ସୋସିଆଲ ମିଡିଆରେ ‘ପାକିସ୍ତାନୀ ରୁଟି’
ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ରୁମାଲି ରୁଟି ବା ତନ୍ଦୁରି ରୁଟି କଥା ଶୁଣିଥିବେ ଏବଂ ଖାଇଥିବେ। ହେଲେ କେବେ ଚାଦର ରୁଟି କଥା ଶୁଣିଛନ୍ତି କିମ୍ବା ଖାଇଛନ୍ତି କି। ଶୁଣିଲା ବେଳକୁ କଥାଟା ଅଡୁଆ ଲାଗୁଥିବ, ହେଲେ କଥାଟି ସତ। ବର୍ତ୍ତମାନ…
ଚିକିତ୍ସା ଅବହେଳାରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ
ରଣପୁର,୩୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁରରେ ଥିବା ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାକୁ ନେଇ ଚିକିତ୍ସାଳୟରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।…
ଚାଲାଣବେଳେ ପୋଲିସ ଚଢ଼ାଉ: ସରକାରୀ ବସ୍ରୁ ୧୨ ଯୁବତୀ, ୫ ନାବାଳିକା ଉଦ୍ଧାର, ଦଲାଲ ଗିରଫ
ଜୟପୁର, ୩୧ା୧୦ (ନି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି, ରାଇଘର, ନୂଆକୋଟି ଅଞ୍ଚଳର ୧୨ ଯୁବତୀ ଓ ୫ ନାବାଳିକାକୁ ରାଇଘରଠାରୁ ବିଶାଖାପାଟଣା ଯାଉଥିବା ଓଏସ୍ଏସ୍ଆରଟିସି ବସ୍ରେ ଗୁରୁବାର ଚାଲାଣ କରାଯାଉଥିଲା। ଏ ନେଇ ଜୟପୁର ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧିଙ୍କୁ…
ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ
କୁଆଁରମୁଣ୍ଡା,୩୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ରାତିତମାମ ବଳାତ୍କାର କରିଛନ୍ତି। ଏହାପରେ ୩୦…
ମାଟୋଆ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୫ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ଯୋଡ଼ା, ୩୧।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଦ୍ୱିତୀୟ ପଯର୍ର୍ୟାୟ ନିର୍ବାଚନ ନିମନ୍ତେ ଗୁରୁବାର ୫ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସଭାପତି ଆସନ ପାଇଁ ଚତୁର୍ଭୁଜ ପଲେଇ, ଉପସଭାପତି ପାଇଁ…
ଭାରତରେ ଅଛି ବିଶ୍ୱର ବୃହତ୍ ବରଗଛ
ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍ ଚନ୍ଦ୍ର ବୋଷ ବଟାନିକାଲ୍ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍ ବାନୟନା ଟ୍ରି। ଏହି ଗଛକୁ ବହୁ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି। ଏହି ଗଛଟି ୨୫୦ ବର୍ଷ ତଳର। ଊନବଂଶ…
ନୟାଗଡ଼ ଆର୍ଟିଓ କାର୍ଯ୍ୟାଳୟରୁ ଦଲାଲ୍ ଗିରଫ: ଟଙ୍କା, କାଗଜପତ୍ର ଜବତ
ନୟାଗଡ଼ ଅଫିସ,୩୧ା୧୦: ନୟାଗଡ଼ ଜିଲା ଆରଟିଓ କାର୍ଯ୍ୟାଳୟରୁ ଗୁରୁବାର ଜଣେ ଦଲାଲକୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ସଦର ଥାନା ଜାମୁସାହି ଗ୍ରାମର ମୁରଲୀଧର ରାଉତ। ତାଙ୍କ ନିକଟରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା, ବିଭିନ୍ନ କାଗଜପତ୍ର, ପାସପୋର୍ଟ ଏବଂ…
ସୁରଙ୍କୁ ନବଙ୍କ ଜବାବ: ଏବେ ଯୁଗ ବଦଳିଲାଣି, ମନ୍ତ୍ରୀ ଯେଉଁଠି ଥିଲେ ବି ଡିଜିଟାଲରେ କାମ କରିପାରିବେ
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଗୁରୁବାର ‘୫-ଟି’କୁ କଟାକ୍ଷ କରିବା ସହ ମନ୍ତ୍ରୀ ପ୍ରଚାରରେ ଥିବା ବେଳେ ସିଡିଏମ୍ଓଙ୍କୁ ସସ୍ପେଣ୍ଡ କରାଯାଉଛି ଏବଂ ଭୋଟଗଣତିରେ ଥିବା ବେଳେ ସସ୍ପେଣ୍ଡ ଉଠିଯାଉଛି ବୋଲି କହିଥିଲେ। ଏହାର ଜବାବ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ…
ଶହଶହ ହେକ୍ଟର ଚାଷଜମିରେ ମାଡ଼ିଗଲା ଲୁଣାଜୁଆର : ପଥରବନ୍ଧ ନିର୍ମାଣ ଦାବି
କାକଟପୁର,୩୧।୧୦(ଡି.ଏନ୍.ଏ.): ପୁରୀ ଜିଲା ଅସ୍ତରଙ୍ଗ ଉପକୂଳ ଉଦୟକଣିଠାରେ ଅଶାନ୍ତ ସମୁଦ୍ର ବୁଧବାର ରାତିରେ କୂଳଲଙ୍ଘି ସ୍ଥଳଭାଗକୁ ମାଡ଼ିଆସିଥିଲା। ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତର ଉଦୟକଣି, ଛେନୁ, ତଣ୍ଡାହାର, କଟକଣା, ବାଘଡିହା ଗ୍ରାମର ଶହଶହ ହେକ୍ଟର ଚାଷଜମିରେ ଲୁଣାଜୁଆର ମାଡ଼ିଯାଇଛି। ଏ ସମ୍ପର୍କରେ…
କରତାରପୁର କରିଡର ଯିବାକୁ ହେଲେ ସିଦ୍ଧୁଙ୍କୁ ନେବାକୁ ପଡିବ ଅନୁମତି: ରବିଶ କୁମାର
ନୂଆଦିଲ୍ଲୀ,୩୧।୧୦: କରତାରପୁର କରିଡର ଆସନ୍ତା ମାସରେ ଖୋଲା ଯିବାର ଯୋଜନା ରହିଛି। ଏହାକୁ ନେଇ ପାକିସ୍ତାନ ଯେଉଁ ନିୟମ ରଖିଛି ତାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ଗୁରୁବାର କିଛି ସୂଚନା ଦେଇଛନ୍ତି। ସେ କହିଛନ୍ତି କରତାରପୁର କରିଡରକୁ…
ଅସଲ ହିରୋର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
ଓ୍ବାଶିଂଟନ,୩୧।୧୦: ଉତ୍ତର ପଶ୍ଚିମ ସିରିୟାର ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ ଷ୍ଟେଟ(ଆଇଏସ୍)ର ମୁଖ୍ୟ ଅବୁ ବକର ଅଲ୍ ବଗଦାଦି ଶିବିରରେ ଆକ୍ରମଣ କରିବା ସମୟରେ ଆହତ ହୋଇଥିବା ଆମେରିକା ସେନାର ଏକ କକୁର ଏବେ ଠିକ୍ ହୋଇଯାଇଥିବା ଜଣାପଡିଛି। ଆମେରିକା ଗଣମାଧ୍ୟମର ସୂଚନା…
‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’
ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ପ୍ରଥମେ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଏହାକୁ କଟାକ୍ଷ କରିବା ପରେ…

