Home Left

ସହପାଠୀଙ୍କ ପାଖରେ ନ ଥିଲା ଭଲ ଜୋତା, ମା’ଙ୍କୁ କହି ୧୫୦୦ ହଳ ଜୋତା ବାଣ୍ଟିଲେ

ସହପାଠୀଙ୍କ ପାଖରେ ଭଲ ଜୋତା ନ ଥିଲା ବୋଲି ଜଣେ ୯ ବର୍ଷର ଝିଅ ତାଙ୍କ ମା’ଙ୍କୁ କହି ଶ୍ରେଣୀରେ ୧୫୦୦ ହଳ ଜୋତା ବାଣ୍ଟିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। କ୍ୟାରି…

୮ ମାସ ୮ ତାରିଖ ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ୮ ମାସ ୮ ତାରିଖ ଓ ସନ୍ଧ୍ୟା ୮ଟାରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯିବାକୁ ଥିବା ବେଳେ ଏହାକୁ ନେଇ କିଛି…

୧୨ କୋଟି ଜିଏସ୍‌ଟି ଠକି ବ୍ୟବସାୟୀ ଗିରଫ

କଟକ ଅଫିସ, ୮।୮: ଜିଏସ୍‌ଟି ଠକେଇ ମାମଲାରେ ବଲାଙ୍ଗୀରର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ହେଲେ ଟିଟଲାଗଡ଼ର ତୀର୍ଥଙ୍କର ପଟେଲ। ତୀର୍ଥଙ୍କର ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ରାଜ୍ୟ ଜିଏସ୍‌ଟି କମିଶନଙ୍କ ନିର୍ଦ୍ଦେଶକ୍ରମେ…

ଭାରତ ପାଇଁ ୩ ଆକାଶ ପଥ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୮।୮: ଜମ୍ମୁ-କଶ୍ମୀରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏକ ପ୍ରକାର ଅଡୁଆରେ ପଡିଯାଇଛି ପାକିସ୍ତାନ। ନିଜକୁ ଅସୁରକ୍ଷିତ ଭାବି ସେ ଭାରତ ସହ ଗୋଟିଏ ପରେ ଗୋଟିଏ ସମ୍ପର୍କକୁ ବନ୍ଦ କରିବାରେ ଲାଗିଛି। ଏବେ ଭାରତ ପାଇଁ ପାକିସ୍ତାନ ତା’ର…

୩୭୦ ଉଚ୍ଛେଦକୁ ସମର୍ଥନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୮:ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଦୁଇ ଫାଳ ହୋଇଯାଇଛି। କିଛି ନେତା ଏହାକୁ ସମର୍ଥନ କରୁଥିଲାବେଳେ ଆଉ କିଛି ନେତା ଏହାକୁ ବିରୋଧ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା କରଣ ସିଂହ ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ…

ଉପବାଚସ୍ପତି ରଜନୀକାନ୍ତ ସିଂହ ଆହତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଗୁରୁବାର ଆହତ ହୋଇଛନ୍ତି। ଝୁଣ୍ଟିପଡ଼ିବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି।

କଲେଜରେ ପିତା ଜୁନିୟର୍‌, ଝିଅ ସିନିୟର୍‌

ସାଧାରଣତଃ ପିଲାମାନଙ୍କୁ କଲେଜରେ ପାଠ ପଢାଇବାର ସ୍ବପ୍ନ ଦେଖିଥାନ୍ତି ପିତା। କିନ୍ତୁ ପିଲାମାନେ ଯଦି ନିଜ ଅଭିଭାବକଙ୍କୁ ପଢିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ତେବେ ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ଉଦାହରଣ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି…

ସାପକାମୁଡ଼ାରେ ପୁଅ ମୃତ, ବାପା ଗୁରୁତର

ଅନୁଗୋଳ ଅଫିସ,୮।୮: ଅନୁଗୋଳ ଜିଲା ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମରେ ଘରେ ଶୋଇଥିବା ସମୟରେ ବାପ ଓ ପୁଅଙ୍କୁ ସାପ କାମୁଡ଼ି ଦେବାରୁ ପୁଅ ଟୁକୁ ଗଡ଼ନାୟକ(୧୨)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…

ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌ ଆଓ୍ବାନ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ…

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା ଡା. ରାଜେନ୍ଦ୍ର ପ୍ରଶାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର…

ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍‌ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି କିଛି କ୍ରିକେଟର ଅଛନ୍ତି…

ମେକଅପ୍‌ ରୁମ୍‌ରେ ନୁସରତଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ସୁବବେଳେ ବହୁ ଆକ୍ଟିଭ ରୁହନ୍ତି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଓ ଟିକ୍‌ଟକ୍‌ ଭଳି ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କ ସହ ଯୋଡି ହୋଇଥାନ୍ତି। ଅଭିନେତ୍ରୀରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri