Home Left

ହୋମ୍‌ଓ୍ବାର୍କ

ପିଲାମାନେ ହୋମ୍‌ଓ୍ବାର୍କକୁ କିପରି ସୁଚାରୁ ରୂପେ କରିବେ ସେ ନେଇ କେବଳ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ନୁହନ୍ତି, ମା’ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସେମାନେ କେମିତି ବେଶ୍‌ ସରଳ ଭାବରେ ଶେଷ କରିବେ ସେ ନେଇ ଉପସ୍ଥାପନା..…

ନାମାଙ୍କନ ଦାଖଲ ପୂର୍ବରୁ ୩୦ଲକ୍ଷ ଜରିମାନା ଦେଲେ ଆଜମଙ୍କ ସ୍ତ୍ରୀ

ରାମପୁର,୧।୧୦: ଉତ୍ତରପ୍ରଦେଶ ରାମପୁରରୁ ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଥିବା ଆଜମ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ନିଜ ପାଇଁ ନୁହେଁ ବରଂ ତାଙ୍କ ସ୍ତ୍ରୀଙ୍କ ଲାଗି ଆସିଛନ୍ତି। ଆଜମଙ୍କ ସ୍ତ୍ରୀ ତଞ୍ଜୀନ ଫାତିମା ନାମାଙ୍କନ…

ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ  ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ସେ ସବୁ ଛାଡ଼ି ଘରୋଇ ଉପାୟରେ କ୍ଷୀରକୁ ବ୍ୟବହାର…

ହୁତି ବିଦ୍ରୋହୀ ୨୯୦ ବନ୍ଦୀଙ୍କୁ ମୁକ୍ତ କଲେ

ସାନା,୧।୧୦: ୟେମେନ୍‌ରେ ହୁତି ବିଦ୍ରୋହୀମାନେ ୨୯୦ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ବିଦ୍ରୋହୀମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ଥିବା ସୈନିକଙ୍କୁ ବନ୍ଦୀ କରିଥିଲେ। ତେବେ ବିଦ୍ରୋହୀମାନେ ଅନ୍ୟ କେତେକ ସୈନିକଙ୍କୁ ଏବେ ମଧ୍ୟ ବନ୍ଦୀ କରି ରଖିଛନ୍ତି। ଏନେଇ ଅନ୍ତର୍ଜାତୀୟ ରେଡକ୍ରସ୍‌ କମିଟି…

ପୂଜାରେ ଶାଢ଼ି ଫ୍ୟାଶନ

କୌଣସି ପର୍ବପର୍ବାଣି ହେଉ କି ବିଶେଷ କିଛି ଅକେଜନ୍‌ରେ ମହିଳାମାନେ ନିଜକୁ ସଜେଇହେବାକୁ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ଶାଢ଼ି ଅନ୍ୟତମ। ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଆପଣ ଶାଢ଼ି ମଧ୍ୟରେ କେଉଁ ଡିଜାଇନ ପିନ୍ଧିଲେ ସୁନ୍ଦର ଏବଂ…

କଶ୍ମୀର ପ୍ରସଙ୍ଗରେ ଚୁପ୍‌ ରହିବାରୁ ହଟହଟା ହେଲେ ପାକିସ୍ତାନ ଅଭିନେତ୍ରୀ

ଇସଲାମାବାଦ,୧।୧୦:ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ମେହଓ୍ବିଶ୍‌ ହାୟାତ୍‌ କଶ୍ମୀର ପ୍ରସଙ୍ଗରେ କୌଣସି ମତ ନ ରଖିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ମେହଓ୍ବିଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ…

କେଇଟା ଦିନ ପରେ ଦୁର୍ଗାପୂଜା: ଘରକୁ ଦିଅନ୍ତୁ ଟ୍ରାଡିଶନାଲ ଲୁକ୍‌

ଦିନ କେଇଟା ପରେ ଦୁର୍ଗାପୂଜା। ଏହି ସମୟରେ ଫେଷ୍ଟିଭ ସିଜନ୍‌ରେ ଘରକୁ କିପରି ଦେବେ ଟ୍ରାଡିଶନାଲ ଲୁକ୍‌, ଜାଣନ୍ତୁ ଏ ସମ୍ପର୍କରେ.. ଡ୍ରଇଂରୁମ୍‌ ସେଣ୍ଟର ପିସ୍‌ କିମ୍ବା କର୍ନର ରଖା ହୋଇଥିବା ଫ୍ଲାଓ୍ବାର ଆରେଞ୍ଜମେଣ୍ଟ ପୂଜାର ମାହୋଲକୁ ଆହୁରି ବଢ଼ାଇ ଦେଇଥାଏ।…

ଶାଗୁଆନ କାଠ, ଟ୍ରାକ୍ଟର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧ା୧୦- ନୟାଗଡ଼ ଜିଲା ଶରଣକୁଳ ଥାନା ଗୋତିସାହି ବାଉଁଶିଆ ରାସ୍ତାରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯ ଗୋଟି ଶାଗୁଆନ ଲଗ୍‌ ସହିତ ଏକ ଟ୍ରାକ୍ଟର (ନଂ.ଓଆର ୨୫ ଏ ୧୨୮୭) ଜବତ କରାଯାଇଛି। ଏହି…

ଫାଇଲିନ୍‌ରେ ନଷ୍ଟ ହୋଇଥିଲା ଝାଉଁବଣ: ୬ ବର୍ଷ ଧରି ପଡ଼ି ଖତଖାଉଛି କାଠ

କୃଷ୍ଣପ୍ରସାଦ,୧।୧୦(ଡି.ଏନ.ଏ.)- ବଙ୍ଗୋପସାଗର ଉପକୂଳ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ବ୍ରାହ୍ମଣଦେଓ ଗାଁ ନିକଟ ଝାଉଁବଣରେ ଗତ ୬ ବର୍ଷ ହେଲା ପଡ଼ି ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁକାଠ। ୨୦୧୩ ଫାଇଲିନ ବାତ୍ୟାରେ ଭାଙ୍ଗିପଡିଥିଲା ହଜାର ହଜାର ପରିମାଣର ଝାଉଁଗଛ…

ପେନ୍‌ସନ୍‌ ନେବାକୁ ମନାକଲେ ଜେଟ୍‌ଲୀଙ୍କ ପରିବାର

ନୂଆଦିଲ୍ଲୀ,୧।୧୦:ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ପେନସନ୍‌କୁ ତାଙ୍କ ପରିବାର ଲୋକେ ଦାନ କରିଦେଇଛନ୍ତି। ଜେଟଲୀଙ୍କ ସ୍ତ୍ରୀ ସଙ୍ଗୀତା ଏନେଇ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କୁ ମିଳିବାକୁ ଥିବା…

ଆଜିଠୁ ଦେଶରେ ଲାଗୁହେଲା ଏହିସବୁ ନିୟମ, ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ, ୧।୧୦: ଅକ୍ଟୋବର ୧ ଅର୍ଥାତ୍‌ ଆଜିଠୁ ଦେଶର ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୨ ଅକ୍ଟୋବରରୁ ସାରା ଦେଶରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ଜିନିଷ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ସରକାର ଏହି ନିଷ୍ପତ୍ତି…

ଗିରଫ ୫ ଗୋଚାଲାଣକାରୀ ଜେଲ ଗଲେ: ଆନ୍ଧ୍ରପ୍ରଦେଶର ନରସିଂହପାଟଣାକୁ ଚାଲାଣ ହେଉଥିଲେ ଗୋରୁ

ରଣପୁର,୧ା୧(ସ୍ବ.ପ୍ର.): ରଣପୁର ପୋଲିସ ଅଟକ ରଖିଥିବା ୫ ଗୋଚାଲାଣକାରୀଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଟାଉନ ଥାନା ସିନ୍ଦୂରିଆ କରଣସାହିର ସଲମନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri