ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ
ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍ ନମ୍ବର ମଧ୍ୟ କେହି ଜାଣି ନାହାନ୍ତି। କିନ୍ତୁ ଅପଣାଛାଏଁ ଉଠୁଛି ଟଙ୍କା। ଗ୍ରାହକଙ୍କ ଅଜାଣତରେ ଏବେ ବାରମ୍ବାର ଏଭଳି ଟଙ୍କା…
ରାଗିଗଲେ ରାକ୍ଷୀ
ବମ୍ବେ: ରାଗିଗଲେ ବଲିଉଡ୍ର ଆଇଟମ୍ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ର ଶେହନାଜ୍ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’ ବୋଲି ଇଙ୍ଗିତ କରି ଶୈଫାଲୀ ଜରିଓ୍ବାଲା କହିଥିଲେ। ଏହା ଶୁଣିବା ପରେ ରାକ୍ଷୀ ରାଗିଯାଇଛନ୍ତି।…
ଧାମରା ମୁହାଣରେ ବୋଟ୍ ଓଲଟି ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍
ଚାନ୍ଦବାଲି,୯।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ମୁହାଣରେ ଶୁକ୍ରବାର ରାତିରେ ବୋଟ୍ ବୁଡ଼ିଯିବା ଯୋଗୁ ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ଓଡ୍ରାଫ୍ ଟିମ୍ କାଳିଭଞ୍ଜ ଡିଆଁ ଜଙ୍ଗଲରୁ ସେମାନଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ଲାଗି ଧାମରା ପଠାଯାଇଛି। ସୂଚନାଯୋଗ୍ୟ, ବାତ୍ୟା…
ସ୍କୁଲ ପାଇଖାନା ଛାୟାସ୍ଲାବ୍ ଭାଙ୍ଗିଲା: ଜଣେ ଛାତ୍ର ମୃତ, ଜଣେ ଗୁରୁତର
ବଲାଙ୍ଗୀର ଅଫିସ,୯।୧୧: ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ପାଇଖାନାର ଛାୟାସ୍ଲାବ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ମାଲପଡ଼ା ଅଞ୍ଚଳର ଅତିଶ ଖରସେଲ(୧୩)। ସେହିଭଳି…
ପାରାଦୀପରେ ‘ବୁଲ୍ବୁଲ୍’: ବିଦ୍ୟୁତ୍ ସେବା ବନ୍ଦ
ପାରାଦୀପ,୯।୧୧(ସ୍ବ.ପ୍ର.): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହା ପ୍ରଭାବରେ ପାରାଦୀପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବର୍ଷା ଶୁକ୍ରବାର ମଧ୍ୟରାତିରୁ ଆହୁରି ବଢ଼ିଛି। ପବନର…
ଅଯୋଧ୍ୟା ଯିବେ ଶିବସେନା ମୁଖ୍ୟ
ମୁମ୍ବାଇ,୯।୧୧: ଗୋଟିଏ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଅଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଅନ୍ୟପଟେ ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦକୁ ନେଇ ଦେଇଥିବା ରାୟ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଉଦ୍ଧବ କହିଛନ୍ତି…
କୋଲକତାରୁ ବନ୍ଦ ହେଲା ବିମାନ ସେବା
କୋଲକତା,୯।୧୧: ବାତ୍ୟା ‘ବୁଲବୁଲ’ ଶନିବାର ପଶ୍ଚିମବଙ୍ଗ ପାର କରି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ବର୍ଷା ସହ ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି…
ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ: ଡ୍ରାଇଭର କୋର୍ଟଚାଲାଣ
ବ୍ରହ୍ମପୁର ଅଫିସ,୯।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ଜାତୀୟ ରାଜପଥ ୧୬ ନଂ. ଲାଞ୍ଜିପଲ୍ଲୀ ବାଇପାସ୍ରେ ଶନିବାର ସଡ଼କ ଦୁର୍ଘଟଣା ଘଟିଛି । ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପାଳପୁର ଥାନା…
ଅଯୋଧ୍ୟା ଶୁଣାଣିକୁ ନେଇ ସେହ୍ବାଗଙ୍କ ଟୁଇଟ୍
ନୂଆଦିଲ୍ଲୀ,୯।୧୧- ସୁପ୍ରିମକୋର୍ଟ ପ୍ରାୟ ଶହେ ବର୍ଷର ବିବାଦୀୟ ଅଯୋଧ୍ୟା ଘଟଣା ଉପରେ ଶନିବାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଛନ୍ତି। ଏଥିସହିତ ମୁସଲମାନ ପକ୍ଷକୁ ବିକଳ୍ପ ଭୂମି ଦେବା…
ସେନା ଚରିତ୍ରରେ ନଜର ଆସିବେ ବରୁଣ
ମୁମ୍ବାଇ: ଆକ୍ସନ, କମେଡି ଓ ଇମୋଶନରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ବରୁଣ ଧଓ୍ବନଙ୍କୁ ଏବେ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ପରମବୀରଚକ୍ରରେ ସମ୍ମାନୀତ ସେନା ଅଧିକାରୀ ଅରୁଣ କ୍ଷେତ୍ରପାଳଙ୍କ ବାୟୋପିକ୍ରେ ଏବେ ବରୁଣ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ…
ବୁଲ୍ବୁଲ୍ ଆତଙ୍କ: ଲକ୍ଷେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କଲା ବାଂଲାଦେଶ
ଢ଼ାକା,୯।୧୧: ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ। ଏହା ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶ…
ରାଜନଗରରେ ବୁଲ୍ବୁଲ୍ ପ୍ରଭାବ: ୨୩ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଦିଆଗଲା ରନ୍ଧାଖାଦ୍ୟ
ରାଜନଗର,୯।୧୧(ଡି.ଏନ୍.ଏ.): ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବର୍ଷା ସହ ୧୦୦ କିଲୋମିଟର ବେଗରେ ପବନ ବହିଥିଲା। ଏତଦ୍ବ୍ୟତୀତ ରାଜନଗର-ଭିତରକନିକା ମୁଖ୍ୟ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ…

