Home Left

ଦେଶରେ ସୃଷ୍ଟି ହୋଇଛି ଅଘୋଷିତ ଜରୁରୀକାଳୀନ ସ୍ଥିତି; ମୋଦି ସରକାର ଚଳାଇଛନ୍ତି ତୋଗଲକ ଦରବାର: ସିଦ୍ଧରମେୟା

ବେଙ୍ଗାଲୁରୁ,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କର୍ନାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସେ ବେଙ୍ଗାଲୁରୁ ଯିବା ସମୟରେ ତାଙ୍କୁ ପୋଲିସ କମିଶନର ସହରରେ ପ୍ରବେଶ ନ କରିବା ଲାଗି ନୋଟିସ୍‌ ଜାରି କରିଥିଲେ। ଦେଶରେ ଅଘୋଷିତ ଜରୁରୀକାଳୀନ…

‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’

ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪ କୋଟି ଟଙ୍କା। ପ୍ରାୟ ୩ହଜାର ସ୍କ୍ରିନରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ହିନ୍ଦୀ ବ୍ୟତୀତ…

ସିଏଏ ନେଇ ପୂର୍ବରୁ ସରକାରଙ୍କୁ କରିଥିଲି ସତର୍କ: ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୧।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ଏନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଏଏର ପରିଣତି ସମ୍ପର୍କରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ…

ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ହିନ୍ଦୁ ସଂଗଠନର ସଂସ୍ଥାପକ ତଥା ହାଇଦ୍ରାବାଦର ଓକିଲ କରୁଣା ସାଗରଙ୍କ ପକ୍ଷରୁ…

ବନବିଭାଗର ଚଢ଼ାଉ: କାଠ ବୋଝେଇ ମିନିଟ୍ରକ୍‌ ଜବତ

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବନବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢ଼ାଉ କରାଯାଇ ଯୋଡ଼ା ବ୍ଲକ ରୁଗୁଡି ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମିନିଟ୍ରକ୍‌ ଜବତ ହୋଇଛି। ଉକ୍ତ ଗାଡ଼ିରେ ୧୦୦ ସିଫ୍ଟରୁ ଊର୍ଦ୍ଧ୍ୱ ମୂଲ୍ୟବାନ କାଠ ଥିବା ଜଣାପଡିଛି। ଏହି…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ

ଘସିପୁରା,୨୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୋର ସମୟରୁ ପଣ୍ଡାଙ୍କ ଆନନ୍ଦପୁରସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, ରାଉରକେଲା, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଥିବା ତାଙ୍କ…

ଷ୍ଟାର୍‌ କିଡ୍‌ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଚକିତ ହେଲେ ଦର୍ଶକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଦର୍ଶକ ଚକିତ ହୋଇଯାଇଛନ୍ତି। ୮ ବର୍ଷୀୟା ଆରାଧ୍ୟା ଧୀରୁଭାଇ ଅମ୍ବାନୀ ସ୍କୁଲରେ ପାଠ ପଢୁଛନ୍ତି। ସେ ତାଙ୍କ ସ୍କୁଲର ବାର୍ଷିକୋତ୍ସବରେ ନାରୀ ସଶକ୍ତୀକରଣ ଉପରେ ଏକ ଭାଷଣ ଦେଇଛନ୍ତି,…

ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ତାଙ୍କ ସ୍ବାମୀ ଖିଲାଡ଼ି ବୟ ଅକ୍ଷୟ କୁମାର ପିଆଜରେ ନିର୍ମିତ ଇୟର ରିଙ୍ଗ ଉପହାର…

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍‌ଗାହ ପଡିଆଠାରୁ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ ଶୋଭାଯାତ୍ରା ପାଇଁ ଅନୁମତି…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୧।୧୨: ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀର ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଶାହଦରା ଜିଲାର ଡିସିପିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଗମ୍ଭୀର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ଭେଙ୍କଟେଶ ପ୍ରସାଦ

ପୁରୀ ଅଫିସ,୨୧।୧୨: ପୂର୍ବତନ କ୍ରିକେଟର ତଥା ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘୋଷକ ଭେଙ୍କଟେଶ ପ୍ରସାଦ ଶନିବାର ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଭେଙ୍କଟେଶଙ୍କୁ…

ଡ୍ରାଭିଡଙ୍କ ୧୪ ବର୍ଷୀୟ ପୁଅଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୨୧।୧୨- ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଦି ଓ୍ବାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ବାପାଙ୍କ ପଥରେ ଚାଲିବା ଆରମ୍ଭ କରିଛନ୍ତି। ବାପାଙ୍କ ଷ୍ଟାଇଲରେ ବ୍ୟାଟିଂ କରୁଥିବା ସମିତ ୧୪ ବର୍ଷରୁ କମ୍‌ କର୍ନାଟକ ଆନ୍ତଃ ଜୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?