‘ଫନୀ’ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରାଉ
ପଟ୍ଟାମୁଣ୍ଡାଇ ୫।୧୧(ସ୍ବ.ପ୍ର.) ବାତ୍ୟା ‘ଫନୀ’ରେ କେନ୍ଦ୍ରାପଡ଼ା ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ଇତିମଧ୍ୟରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।…
ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
କୋଳିମାଟି,୫ା୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ସୋମବାର ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ସାଇାକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୀରଗୋବିନ୍ଦପୁର ଗ୍ରାମର ପଦ୍ମଲୋଚନ ମହାପାତ୍ର (୫୨)। ସୂଚନାନୁଯାୟୀ, ପଦ୍ମଲୋଚନ ଗାଈ…
ପ୍ରଥମ ଦେଖାରେ ଅନୁଷ୍କାଙ୍କୁ ଏମିତି କହିଥିଲେ ବିରାଟ
ଭାରତର ରନ ମେସିନ ବିରାଟ କୋହଲି ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବହୁ ପ୍ରତିଷ୍ଠିତ କ୍ରିକେଟର୍ ଓ ବଲିଉଡ କଳକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କୋହଲି ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସହ…
ଆୟୁଷ୍ମାନଙ୍କ ଗଙ୍ଗା ଆଳତୀ
ବାରାଣସୀ: ବଲିଉଡ୍ ଅଭିନେତା ତଥା ଅନ୍ଧାଧୂନ ଫେମ୍ ଆୟୁଷ୍ମାନ ଖୁରାନା ଏବେ ନିଜର ଅପ୍ କମିଂ ଫିଲ୍ମ ବାଲାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଇତିମଧ୍ୟରେ ସେ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି। ଆୟୁଷ୍ମାନ ସନ୍ଧ୍ୟାରେ ଦଶ୍ୱମେଧ ଘାଟ ପହଞ୍ଚି ଗଙ୍ଗା…
ଦୂରାନ୍ତୁ ଝାଳ ଗନ୍ଧ…
ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ, ବିଭିନ୍ନ କାର୍ଯ୍ୟର ଚାପ ଏବଂ ଅବିରତ ପରିଶ୍ରମ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ଝାଳ ବୋହିବା ଏକ ସାଧାରଣ କଥା। ହେଲେ କେବେ କେବେ ଏହା ଗନ୍ଧ ହୋଇଥାଏ, ଯାହାକି ପରବର୍ତ୍ତି ସମୟରେ ବିଭିନ୍ନ ଇନ୍ଫେକ୍ସନର କାରଣ…
ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ ଜାହ୍ନବୀ କପୁର ବି ଦର୍ଶକଙ୍କର ବେଶ୍ ପସନ୍ଦ ଆସିଛନ୍ତି। ତାଙ୍କ ସାନ ଝିଅ ଖୁସି…
ଫିଲ୍ମ ‘ପାନିପତ୍’ ଟ୍ରେଲର୍: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ
ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍ ଯୁଦ୍ଧକୁ କେନ୍ଦ୍ର କରି ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନେଇ ଏବେ ବଲିଉଡରେ ବେଶ୍ ଚର୍ଚ୍ଚା…
ହେଲମେଟ୍ ପିନ୍ଧି କାର୍ଯ୍ୟାଳୟରେ କାମ କରୁଛନ୍ତି ବିଦ୍ୟୁତ୍ ବିଭାଗ କର୍ମଚାରୀ
ବାନ୍ଦା,୫।୧୧: ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବାକୁ ନିୟମ ରହିଛି। ତେବେ ଉତ୍ତରପ୍ରଦେଶ ବାନ୍ଦା ସ୍ଥିତ ବିଦ୍ୟୁତ୍ ବିଭାଗର ଏକ କାର୍ଯ୍ୟାଳୟରେ କର୍ମଚାରୀ ହେଲମେଟ୍ ପିନ୍ଧି କାମ କରୁଛନ୍ତି। ଏହି କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଏହାର ସିଲିଂରୁ ଖଣ୍ଡ…
ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ
ଓ୍ବାଶିଂଟନ୍,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ ଉପରେ ଏକ ବଡ଼ କଳାଜାଇ ଗତି କରୁଥିବାର ଦେଖାଯିବ। ଏହା ଗ୍ରୀନିଚ୍…
ଚିରାଗ ପାଶଓ୍ବାନ ହେଲେ ଏଲ୍ଜେପି ମୁଖ୍ୟ
ନୂଆଦିଲ୍ଲୀ,୫।୧୧: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାବବିଳାସ ପାଶଓ୍ବାନ ନିଜ ରାଜନୈତିକ କମାଣକୁ ପୁଅ ଚିରାଗ ପାଶଓ୍ବାନଙ୍କ ହାତରେ ସମର୍ପି ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ରାମବିଳାସ ଦଳର…
ବ୍ଲାକ୍ରୋଜ୍ରେ ପିଟିହୋଇ ବୁଡିଗଲା ଟ୍ରଲର
ପାରାଦୀପ, ୫।୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରଠାରୁ ୬ କି.ମି ଦୂରରେ ସୁମଦ୍ରରେ ବୁଡି ରହିଥିବା ବହୁ ଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜରେ ମଙ୍ଗଳବାର ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି। ମା’ ଜଗତ୍ଜନନୀ ନାମକ ମାଛଧରା ଟ୍ରଲର ମାଛ ଧରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ…
ପିଲାଙ୍କୁ କରନ୍ତୁ ବୁଦ୍ଧିଆ
ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ ସମ୍ପର୍କରେ… ପ୍ରଥମ କଥା ହେଲା ଘରେ ପିଲା ପାଇଁ ଏକ କମ୍ଫର୍ଟେବଲ୍ ଏବଂ ଶାନ୍ତିପୂର୍ଣ୍ଣ…

