Home Left

ଭାରତର ଜନସଂଖ୍ୟା ୧୪୬ କୋଟି

ନୂଆଦିଲ୍ଲୀ,୧୧ା୬(ପି.ଟି.): ଭାରତର ଜନସଂଖ୍ୟା ୨୦୨୫ରେ ୧୪୬ କୋଟିରେ ପହଞ୍ଚତ୍ବାକୁ ଯାଉଥିବା ଆକଳନ କରାଯାଇଛି, ଯାହାକି ବିଶ୍ୱରେ ସର୍ବାଧିକ। ଜାତିସଂଘ ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶର ମୋଟ ପ୍ରଜନନ ହାର ପ୍ରତିସ୍ଥାପନ ହାର (ଅର୍ଥାତ୍‌ ଜନସଂଖ୍ୟା ବଜାୟ ରଖିବା ପାଇଁ ଆବଶ୍ୟକ…

୪ ମାସ ହେବ ଥିଲେ ନିଖୋଜ, ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆପଡ଼ା,୧୧ା୬(ମକାରୁ ବେମାଲ):ନୂଆପଡ଼ା ସଦର ଥାନା କେରମେଲି ଗାଁ ପାଟିଡଙ୍ଗର କଛା ଜଙ୍ଗଲ ଭିତରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ବଲାଙ୍ଗୀର ଜିଲା ମୁରିବାହାଲ ଥାନା କୁମ୍ଭାରୀ ଗାଁର ବଳରାମ ହାତୀ (୩୮)।…

ଭୟଙ୍କର ଦୁର୍ଘଟଣାରେ ଚୁରମାର୍‌ ହୋଇଗଲା କାର୍‌, ତଥାପି ନିଦରୁ ଉଠିଲେ ନାହିଁ ଚାଳକ, Video ଦେଖିଲେ…

ସୋସିଆଲ ମିଡିଆ ବେଶ ଅଜବ। ଏଥିରେ ପ୍ରତିଦିନ କିଛି ନା କିଛି ଅବିଶ୍ୱସନୀୟ ଦେଖିବାକୁ ମିଳିଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ହୋସ୍‌ ଉଡାଇ ଦେଇଥାଏ। ଏବେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିରେ ହାଇୱେରେ ଦ୍ରୁତ…

ପ୍ରତିଦିନ ୪୫ ମିନିଟ୍ ଚାଲିଲେ ରକ୍ତ ଶର୍କରା ସ୍ତରରେ ହେବ ଏପରି ପରିବର୍ତ୍ତନ

ପ୍ରତିଦିନ ୪୫ ମିନିଟ୍ ଚାଲିବା ଦ୍ୱାରା ରକ୍ତ ଶର୍କରା (ବ୍ଲଡ୍ ଷୁଗର) ସ୍ତରରେ ଗୋଟିଏ ସକାରାତ୍ମକ ପରିବର୍ତ୍ତନ ଆସିଥାଏ, ଯାହା ଡାଏବେଟିସ୍ ପରିଚାଳନା ଏବଂ ଶରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ନିକଟରେ ହୋଇଥିବା ଗବେଷଣା ପରିଚାଳନାରେ ଜଣାପଡ଼ିଛି। ଏକ ନୂଆ…

ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍ଲୀ,୧୦।୬: ଭାରତ ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY), ଯାହା ବହୁତ କମ ପ୍ରିମିୟମ ରେ ଦୁର୍ଘଟଣା ବୀମା କଭରେଜ ପ୍ରଦାନ କରୁଛି।…

ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ 

ନୂଆଦିଲ୍ଲୀ,୧୦।୬: ଆଇପିଏଲ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍‌ରୁ ଏକ ବଡ଼…

ପ୍ରଥମ ଥର ପାଇଁ MGNREGSରେ ନିର୍ଦ୍ଧାରଣ ହେଲା ଖର୍ଚ୍ଚ ସୀମା:ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୦।୬: କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି…

ମୋର ବିବାହ କଲେ ପରିସ୍ଥିତି ହେବ ଭୟଙ୍କର, କାହିଁକି ପରିବାରକୁ ଏମିତି ଧମକ ଦେଇଥିଲେ ସୋନମ? ରାଜ ସହ ସମ୍ପର୍କକୁ…

ଇନ୍ଦୋର,୧୦।୬: ରାଜା ରଘୁବଂଶୀ ହତ୍ୟା ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ମୃତ ରାଜାଙ୍କ ଭାଇ ବିପିନ ରଘୁବଂଶୀ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ବିପିନ ଦାବି କରିଛନ୍ତି ଯେ ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ…

ଯଦି ମୋ ଭଉଣୀ ଦୋଷୀ ତେବେ…, ପୋଲିସ ଆଗରେ କାହିଁକି ଚିତ୍କାର କଲେ ସୋନମଙ୍କ ଭାଇ, କହିଲେ ଏତେ ବଡ଼ କଥା

ଇନ୍ଦୋର,୧୦।୬: ହାଇପ୍ରୋଫାଇଲ ହନିମୁନ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀକୁ ପୋଲିସ ପ୍ରାୟ ୪:୧୫ ସମୟରେ ୱାନ ଷ୍ଟପ ସେଣ୍ଟରରେ ରଖିଥିଲା ଏବଂ ଏହାର ଫାଟକରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ମଧ୍ୟ ସୋମବାର…

ଅତ୍ୟାଚାରର ସବୁ ସୀମା ପାର କଲେ ୟୁନୁସ ସରକାର! ଜେଲରେ ଆଓ୍ବାମୀ ଲିଗ ନେତାଙ୍କୁ ଦେଉଛନ୍ତି ଜହର…

ଢାକା,୧୦।୬: ଗତ ବର୍ଷ ହୋଇଥିବା ବିପ୍ଳବ ପରଠାରୁ ବାଂଲାଦେଶର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଏହି ସମୟରେ, ଯେତେବେଳେ ବାଂଲାଦେଶ ଭିତରେ ଲୋକମାନେ ଗଣତାନ୍ତ୍ରିକ ନିର୍ବାଚନ ଦାବି କରି ରାସ୍ତାକୁ ଓହ୍ଲାଇ ଆସୁଛନ୍ତି, ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ…

ଭିଜିଲାନ୍ସ ଜାଲରେ ଲମତାପୁଟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା

କୋରାପୁଟ,୧୦।୬(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮ ହଜାର…

ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ଯାଇଥିଲେ ଖଣି ବିଭାଗର ଏକଟିମ୍‌। ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗଡ଼େଇ ମାରିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri