ଇଡେନ ଗାର୍ଡେନରେ ମ୍ୟାଚ୍ ଦେଖିବେ ଅମିତ ଶାହ
ନୂଆଦିଲ୍ଲୀ,୧୫।୧୧: କୋଲକାତାର ଐତିହାସିକ ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ଉପଭୋଗ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହାଛଡା ବାଂଲାଦେଶ…
ତୈମୁର-ଇନାୟାଙ୍କ ଫଟୋ ଭାଇରାଲ
ମୁମ୍ବାଇ: ଶିଶୁ ଦିବସ ଅବସରରେ ସୋହା ଆଲ୍ଲି ଖାଁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଶୈଫ ଓ କରୀନାଙ୍କ ପୁଅ ତୈମୁର ଅଲ୍ଲି ଖଁା…
ପାଗ ପରିବର୍ତ୍ତନ ନ ହେଲେ ବଢିପାରେ ଅଡ୍-ଇଭିନର ଅବଧି
ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅଡ୍-ଇଭିନ ନମ୍ବରର ଅବଧି ଶୁକ୍ରବାର ସମାପ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍ ହୋଇ ନାହିଁ। ତେବେ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨-୩ ଦିନ ମଧ୍ୟରେ ରାଜଧାନୀର ପାଣିପାଗରେ ପରିବର୍ତ୍ତନ…
ସୋବର୍ସ, ଆଜାରୁଦ୍ଦିନଙ୍କ ସମକକ୍ଷ ହେଲେ ଅଗ୍ରଓ୍ବାଲ
ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଓ ଭାରତରେ ତୃତୀୟ ଶତକ। ଏଥିସହିତ ସେ ଭାରତରେ ୪ ଟେଷ୍ଟ ଖେଳି…
ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍ରେ ୩ ସନ୍ତାନ ଜନ୍ମଦେଲେ ମହିଳା: ଆଖିବୁଜିଲେ ସମସ୍ତ ନବଜାତକ
ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ରେଳ ଷ୍ଟେଶନରେ ଶୁକ୍ରବାର ସକାଳେ ଜଣେ ମହିଳା ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍ରେ ୩ ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଆସାମ ଗୁଆହାଟୀ ନାଲବାରି ଜିଲାର ବାଲକ୍ଷେତ୍ରି ବ୍ଲକର…
ସୁସ୍ଥ ହେଲେ ଲତା
ମୁମ୍ବାଇ,୧୫।୧୧: ବଲଉଡ୍ ନାଇଟ୍ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍ ପକ୍ଷରୁ ଏହି ଖବର ଦିଆଯାଇଛି। ପ୍ରଶଂସକଙ୍କ ଭଲପାଇବା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଲତା ଦିଦିଙ୍କୁ…
ଅଗ୍ରଓ୍ବାଲଙ୍କ ୩ୟ ଶତକ
ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ। ତାଙ୍କର ଏହି ଅପରାଜିତ ଇନିଂସରେ ୧୫ ଚୌକା ଓ ଗୋଟିଏ…
ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍
ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍ମିଣ୍ଟନ କୋଚ୍ କିମ ଜି ହ୍ୟୁନ ପୁଣେ ଥରେ ଆକ୍ଶନକୁ ଫେରିଛନ୍ତି। ଏହି କୋଚ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପଦରୁ ଇସ୍ତଫା…
ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର
ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ପ୍ରାୟ ୨୦ ଦିନ ପୂର୍ବେ ମହିଳାଙ୍କ ସ୍ବାମୀ…
ଗୋଗୋଇଙ୍କ କାର୍ଯ୍ୟକାଳର ଶେଷ ଦିନ: ମାତ୍ର ୩ ମିନିଟ୍ରେ ୧୦ଟି ମାମଲାରେ ନୋଟିସ ଜାରି
ନୂଆଦିଲ୍ଲୀ,୧୫।୧୧:ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଛନ୍ତି। ପରମ୍ପରା ଅନୁସାରେ ସିଜେଆଇ ଗୋଗୋଇ ନିଜ ଉତ୍ତରାଧିକାରୀ ବିଚାରପତି ଏସ୍.ଏ. ବୋବଡେଙ୍କ ସହ କୋର୍ଟରେ ବସିଥିବା ଦେଖିବାକୁ ମିଳିଛି।…
ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ
ହାଇଦ୍ରାବାଦ୍,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଡି ପୁରୁଷୋତ୍ତମ ରେଡ୍ଡି। ଶିଶୁଙ୍କ ପରିବାର ପକ୍ଷରୁ ସ୍କୁଲ ନାଁରେ…
ରାଜନଗରରେ କେନ୍ଦ୍ରୀୟ ଟିମ୍: ଅନୁଧ୍ୟାନ କଲେ ବୁଲ୍ବୁଲ୍ କ୍ଷୟକ୍ଷତି
ରାଜନଗର,୧୫।୧୧(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ତାଳଚୁଆ ଗଙ୍ଗାମାତା ପଡ଼ିଆରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲୀ…

