Home Left

ବରୁଣ ଧାଓ୍ବନଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କର ସାହାନାଇ ବାଜିବ। ୨୦୨୦ ଏପ୍ରିଲ କିମ୍ବା ମେ’ ପ୍ରଥମ ସପ୍ତାହରେ ସେ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ସମସ୍ତ…

ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ ନାହକ ଓ କୈଳାସ ନାହକ। ସକାଳେ ଗ୍ରାମର ହରିଜନ ସାହି ନିକଟରେ ଥିବା ଏକ…

ତେଲେଙ୍ଗାନା ଏନ୍‌କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ

ହାଇଦ୍ରାବାଦ,୨୧।୧୨: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖାଯାଇଥିଲା। ଶନିବାର ତେଲେଙ୍ଗାନା ହାଇକୋର୍ଟ ପୁଣିଥରେ ସମସ୍ତ ୪…

ସର୍ବବୃହତ୍‌ ସାନ୍ତାକ୍ଲଜ୍‌ ବାଲୁକାକୃତି

କ୍ରିସ୍‌ମାସ୍‌ ବା ବଡଦିନ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଲାଗି ଏକ ମହାନ୍‌ ଦିନ। ଏହି ଦିନକୁ ସ୍ମରଣୀୟ କରିବା ଲାଗି ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଠିକ୍‌ ସେହିଭଳି କ୍ରିସ୍‌ମାସ୍‌ ଅବସରରେ ଓଡିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ…

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ: ରାତାରାତି ଦୋକାନୀ ଫେରାର

ବାସୁଦେବପୁର,୨୧।୧୨: ଭଦ୍ରକ ଜିଲା ବାସୁଦେବପୁର ବଜାର ନିକଟସ୍ଥ ବ୍ଲକ ରୋଡ୍‌ରେ ଗତ ଏକ ମାସ ତଳେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ତେବେ ଉକ୍ତ ଦୋକାନୀ ଲୋକଙ୍କୁ ସାମଗ୍ରୀ ଦେବା ଆଳରେ ପ୍ରାୟ ୨ କୋଟି ଟଙ୍କା…

ସିଏଏ ବିରୋଧରେ ଆର୍‌ଜେଡିର ବିକ୍ଷୋଭ ପ୍ରଦର୍ଶନ: ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ପାଟନା,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜାରି ରହିଥିବା ବିକ୍ଷୋଭ ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, କର୍ନାଟକ, ଆସାମ ପରେ ଏବେ ବିହାରରେ ଏହାର ନିଆଁ ତେଜିବାରେ ଲାଗିଛି। ଏହାକୁ ନେଇ ବିହାରରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଶନିବାର ରାଜ୍ୟର…

ନ୍ୟାଶନାଲ ହେରାଲ୍ଡ ମାମଲାର ଶୁଣାଣି ସ୍ଥଗିତ: ସୋନିଆ-ରାହୁଲଙ୍କ ବିରୋଧରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ,୨୧।୧୨: ନ୍ୟାଶନାଲ ହେରାଲ୍ଡ ମାମଲାରେ ଦିଲ୍ଲୀର ଏକ କୋର୍ଟ ଶନିବାର ଶୁଣାଣି ସ୍ଥଗିତ କରିଛନ୍ତି। ବିଚାରପତି ବିଶାଳ ଆହୁଜା ଛୁଟିରେ ଥିବାରୁ ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଧାର୍ଯ୍ୟ କରାଯାଇଛି। ଏଥିରେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା…

ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଙ୍ଗ: ଓକିଲଙ୍କ ତିନି ଦିନିଆ ଆନ୍ଦୋଳନ ଆରମ୍ଭ

ସମ୍ବଲପୁର,୨୧।୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ଓକିଲଙ୍କ ତିନି ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ ଓ ଜିଲା ଓକିଲ ସଂଘ ପକ୍ଷରୁ କଚେରି ଛକରେ ଧାରଣା ଦିଆଯାଇଛି । ବିଚାରପତିମାନଙ୍କୁ…

କ୍ରିକେଟରୁ ବିରତି ନେଲେ ଦେଶର ଅନ୍ୟତମ ଧନୀ ଶିଳ୍ପପତି ବିର୍ଲାଙ୍କ ପୁଅ

ନୂଆଦିଲ୍ଲୀ,୨୧।୧୨- ଦେଶର ଅନ୍ୟତମ ଧନୀ ଶିଳ୍ପପତି ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ କ୍ରିକେଟରୁ ବିରତି ନେଇଛନ୍ତି। ମାନସିକ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ବିଭିନ୍ନ ବୟସ…

ଟ୍ରୋଲ୍‌ ହେଲେ ଥରୁର

ନୂଆଦିଲ୍ଲୀ,୨୧।୧୨: କଂଗ୍ରେସ ନେତା ଶଶି ଥରୁର ଅନେକ ସମୟରେ କିଛି ନା କିଛି ବୟାନ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ଭାରତର ଏକ ବିବାଦୀୟ ନକ୍ସା ଟୁଇଟରରେ ପୋଷ୍ଟ କରିବା ପରେ ଟ୍ରୋଲ୍‌ ହୋଇଛନ୍ତି। ଉକ୍ତ ନକ୍ସାରେ କଶ୍ୱୀରର କିଛି…

ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୋଦି

ଲକ୍ଷ୍ନୌ,୨୧।୧୨: ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଲୋକଭବନରେ ଅଟଳବିହାରୀଙ୍କ ୨୫ ଫୁଟ ଉଚ୍ଚା…

ରାସ୍ତା ନିର୍ମାଣ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜୀରାନଦୀରେ ପୋଲ ନିର୍ମାଣ ଦୁଇବର୍ଷ ତଳୁ ସରିଛି। ମାତ୍ର ରାସ୍ତା ନିର୍ମାଣ ହୋଇ ପାରି ନାହିଁ। ଫଳରେ ଏପର୍ଯ୍ୟନ୍ତ ପୋଲ ନିର୍ମାଣର କୌଣସି ସୁଫଳ ମିଳି ନାହିଁ ବୋଲି ଅଭିଯୋଗ ହୋଇଛି। ଏ ନେଇ ବରଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?