ଲଦାଖରେ ଭାରତ-ଚାଇନା ସେନା ମୁହାଁମୁହିଁ
ନୂଆଦିଲ୍ଲୀ,୧୩-୯(ପି.ଟି.):ଲଦାଖରେ ଭାରତ-ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ପାଙ୍ଗୋଙ୍ଗ୍ ହ୍ରଦ କୂଳର ଉତ୍ତର ଭାଗରେ ବୁଧବାର ଭାରତୀୟ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ସେମାନଙ୍କ ଉପସ୍ଥିତିକୁ ନେଇ ଆପତ୍ତି ଉଠାଇଥିଲା। ଏହାକୁ ନେଇ ଦୁଇ ସେନା…
କୃଷକଙ୍କୁ ମିଳିବ ୩୦୦୦ ପେନ୍ସନ
ରାଞ୍ଚତ୍,୧୩-୯(ପି.ଟି.):କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ଲାଗି ବହୁପ୍ରତୀକ୍ଷିତ ପେନ୍ସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ଠାରେ ଶୁଭାରମ୍ଭ କରିଛନ୍ତି। ‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୬୦ ବର୍ଷ…
ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ଦଲାଲିରାଜ : ଦଲାଲ ମାଧ୍ୟମରେ ନ ଗଲେ ଫର୍ମରେ ହେଉନି ଦସ୍ତଖତ, ସାଧାରଣ ଲୋକ ଫର୍ମ ଡିପୋଜିଟ କଲେ ହେଉଛନ୍ତି ହଇରାଣ
ଚଣ୍ଡିଖୋଲ,୧୩।୯(ଡି.ଏନ.ଏ)- ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ପରିବହନ ବିଭାଗ ଓ ପୋଲିସ ତ୍ୱରାନ୍ବିତ କରିଥିଲେ। ଏହି ଆଇନରେ ଅଧିକ ପରିମାଣର ଜରିମାନା ଆଦାୟ କରାଯିବାକୁ ନିୟମ ରହିଥିବାରୁ ଏବେ ସମସ୍ତ ଆରଟିଓ…
ସ୍ବାମୀ ଜୀବିତ ଥାଇ ୧୦ ମହିଳା ପାଉଛନ୍ତି ବିଧବା ଭତ୍ତା
ରାସଗୋବିନ୍ଦପୁର,୧୩-୯ (ଡି.ଏନ୍.ଏ): ବିଭିନ୍ନ ସମୟରେ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତା ନେଇ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ଏହି ବ୍ଲକର ସାରୁମଳା ପଞ୍ଚାୟତରେ ୧୦…
ଅବ୍ୟବସ୍ଥାରେ ଗୋଲଗାଁ ବିଦ୍ୟାଳୟ : ୯ ଶ୍ରେଣୀ ଗୃହରୁ ୭ ବିପଦସଙ୍କୁଳ
ନୟାଗଡ଼ ଅଫିସ,୧୩।୯ : ନୟାଗଡ଼ ଜିଲା ରଣପୁର ବ୍ଲକ ସୁଆଁସିଆସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ୨୦୧୨ ମସିହା ଜୁଲାଇ ୯ରେ କାନ୍ଥ ଭୁଶୁଡ଼ି ୭ ଜଣ କୋମଳମତି ଶିଶୁଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ଓ ସ୍କୁଲ…
ଟାଇମ୍ସ ହାୟର ଏଜୁକେଶନ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍:ଶ୍ରେଷ୍ଠ ୩୦୦ରେ ଭାରତର ସ୍ଥାନ ନାହିଁ
ନୂଆଦିଲ୍ଲୀ, ୧୩-୯ (ପି.ଟି.):ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ କେତେ ଆଗୁଆ ତାହା ସଦ୍ୟ ପ୍ରକାଶିତ ଟାଇମ୍ସ ହାୟର ଏଜୁକେଶନ ୟୁନିଭର୍ସିିଟି ର଼୍ୟାଙ୍କିଙ୍ଗ୍ରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ୩୦୦ ର଼୍ୟାଙ୍କ ମଧ୍ୟରେ ଭାରତର କୌଣସି…
ବୃଦ୍ଧଙ୍କୁ ପିଟି ହତ୍ୟା ମାମଲା : ୩ ଫେରାର୍ ଅଭିଯୁକ୍ତ ଗିରଫ
ବିଞ୍ଝାରପୁର,୧୩ା୯(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ହଳଦୀଢିହ ଗ୍ରାମପଞ୍ଚାୟତ ଅଣ୍ଢାଳୋଠାରେ ୨୦୧୭ରେ ନଇଆ ନାଳରେ ବେଆଇନ ଆଡିବନ୍ଧକରି ମାଛଧରାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ୨ ବର୍ଷ ପରେ ବୁଧବାର…
ଔଦ୍ୟୋଗିକ ଉତ୍ପାଦନ ହ୍ରାସ:ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି
ନୂଆଦିଲ୍ଲୀ,୧୩-୯:ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଖୁସି ଆଣିନାହିଁ। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩% ରହିଛି। ଗତବର୍ଷ ଏହି ସମୟରେ ଏହା ୬.୫% ରହିଥିଲା। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ…
ଖଣି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ସ୍ବତନ୍ତ୍ର ବସ୍ ସେବା ବିପର୍ଯ୍ୟସ୍ତ : ଫିଟ୍ନେସ୍ ନ ଥିବା ବସ୍ରେ କରୁଛନ୍ତି ଯାତ୍ରା
କାଳିଆପାଣି,୧୩ା୯(ଡି.ଏନ୍.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ କଲେଜ ଛାତ୍ରୀଛାତ୍ରଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବସ୍ ସେବା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଖଣି ମାଲିକଙ୍କ ଅର୍ଥରେ ୩ଟି ବସ୍ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ବ୍ୟବହାର କରାଯାଉଛି। ସେଥିରୁ ଗୋଟିଏର ଫିଟ୍ନେସ୍…
୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ
ସୋରଡା,୧୩-୯(ଡି.ଏନ୍.ଏ.):ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍, ପିକ୍ଅପ୍, ବୋଲେରୋ ଓ ଏକ କାରରୁ ପାଖାପାଖି ୩୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।…
ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍ଡର
ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍ (ରେଗୁଲେଶନ ଆଣ୍ଡ ଡେଭଲପମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ…
ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ତାଲା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
ବାଲେଶ୍ୱର ଅଫିସ,୧୩-୯:ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଜଣେ ପ୍ରଥମଶ୍ରେଣୀ ଛାତ୍ର ଶୌଚାଳୟ ଯାଇଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଠିକ୍ ଭାବେ ଯାଞ୍ଚ ନ କରି ସ୍କୁଲ ବନ୍ଦ କରି ପଳାଇଯିବା…
Archives


