Home Left

ଓଲଟିଲା ଆଳୁ ବୋଝେଇ ଟ୍ରକ୍‌

ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍‌ ବୁଧବାର ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍‌ ଚାଳକ ଓ ଖଲାସି ଆହତ…

କୋଚ୍‌ ପଦ ଛାଡିଲେ ମାରାଡୋନା

ବୁଏନ୍ସ ଆରିଜ୍‌,୨୦।୧୧ (ଏଏଫ୍‌ପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ସୁପରଲିଗା ଦଳ ଜିମ୍‌ନାସିଆ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ନିଯୁକ୍ତ ହେବାର ୩ ମାସ ମଧ୍ୟରେ ସେ କୋଚ୍‌ ପଦ ଛାଡିଛନ୍ତି ବୋଲି କ୍ଲବ ଦରଫରୁ ଘୋଷଣା କରାଯାଇଛି।…

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛେଣ୍ଡିପଦା,୨୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ତୁକୁଗ୍ରାମ ରେଳଧାରଣାରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ କୁଣ୍ଢେଇଗୁଳା ଥାନା ସୁରୁଙ୍ଗିପାଳ ଗାଁର ଟୁଲୁ ମାହାର ବୋଲି ଜଣାପଡିଛି । ପ୍ରକାଶ ଯେ, ଟୁଲୁ ଦୀର୍ଘ ୮ ବର୍ଷ…

କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଭିଡିଓ ଶେୟାର କରି କହିଲେ ନୁଶରତ୍‌

କୋଲକାତା, ୨୦।୧୧: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ…

କୋରିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଶ୍ରୀକାନ୍ତ, ସମୀରଙ୍କ ଅଗ୍ରଗତି; ସୌରଭ ଆଉଟ୍‌

ଗ୍ବାଙ୍ଗଜୁ,୨୦।୧୧(ପି.ଟି.): କୋରିଆର ଗ୍ବାଙ୍ଗଜୁଠାରେ ଚାଲିଥିବା କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳିମାନେ ଦମ୍‌ଦାର ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ତରକା ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମା ଅଗ୍ରଗତି କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର…

ବିବାହରେ ଟମାଟୋକୁ ଗହଣା କରି ପିନ୍ଧିଲେ ପାକିସ୍ତାନୀ କନ୍ୟା

ପାକିସ୍ତାନରେ ଦିନକୁ ଦିନ ଆର୍ଥତ୍କ ମାନ୍ଦାବସ୍ଥା ଏପରି ବିଗିଡ଼ି ଚାଲିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରୁ ବାରି ହୋଇପଡୁଛି। ପାକିସ୍ତାନରେ ମହିଳାମାନେ ସୁନାଗହଣା ବଦଳରେ ଟମାଟୋ ପିନ୍ଧୁଛନ୍ତି। ଏମିତିରେ ବି ପାକିସ୍ତାନରେ ଟମାଟୋ କେଜି ୪୦୦ ଟଙ୍କାରୁ…

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ ଚର୍ଚ୍ଚିତ। ସେ ବଲିଉଡ ସହିତ ହଲିଉଡ…

୧୦ବର୍ଷ ପୁରୁଣା ମାମଲାର ବିଚାର ଶୀଘ୍ର କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୦।୧୧: ଦେଶର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ଶୀଘ୍ର କରିବାକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଲୋକସଭାରେ କହିଛନ୍ତି। ୧୦ ବର୍ଷ ଧରି ପଡ଼ିରହିଥିବା ମାମଲାର ବିଚାର ଶୀଘ୍ର କରିବା ଲାଗି ସେ ଦେଶର ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ…

ନ୍ୟୁୟର୍କରେ ଛୁଟି କାଟୁଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ର ପପୁଲାର୍‌ ଷ୍ଟାର୍‌-କିଡ୍‌ଙ୍କ ମଧ୍ୟରୁ ସାରା ଅଲୀ ଖାନ୍‌ ଅନ୍ୟତମ। କେବଳ ଷ୍ଟାର୍‌-କିଡ୍‌ ଭାବେ ନୁହେଁ, ଭଲ ବ୍ୟବହାର ସାଙ୍ଗକୁ ଦମଦାର୍‌ ଅଭିନୟ ଏବଂ ନିଜର ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ ମଧ୍ୟ ସାରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏହାସହ ଆକ୍ଟର…

ବଡିବିଲ୍ଡିଂ ମାନିଆ: ବାଇସପ୍‌ରେ ଭର୍ତ୍ତି କରିଦେଲେ ୬ ଲିଟର ଭେସ୍‌ଲିନ୍‌

ମସ୍କୋ: ସମସ୍ତଙ୍କୁ ଲୋଡ଼ା ଆକର୍ଷଣୀୟ ଚେହେରା। ଏଥିପାଇଁ ସୁଠାମ ଶରୀର ଗଠନ ନିଶାରେ ପଡ଼ିଛନ୍ତି ଯୁବପିଢ଼ି। ହେଲେ ପରିଶ୍ରମ ନୁହେଁ, ବରଂ କମ୍‌ଦିନରେ ନିଜର ମାଂସପେଶୀ ସୃଦୃଢ଼ କରିବାକୁ ସହଜ ସୁବିଧା ଉପାୟ ଖୋଜୁଛନ୍ତି ସେମାନେ। ହେଲେ କାର୍ଟୁନ କାରେକ୍ଟର ପୋପେୟାଙ୍କ…

ସ୍କୁଲ୍‌ରେ ଶିକ୍ଷୟିତ୍ରୀଙ୍କ ପାଇଖାନା ଚିନ୍ତା

କହିବା ଓ କରିବା ମଧ୍ୟରେ ଆକାଶପାତାଳ ପ୍ରଭେଦ ରହିଛି। କିନ୍ତୁ କାର୍ଯ୍ୟ କରିବାର ପ୍ରଭାବ ସମସ୍ତଙ୍କୁ ଛୁଇଁପାରେ ଯାହା କରି ଦେଖାଇଛନ୍ତି ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାଁ ଲକ୍ଷ୍ମୀ ପୋତ୍ରୀ। ମଧ୍ୟପ୍ରଦେଶ ଶାହପୁର ଅନ୍ତର୍ଗତ ସହଜପୁର ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଭାବେ…

ସାର୍ବଜନୀନ ଶିଶୁ ଦିବସ: ସଂକଳ୍ପର ଦିନଟିଏ

୨୦ ନଭେମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୧୯୫୯ରେ ଏହି ଦିନ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ଘୋଷଣାନାମାକୁ ଗ୍ରହଣ କରିଥିଲା। ୧୯୮୯ରେ ଠିକ୍‌ ଏହି ଦିନ ମଧ୍ୟ ଜାତିସଂଘ ସାଧାରଣ ପରିଷଦ ଶିଶୁ ଅଧିକାର ସମ୍ମିଳନୀକୁ ସ୍ବୀକୃତି ଦେଇଥିଲା। ଏଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?