Home Left

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲାଣି। ୨ ଦିନ ମଧ୍ୟରେ ୧୦ ଟଙ୍କା ବଢିଲାଣି। ଗତ…

ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ

ହାଇଦ୍ରାବାଦ୍‌,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି। ପ୍ରଭାବଶାଳୀ ଶାସନ ଲାଗି ଏଭଳି କରାଯିବ ବୋଲି ସେ କହିଛନ୍ତି। ଯୋଜନା ଅନ୍ତର୍ଗତ କରନୁଲ୍‌,…

କୋଟଗଡ ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର

କୋଟଗଡ,୧୮।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ମୁନିଗୁଡା ଏନଏଚ୍‌-୫ ରାସ୍ତାଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ମାଓ ବେନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଉପରେ…

ରାବିଡି ଦେବୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ଐଶ୍ଚର୍ଯ୍ୟା: ଆରଜେଡି ବିଧାୟକ ଥାନାରେ କଲେ ଅଭିଯୋଗ

ପାଟନା,୧୮।୧୨: ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡିି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣିଥରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଏବଂ ତାଙ୍କ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟ ଝଗଡା…

୪୨ ବର୍ଷରେ ପଦାର୍ପଣ କଲେ ଶ୍ରୁତି: ଅର୍ଜୁନଙ୍କ ସହିତ ଅନ୍ତରଙ୍ଗ ସିନ୍‌ରେ ଶୁଟିଂସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ…

ଆଜି ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ ବନ୍ଦ ରହିବ। କିନ୍ତୁ ଶ୍ରଦ୍ଧାଳୁମାନେ ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦର୍ଶନ କରିପାରିବେ…

‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’:ରିୟୁନିୟନ୍‌ରୁ ଲକ୍‌ଜୁରିୟସ୍‌ ଷ୍ଟେ’

ସସ୍ମିତା ପାଇକରାୟଭୁବନେଶ୍ୱର,୧୭ା୧୨(ବ୍ୟୁରୋ):କାହାପାଇଁ ଏହା ବ୍ୟାଚ୍‌ ରିୟୁନିୟନ୍‌ ଲାଗି ଡେଷ୍ଟିନେଶନ ତ କାହାପାଇଁ ଲକ୍‌ଜୁରିୟସ୍‌ ହଲିଡେ’ ଡେଷ୍ଟିନେଶନ। ଫେଭରାଇଟ୍‌ କପୁଲ୍‌ ଗୋଲ୍‌ ସେଲ୍‌ଫି ହେଉ କି ଚନ୍ଦ୍ରଭାଗାର ଧଳାବାଲିରେ ରାତି ବିତାଇବାର ନିଆରା ଅନୁଭୂତି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ…

ଭୁବନେଶ୍ୱରର ସବୁଘରେ ହେବ ବର୍ଷାଜଳ ସଂଗ୍ରହଣ ପ୍ରକଳ୍ପ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍‌ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମଙ୍ଗଳବାର ଏକ ବିବୃତ୍ତିରେ ପ୍ରକାଶ କରିଛି।…

ପୁଣି ବିବାଦରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ:ପ୍ରସବବେଳେ ନବଜାତକର ଦୁଇ ଗୋଡ଼ ଭାଙ୍ଗିଲା

ପୁରୀ ଅଫିସ, ୧୮।୧୨:ବିଭିନ୍ନ କାରଣକୁ ନେଇ ବିବାଦରେ ରହୁଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ସୁଧୁରିବାର ନାଁ ଧରୁନି। ପୁଣି ଏକ ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅନୁପସ୍ଥିତିରେ ଡ୍ୟୁଟିରେ ଥିବା କେତେଜଣ ଷ୍ଟାଫ ନର୍ସ ଏକ ପ୍ରସବ…

ଚତୁର୍ଦ୍ଦଶ ତୋଷାଳି ମେଳା:ଥିମ୍‌ ପାଭିଲିୟନ୍‌ରେ ‘କଳିଙ୍ଗ ତନ୍ତୁକୃତି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଟସର କୋଷାର ମୋଦଲ, ଡାବା, ବୁଗେ, ଫୁକି, ମଲ୍‌ବେରୀ, ଏରି ସୂତା ଓ ଟସର ଡେମ୍ଫର ସୂତା। କୁଟୀର ସୂତା, ରିଲ୍‌ ସୂତା, ଘିଚା ସୂତା ଓ ମଲ୍‌ବେରୀରେ ତିଆରି କାନଫୁଲ ଓ ହାର। ମଲ୍‌ବେରୀ ଖୋଳରେ ଖଞ୍ଜା ଯାଇଛି ରଙ୍ଗ…

କଟକରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ସେଠ୍‌:‘ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ’

କଟକ ଅଫିସ,୧୭ା୧୨: ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଦିତ୍ୟ ସେଠ୍‌ ଜଣେ ଚର୍ଚ୍ଚିତ ଚେହେରା। ୧୯୮୬ ମସିହାରୁ ସେ ମନୋରଞ୍ଜନ ଦୁନିଆ ସହ ଜଡ଼ିତ। ଆଦିତ୍ୟଙ୍କ ଦ୍ୱାରା ନିର୍ମିତ ‘ବାହାଦୁର’ ପ୍ରାମାଣିକ ଚଳଚ୍ଚିତ୍ର ଦାଦା ସାହେବ ଫାଲ୍‌କେ ଆୱାର୍ଡ ଜିତିଛି। ଭାରତ…

କୋର୍ଟରେ ଯୁବକଙ୍କୁ ଗୁଳିକରି ହତ୍ୟା

ଲକ୍ଷ୍ନୌ,୧୮ା୧୨(ପି.ଟି.): ପଶ୍ଚିମ ଉତ୍ତରପ୍ରଦେଶର ବିଜ୍‌ନୋରର ଏକ ଅଦାଲତରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ ଗୁଳିକରି ହତ୍ୟା କରାଯାଇଛି। ବିଜ୍‌ନୋର ଜିଲା ଅଦାଲତର ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ଅଭିଯୁକ୍ତ ଶାହନଓ୍ବାଜ୍‌ ଅନ୍‌ସାରିଙ୍କୁ ହାଜର କରିବା ଲାଗି ଅଣାଯାଉଥିବାବେଳେ ଗୁଳିମାଡ଼ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?