ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ
ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ ଏମିତି ଏକ ରାୟକୁ ଅପେକ୍ଷା ଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଏହାକୁ…
ବୁଲେଟ୍ ପ୍ରୁଫ୍ ଟଏଲେଟ୍ : ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କୁହାଯାଏ, ମଣିଷର ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୁଏ। ଚାଇନାରେ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବ୍ୟବସାୟୀ। ପୂର୍ବରୁ ଗୀତାର, ଜୋତା ଆଦି ସୁନାରେ ତିଆରି କରିଥିବାବେଳେ ଏବେ ସୁନାର ଟଏଲେଟ୍ ତିଆରି କରିଛନ୍ତି, ଯାହାର ଦାମ୍…
ମୈତ୍ରୀପୂର୍ଣ୍ଣ ସମାଧାନକୁ ସ୍ବାଗତ: ରବି ଶଙ୍କର
ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ବାଗତ କରିଛନ୍ତି। ଏହାର ମୈତ୍ରୀପୂର୍ଣ୍ଣ ସମାଧାନ ଦେଶବାସୀଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଏହି ରାୟ ଦ୍ୱାରା ଦୀର୍ଘ ଦିନ ଧରି ଜାରି ରହିଥିବା…
ଭଗବାନ୍ ରାମଙ୍କ ବଂଶଧର ୨୧ ବର୍ଷୀୟ ଯୁବକ: ୨୦ ହଜାର କୋଟି ସମ୍ପତ୍ତିର ମାଲିକ
ମାତ୍ର ୨୧ ବର୍ଷୀୟ ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଖାଲି ସେତିକି ନୁହେଁ, ଯୁବକ ଜଣଙ୍କ ନିଜକୁ ଭଗବାନ୍ ରାମଙ୍କ ବଂଶଧର ବୋଲି ମଧ୍ୟ କହୁଛନ୍ତି। ପଦ୍ମନାଭ ସିଂହ ନାମକ…
ବିଶ୍ୱରେ କେଉଁ ସ୍ଥାନରେ କରିଛନ୍ତି ଶତକ, ତାହା ଦେଖାଇବା ପାଇଁ ଦେହରେ ବିଶ୍ୱ ମ୍ୟାପ ଟାଟୁ
ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସଫଳତାକୁ ସର୍ବଦା ମନେ ରଖିବା ପାଇଁ ଦେହରେ ବିଶ୍ୱ ମ୍ୟାପ୍ ଟାଟୁ କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ କେଭିନ ପିଟରସନ। ଅନ୍ତର୍ଜାତୀୟ ସ୍ତରରେ ମୋଟ ୩୨ ଶତକ କରିଥିବା ଡାହଣହାତୀ ବ୍ୟାଟ୍ସମ୍ୟାନ ଦେହରେ ସମସ୍ତ କ୍ରିକେଟ…
ଦର୍ଶକଙ୍କ ମନକୁ ଛୁଇଁଲା ‘ବାଲା’
ମୁମ୍ବାଇ: ବଲିଉଡ୍ ମୁଭି ବାଲା ପ୍ରଥମ ଦିନରେ ହିଁ କମାଲ୍ କରିଛି। ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଦର୍ଶକଙ୍କ ଦିଲ୍ ଜିତିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ…
କରତାରପୁର କରିଡର ଉଦ୍ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି
ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର କରିଡର ଭେଟି ଦେଇଛନ୍ତି। କାରଣ ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଶା ପୂରଣ ହେବ।…
ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍ୟୁଭି
କାର୍ ହେଉ କିମ୍ବା ବାଇକ୍ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ ଗତ ମାସରେ ଏକ ସେକେଣ୍ଡ ହ୍ୟାଣ୍ଡ ଏସ୍ୟୁଭି କିଣିଛନ୍ତି। ୨୦ ବର୍ଷ ପୁରୁଣା ନିସାନ…
ଅଯୋଧ୍ୟା ରାୟ ନେଇ ଉତ୍ତେଜକ ପୋଷ୍ଟକଲେ କାର୍ଯ୍ୟାନୁଷ୍ଠାନ: ଡିଜିପି
ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବା ପରେ ଓଡ଼ିଶାରେ ଆଇନ ଶୃଙ୍ଖଳା କଡ଼ାକଡ଼ି ହୋଇଛି। ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର…
ସୁପ୍ରିମ୍କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା
ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେହିପରି ସୁପ୍ରିମ୍କୋର୍ଟ ରାୟକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା…
ବୁଲ୍ବୁଲ୍ ପ୍ରଭାବ : ଘର ଉପରେ ପଡ଼ିଲା ନଡ଼ିଆଗଛ
ଆନନ୍ଦପୁର,୯।୧୧(ସ୍ବ.ପ୍ର.): ‘ବୁଲ୍ବୁଲ୍’ ପ୍ରଭାବରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଶନିବାର ଅପରାହ୍ନରୁ ପବନର ବେଗ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆନନ୍ଦପୁର ପୌରପରିଷଦ ଫକୀରପୁର ପତି ସାହିରେ ଏକ ଘର ଉପରେ ଗୋଟିଏ ନଡ଼ିଆ ଗଛ ଉପୁଡ଼ି ପଡ଼ିଛି। ସାହିର…
ବୁଲ୍ବୁଲ୍ ପ୍ରଭାବ: ଧାନଚାଷ ଉଜୁଡ଼ିବା ଆଶଙ୍କା, ଚିନ୍ତାରେ ଚାଷୀ
ପାଟକୁରା,୯।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳରେ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ଦେଖିବାକୁ ମିଳିଛି। ଏ ନେଇ ଶୁକ୍ରବାର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶନିବାର ମଧ୍ୟାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍ ହେବା ସହ ପବନ ଟିକେ କମିଛି।…

