Home Left

ଆଉ ଜଣେ ପାକ୍‌ ଚରମପନ୍ଥୀଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୪।୯: ପାକିସ୍ତାନର ଆଉ ଜଣେ ଚରମପନ୍ଥୀଙ୍କୁ ଆମେରିକା ୨ ଦିନ ତଳେ ଗ୍ଲୋବାଲ୍‌ ଟେରରିଷ୍ଟ ଘୋଷଣା କରିଛି। ଏହାସହ ଆମେରିକା ଉକ୍ତ ଆତଙ୍କବାଦୀଙ୍କ ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ମଧ୍ୟ ଘୋଷଣା କରିଛି। ତେବେ ଆମେରିକା ଯାହାଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ…

ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଅଭିଜିତ୍‌ ଗୁହା

ଜାତିସଂଘ,୧୪ା୯(ପି.ଟି.): ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଭାବେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲ୍ୟୁଟନାଣ୍ଟ ଜେନେରାଲ ଅଭିଜିତ୍‌ ଗୁହାଙ୍କୁ ଦାୟିତ୍ୱ ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଗୁରୁବାର ତାଙ୍କୁ ଜାତିସଂଘ ମିଶନର ମୁଖ୍ୟ ନିଯୁକ୍ତ କରିଛନ୍ତି।

ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ

ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ଲାଗି ୬୦ରୁ ଊର୍ଦ୍ଧ୍ୱ ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟ ଉପସ୍ଥିତ ରହିବେ। ସେମାନଙ୍କ…

୨୫ ହାଇକୋର୍ଟରେ ଗଡୁଛି ୪୩ ଲକ୍ଷ ମାମଲା: ୪୧୪ ବିଚାରପତି ପଦବୀ ଖାଲି

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି, ଯାହାକି ଅଦ୍ୟାବଧି ସର୍ବାଧିକ ବୋଲି ଆଇନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ସେପ୍ଟେମ୍ବର ୧ରେ ମିଳିଥିବା ତଥ୍ୟାନୁସାରେ ହାଇକୋର୍ଟଗୁଡ଼ିକରେ ୧,୦୭୯ ବିଚାରପତିଙ୍କୁ ନିଯୁକ୍ତି ଲାଗି ପାଇଁ ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ…

ୟୁଏନ୍‌ଏଚ୍‌ଆର୍‌ସିର ୪୭ ସଦସ୍ୟ: ୫୮ ରାଷ୍ଟ୍ରକୁ ଧନ୍ୟବାଦ ଦେଲେ ଇମ୍ରାନ୍‌

ନୂଆଦିଲ୍ଲୀ,୧୪ା୯: ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ର ମୋଟ ସଦସ୍ୟ ସଂଖ୍ୟା ୪୭ ଥିବାବେଳେ ପାକିସ୍ତାନକୁ ୫୮ ରାଷ୍ଟ୍ର ସମର୍ଥନ ଦେଇଥିବା ସେଠାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦାବି କରିଛନ୍ତି। ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଇମ୍ରାନ୍‌ଙ୍କୁ ହଟହଟା ହେବାକୁ ପଡ଼ିଛି।…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ଏବିଭିପି ହାତରେ ୩ ପଦବୀ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଆର୍‌ଏସ୍‌ଏସ୍‌ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ସଭାପତି ସମେତ ୩ଟି ପଦବୀରେ ବିଜୟୀ ହୋଇଥିବାବେଳେ ସମ୍ପାଦକ ପଦବୀରେ କଂଗ୍ରେସ ସମର୍ଥତ୍ତ…

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ ଲକ୍ଷ୍ୟ ହାସଲ ଦିଗରେ ଅଦ୍ୟାବଧି କିଛି ଉଦ୍ୟମ ହୋଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ…

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ସେହି ଶ୍ରମିକ ଓ କର୍ମଚାରୀମାନଙ୍କ ଯାତାୟାତ…

ଅନିଶ୍ଚିତତାରେ ପ୍ରସ୍ତାବିତ ଟ୍ରକ ଟର୍ମିନାଲ

କୁଜଙ୍ଗ,୧୪।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଓ ବିଭିନ୍ନ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ପାଇଁ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରକ ପାରାଦୀପକୁ ଚଳାଚଳ କରୁଛି। ଏହି ଟ୍ରକ୍‌ ସଂଖ୍ୟା ମଧ୍ୟ ପ୍ରତି ମାସରେ ବଢି ଚାଲିଛି। ଫଳରେ ଦଇତାରୀ-ପାରାଦୀପ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଲଗାଣ ବର୍ଷା ଯୋଗୁ ଶଙ୍ଖାଳିଙ୍କ ମାଟିଘର କାନ୍ଥ ଭିଜିଯାଇଥିବା…

ଭ୍ୟାନିଟ୍‌ ଝାମ୍ପିନେଲେ ଲୁଟେରା, ଗାଡିରୁ ପଡି ମହିଳା ଗୁରୁତର

ନୂଆଗାଁ,୧୪।୯ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ମାଇଛେଳି ନିକଟସ୍ଥ ରାଇଖମଣ ବାଙ୍କଠାରେ ମଙ୍ଗଳବାର ସନ୍ଧ୍ୟାରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟେରା ମାନେ ଭ୍ୟାନିଟ୍‌ ଝାମ୍ପି ନେଇଥିଲେ। ଫଳରେ ଗାଡିରୁ ଖସି ପଡି ମହିଳା ଗୁରୁତର ହୋଇଛନ୍ତି। ରାଜପଥ…

ଚିନିକଳ ପାଇଁ ଦ୍ୱିତୀୟ ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

ନୟାଗଡ଼ ଅଫିସ,୧୪ା୯: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଏକମାତ୍ର ଶିଳ୍ପ ଚିନିକଳକୁ ଖୋଲିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ, ଏମ୍‌ପି , ବିଧାୟକ, ଜିଲାପାଳ, ବିଭିନ୍ନ ଦଳର ନେତା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri