ରେଳ ଧାରଣାରୁ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ,୭ା୧୦(ଡି.ଏନ୍.ଏ.)- ସରକାରୀ ରେଳବାଇ ପୋଲିସ (ଜିଆର୍ପି) ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହଟି ଜଗନ୍ନାଥପୁର ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିବା ପୋଲିସ କହିଛି। ତାଙ୍କ ପରିଚୟ ମିଳି ନ ଥିବାବେଳେ ବୟସ ଆନୁମାନିକ ୫୫ବର୍ଷ ହେବ।…
ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ: ପନିପରିବା ବିହନ ବଣ୍ଟନ
ପାଟକୁରା,୭।୧୦(ଡିଏନଏ)- ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକର ବେଡାରୀ ଗ୍ରାମ ପଞ୍ଚାୟତରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ପନିପରିବା ବିହନ ବଣ୍ଟନ କରାଯାଇଛି। ଲଙ୍କା ମଞ୍ଜି ୫୦ ଗ୍ରାମ, କଖାରୁ ୧୦୦, କୋଶିଳା ୧୦୦, ଭେଣ୍ଡି ୨୦୦, ଝୁଡ଼ଙ୍ଗ…
ଦୁର୍ଗା ମଣ୍ଡପରେ ଭଉଣୀଙ୍କ ମିଳନ
ମୁମ୍ବାଇ: ସମଗ୍ର ଦେଶରେ ଏବେ ପୂଜାର ମାହୋଲ। ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଲୋକଙ୍କ ଭିଡ ଜମୁଥିବା ବେଳେ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୧ରେ କରଣ ଜୋହରଙ୍କ ଫିଲ୍ମ କଭି ଖୁସି କଭି ଗମ୍ର ଷ୍ଟାରକାଷ୍ଟ ୧୨ ବର୍ଷ ପରେ…
ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ପୁଡାମାଲ ଗ୍ରାମ ନିକଟ ଏକ ବୁଦାମୂଳରୁ ସୋମବାର ସକାଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ପୁଡାମାଲ ଗ୍ରାମର ଗୁଣସାଗର ଦାସ(୪୭ )। କେହି ଦୁର୍ବୃତ୍ତ…
୩ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ,୭।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ଫ୍ରାନ୍ସ ଗସ୍ତରେ ସୋମବାର ନୂଆଦିଲ୍ଲୀ ଛାଡିଛନ୍ତି। ସେଠାରେ ରାଫେଲକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଆନୁଆଲ ଡିଫେନ୍ସ ଡାଏଲଗ ଆଣ୍ଡ ଦ ଇଣ୍ଡକସନ୍ ସେରିମନିରେ ସେ ଯୋଗଦେବେ। ଏବେ ଫ୍ରାନ୍ସ ଓ ଭାରତ…
ନବମୀରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା
ବୈଶିଙ୍ଗା, ୭।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୭ ପଞ୍ଚାୟତରେ ଚଳିତବର୍ଷ ୧୮ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସୋମବାର ନବମୀ ଅବସରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ୪୫ବର୍ଷରେ…
୮୦୩ କିଲୋଗ୍ରାମ୍ ଓଜନର ବୃହତ୍ କଖାରୁ ଉତ୍ପାଦନ କରିଥିବା ଚାଷୀଙ୍କୁ ଲକ୍ଷେ ୬୦ ହଜାର ପୁରସ୍କାର
ଟରୋଣ୍ଟୋ,୭।୧୦: କାନାଡ଼ାରେ ଜଣେ ଚାଷୀ ୮୦୩.୫୪ କିଲୋଗ୍ରାମ୍ ଓଜନର ବୃହତ୍ କଖାରୁ ଉତ୍ପାଦନ କରି ଲକ୍ଷେ ୬୦ ହଜାର ଟଙ୍କାର ପୁରସ୍କାର ଜିଣିଛନ୍ତି। ସ୍ଥାନୀୟ ବୁଶ୍ କାଉଣ୍ଟିସ୍ଥିତ ପୋର୍ଟ ଏଲଗିନ୍ ଗାଁରେ ଆୟୋଜିତ ହୋଇଥିବା ୩୩ତମ କଖାରୁ ଉତ୍ସବରେ କେମରୋନ୍ର ଚାଷୀ…
ସମୁଦ୍ରରେ ବୁଡିଯାଉଥିବା ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କଲେ ଚୋରା ଚାଲାଣକାରୀ ଦଳ
ମାଡ୍ରିଡ,୭।୧୦: ସ୍ପେନର ଦକ୍ଷିଣ ସମୁଦ୍ରରେ ଶୁକ୍ରବାର ଏକ ଫିଲ୍ମର ଦୃଶ୍ୟ ଭଳି ଘଟଣା ନଜର ଆସିଥିଲା। ସମୁଦ୍ର ମଧ୍ୟରେ ଗୋଟିଏ ବୋଟ୍ରେ ଏକ ଚୋରାଚାଲାଣକାରୀ ଦଳଙ୍କୁ ପିଛା କରୁଥିବା ସୁରକ୍ଷାକର୍ମୀଙ୍କ ବୋଟ୍ଟି ବୁଡିଯିବା ଦେଖିବାକୁ ମିଳିଥିଲା। ତେବେ ଉଭୟଙ୍କ ଭିତରେ କିଛି…
ନିଜ ବିବାହକୁ ନେଇ ଫିଲ୍ମ ନିର୍ମାଣ କରିବେ ପ୍ରିୟଙ୍କା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଆସିଛନ୍ତି। ବିବାହ ପରେ ପ୍ରାୟତଃ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଆମେରିକାରେ ରହୁଥିବା ପ୍ରିୟଙ୍କା ନିଜ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ପ୍ରମୋଶନ ପାଇଁ ଭାରତରେ ଅଛନ୍ତି। ସେ ଆଗାମୀ…
‘ଲାଲ କପ୍ତାନ’ର ପୋଷ୍ଟର ରିଲିଜ୍: ଦଶାନନ ଅବତାରରେ ସୈଫ୍
ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଲାଲ କପ୍ତାନ’ର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଯାଇଛି। ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ ସୈଫ୍ଙ୍କୁ ଦଶାନନ ଅବତାର ଅର୍ଥାତ୍ ୧୦ଟି ମୁଣ୍ଡ ଥିବା ଲୁକ୍ରେ ଦେଖିବାକୁ ମିଳୁଛି।…
ଜୁଆ ଆଡ୍ଡାରେ ଚଢ଼ାଉ: ୩ ଗିରଫ
ବାସୁଦେବପୁର,୭।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଢୁଅଁ। ବଜାରରେ ବେଆଇନ ଭାବେ ଜୁଆଖେଳ ଚାଲିଥିବାବେଳେ ପୋଲିସ ଚଢ଼ାଉ କରିଛି। ପୋଲିସ ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ପଢୁଆ ଗ୍ରାମର କୁନା ମଳିକ, ଯୋଗେନ୍ଦ୍ର କୁମାର ମଳିକ ଓ…
ଚ୍ୟାରିଟି ଫୁଟ୍ବଲ ମ୍ୟାଚ୍ ଖେଳିଲେ ଧୋନୀ, ପେସ
ନୂଆଦିଲ୍ଲୀ,୭।୧୦: ଭାରତୀୟ ଦଳର ବିଶ୍ୱକପ୍ରୁ ବିଦାୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏପର୍ଯ୍ୟନ୍ତ ଜାତୀୟ ଦଳକୁ ଫେରି ନାହାନ୍ତି। କିନ୍ତୁ ବିଭିନ୍ନ ଖେଳରେ ଭାଗ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ଏବେ ପୁଣି ଫୁଟ୍ବଲ ଖେଳୁଥିବାର ନଜର ଆସିଛନ୍ତି।…
Archives


