Home Left

କଳାପଟାରେ ଅଙ୍କ କଷି ନ ପାରିବାରୁ ଛାତ୍ରୀଙ୍କୁ ଦଣ୍ଡ : ଶିକ୍ଷକଙ୍କୁ ନିଲମ୍ବନ କଲେ ବିଇଓ, ଥାନାରେ ମାମଲା

ଔପଦା,୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କଳାପଟାରେ ଅଙ୍କ କଷି ନ ପାରିବାରୁ ସହକାରୀ ଶିକ୍ଷକ ତାଙ୍କୁ ଦଣ୍ଡବିଧାନ କରିଥିଲେ। ପରିଣାମସ୍ବରୂପ ଉକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ ହେବାକୁ…

ଇଦ୍‌ଘାନୀ ଟି୨୦: ଖେଳିପାରନ୍ତି ଶିବମ୍‌ ଦୁବେ

ନୂଆଦିଲ୍ଲୀ,୨ା୧୧(ପି.ଟି.): ରବିବାର ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେଙ୍କୁ ସୁଯୋଗ ମିଳିପାରେ। ଭାରତର କାମଚଳା ଅଧିନାୟକ ରୋହିତ ଶର୍ମା ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଦୁବେଙ୍କ ବ୍ୟତୀତ କେରଳ ଉଇକେଟକିପର…

ଦକ୍ଷିଣ ଆଫ୍ରିକା ଦଳକୁ ପାକିସ୍ତାନ ପଠାଇବାକୁ ପିସିବିର ପ୍ରସ୍ତାବ

କରାଚୀ,୨।୧୧(ପି.ଟି.): ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ତା’ର ଜାତୀୟ ଦଳକୁ ଆସନ୍ତା ମାର୍ଚ୍ଚରେ ଟି୨୦ ସିରିଜ୍‌ ପାଇଁ ପଠାଇବାକୁ ପ୍ରସ୍ତାବ ଦେଇଛି। ଏ ନେଇ ପିସିବି କାର୍ଯ୍ୟକାରୀ ମୁଖ୍ୟ ଅଫିସର ଓ୍ବାସିମ୍‌ ଖାଁ ଶନିବାର କହିଛନ୍ତି।…

ଜିଲାପରିଷଦ ଉପନିର୍ବାଚନ : ବିଜେଡିରୁ ୨, ଭାଜପାରୁ ୪ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨।୧୧(ସ୍ବ.ପ୍ର.) : ଚଳିତମାସ ୨୭ ତାରିଖରେ ହେବାକୁ ଥିବା କୋରାପୁଟ ଜିଲା ଦଶମନ୍ତପୁରର ୧ନଂ. ଜୋନ୍‌ ଏବଂ ପଟ୍ଟାଙ୍ଗି ବ୍ଲକର ୧ନଂ. ଜୋନ୍‌ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଶନିବାର ଶାସକ ବିଜେଡି ପକ୍ଷରୁ ୨ଜଣ ପ୍ରାର୍ଥୀ ଓ ଭାଜପା ପକ୍ଷରୁ…

ବାପା, ପୁଅଙ୍କୁ ହତ୍ୟା : ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

ମାଲକାନଗିରି,୨।୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଉଦୁଲିବେଡ଼ା ଗ୍ରାମର ପିତା-ପୁତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉଦୁଲିବେଡ଼ା ଗ୍ରାମର ନିଳେନ୍ଦ୍ର ଖିଲ ଓ ବାପା ସୁଦନ ଖିଲ ଶୁକ୍ରବାର ରାତିରେ ଘରକୁ ଫେରି ନ ଥିବାରୁ ନିଳେନ୍ଦ୍ରଙ୍କ ସ୍ତ୍ରୀ ଡାଳିମ୍ବ…

ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା ନେଇ ତଦନ୍ତ

ତିହିଡ଼ି,୨।୧୧ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଜଣେ ଯୁବତୀଙ୍କୁ ବିଧବା ଦର୍ଶାଇ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହି ଅଭିଯୋଗ କ୍ରମେ ଜିଲା ଅତିରିକ୍ତ…

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ହୋଇଥିଲେ ବିଶ୍ୱସୁନ୍ଦରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ଚେହେରାକୁ ନେଇ ନୁହେଁ, ଭଲ ହୃଦୟ ଏବଂ ବ୍ୟବହାରକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଜଣେ। ଐଶ୍ୱର୍ଯ୍ୟା…

୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ: ପୂଜାଙ୍କୁ ରୌପ୍ୟ

ବୁଦାପେଷ୍ଟ,୨।୧୧- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପରେ ଭାରତ ପାଇଁ ପୂଜା ଗେହଲଟ (୫୩ କେଜି) ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୫୩ କେଜି ଓଜନ ବର୍ଗରେ ଜାପାନର ହାରୁନା ଓକୁନୋଙ୍କଠାରୁ ୦-୨ ପଏଣ୍ଟରେ…

ଭାଲୁ ଆକ୍ରମଣ ବୃଦ୍ଧ ଗୁରୁତର

ଲଖନପୁର,୨।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମନିଜର ବାରିକ(୬୫ ) । ସୂଚନାଯୋଗ୍ୟ, ମନିଜର ଗ୍ରାମ ନିକଟ ଜଙ୍ଗଲକୁ ଶନିବାର କାଠ ଆଣିବା ପାଇଁ ଯାଇଥିଲେ। ଏହି…

ମହିଳା କ୍ରିକେଟ: ରୋମାଞ୍ଚଭରା ମ୍ୟାଚ୍‌ରେ ୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ,୨।୧୧- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ରୋମାଞ୍ଚଭରା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧ ରନ୍‌ରେ ପରାସ୍ତ ହୋଇଛି। ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ୨୨୬ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ମିଥାଲି ରାଜଙ୍କ ନେତୃତ୍ୱାଧୀନ…

ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥା: ଅଟକିଲା ଅଗ୍ନିଶମ ବିଭାଗ ଗାଡ଼ି

ଆନନ୍ଦପୁର,୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥର ବାଇଲୋ-ବାରିଗାଁ ଠାରେ ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥାର କରୁଣ ପରିଣତି ଶନିବାର ଦେଖିବାକୁ ମିଳିଛି। ମଧ୍ୟାହ୍ନ ସମୟରେ ବାଇଲୋ ଗ୍ରାମର ମଧୁସୂଦନ ପାଢୀଙ୍କ ଘରେ ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା।…

ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କଠାରୁ ୫ ଲକ୍ଷ ଲୁଟ୍‌

ଭବାନୀପାଟଣା,୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋର୍ଡା ଫାଣ୍ଡି କାନ୍ଦୁଲଝର ଗାଁ ନିକଟରୁ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟିନେଇ ଫେରାର୍‌ ହୋଇଯାଇଥିବା ନେଇ ବୋର୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?