବାକୁ ଜଣେ ଟ୍ରାଭେଲ୍‌ ଏଜେନ୍ସି ମାଲିକ କରିଥିଲେ ଚଞ୍ଚକତା। ଗୋଟିଏ ନମ୍ବରରେ ଚଳାଉଥିଲେ ଏକାଧିକ ଗାଡ଼ି। ଏପରି କି ୩ଟି ଟାଟା ଏସିଇ ଗାଡ଼ିିର ନମ୍ବରରେ ଅନ୍ୟ ଗାଡ଼ିି ମଧ୍ୟ ଚଲାଉଥିଲେ। ତେବେ ନୀହାର ରଞ୍ଜନ…

ନଭେମ୍ବର ୨୫ରେ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନଭେମ୍ବର ୨୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଗତ ୨୧ ତାରିଖରେ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ…

ଅନ୍‌ଲାଇନ୍‌ରେ ହେବ ପ୍ରେକ୍ଷାଳୟ ବୁକିଂ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରେକ୍ଷାଳୟ ଏବଂ ମଣ୍ଡପଗୁଡ଼ିକୁ ଏଣିକି ଘରେ ବସି ଅନ୍‌ଲାଇନ୍‌ରେ ବୁକିଂ କରିହେବ। ଏଥିନିମନ୍ତେ ଶୁକ୍ରବାର ବିଭାଗ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?