Home Left

ବେଆଇନ ଲାଇସେନ୍ସ୍‌ ପ୍ରଦାନ ମାମଲା: ୧୩ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୩୦।୧୨: ମାରଣାସ୍ତ୍ର ରଖିବା ପାଇଁ ବେଆଇନ ଭାବେ ଦିଆଯାଇଥିବା ୨ ଲକ୍ଷ ଲାଇସେନ୍ସ୍‌ ମାମଲାରେ ସିବିଆଇ ପକ୍ଷରୁ ଦେଶର ୧୩ଟି ସ୍ଥାନରେ ସୋମବାର ଚଢ଼ାଉ ଆରମ୍ଭ କରାଯାଇଛି। ଶ୍ରୀନଗର, ଜମ୍ମୁ, ଗୁରୁଗାଓଁ ଏବଂ ନୋଏଡ଼ା ଆଦିଠାରେ ଚଢ଼ାଉ ଜାରି ରହିଛି। ଜମ୍ମୁ-କଶ୍ମୀରର…

ମା’ ଧାମରାଇଙ୍କ ମନ୍ଦିରରୁ ଚୋରି

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଛନ୍ତି। ୧୫ ଦିନ ପରେ…

ମୋଦି ସରକାରଙ୍କୁ ଚିଠି ଲେଖିଲା ଓ୍ବିକିମିଡିଆ: ନୁଆ ନିୟମ ଯୋଗୁ ବିନାଶ ହୋଇଯିବ ସିଷ୍ଟମ୍‌

ନୂଆଦିଲ୍ଲୀ,୩୦।୧୨: ଭାରତରେ କାମ କରୁଥିବା ଓ୍ବେବସାଇଟ୍‌କୁ ନେଇ କେନ୍ଦ୍ରର ମୋଦି ସରକାର କିଛି ନିୟମ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଡାଟା ପ୍ରୋଟେକ୍ସନ୍‌ ବିଲ୍‌ର ଲକ୍ଷ୍ୟ ହେଉଛି ଡାଟା ଚୋରୀ ଉପରେ ଅଙ୍କୁଶ ଲଗାଇବା। ତେବେ ସୂଚନା…

ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ଏକତା କପୁର କିନ୍ତୁ ତାଙ୍କ ଟିମ୍‌ ସହ ଯାଇ ଥାଇଲାଣ୍ଡରେ ପହଞ୍ଚିଛନ୍ତି।…

ଏନ୍‌ଆର୍‌ସି ନେଇ କାହିଁକି ନୀରବ ସୋନିଆ ଗାନ୍ଧୀ: ପ୍ରଶ୍ନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୩୦।୧୨: ଏନ୍‌ଆର୍‌ସି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୀରବତା ଅବଲମ୍ବନ କରୁଥିବା ନେଇ ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ସେ ଏକ ସାକ୍ଷାତ୍‌କାରରେ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ କାହିଁକି ନୀରବତା…

ଦଶନ୍ଧିର ଟେଷ୍ଟ ଦଳରେ କୋହଲିଙ୍କୁ ଅଧିନାୟକ ବାଛିଲେ ପଣ୍ଟିଂ

ମେଲବୋର୍ନ,୩୦।୧୨(ପି.ଟି)- ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଦଶନ୍ଧିର ଟେଷ୍ଟ ଦଳ ଚୟନ କରିଛନ୍ତି। ତାଙ୍କର ଏହି ଦଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେତୃତ୍ୱ ପ୍ରଦାନ କରିଛନ୍ତି। ଏହି ଦଳରେ ୪ଜଣ ଇଂଲଣ୍ଡ କ୍ରିକେଟରଙ୍କୁ ମଧ୍ୟ ସେ ସ୍ଥାନ…

ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ ଆଇଏସ୍‌ଆଇର ଜଣେ ଅଧିକାରୀଙ୍କ ଦ୍ୱାରା କରାଯିବାକୁ ପ୍ରସ୍ତୁତି କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ…

ମାଓବାଦୀଙ୍କ ନାଁ ନେଇ ଗୁଳିକାଣ୍ଡ

ପାଟଣାଗଡ, ୩୦।୧୨(ଡି.ଏନ.ଏ.):ପାଟଣାଗଡ ଉପଖଣ୍ଡସ୍ଥ ଗଙ୍ଗାସାଗର ଗ୍ରାମ ଶେଷ ମୁଣ୍ଡରେ ଥିବା ନବୀନ ମେହେରଙ୍କ ବାସଭବନରେ ରବିବାର ବିଳମ୍ବିତ ରାତି ୨ଟା ସମୟରେ ଜଣେ ଅଜଣା ବ୍ୟକ୍ତି ମାଓବାଦୀଙ୍କ ନାଁ ନେଇ ନବୀନଙ୍କୁ ଗୁଳି କରିଥିବା ଜଣାପଡିଛିି। ସୂଚନା ଅନୁସାରେ ନବୀନ ମେହେର…

ଜୀବନ ଯୁଦ୍ଧରେ ହାରିଗଲେ ଥାଇଲାଣ୍ଡ ଗୁମ୍ଫାରୁ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ନୌସେନା ଅଧିକାରୀ

ବ୍ୟାଙ୍କକ୍‌,୩୦।୧୨: ଗତ ବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ପ୍ରାୟ ବର୍ଷେ ହେବ ରକ୍ତ ସଂକ୍ରମଣ ଯୋଗୁ ପେଟି ଅଫିସର ଥିବା ବେଇରୁଟ ପକବାରାଙ୍କ…

୧୪୪ ଧାରା ଉଲ୍ଲଂଘନ: ୫୫ ଶିଖ୍‌ ଶ୍ରଦ୍ଧାଳୁ ଗିରଫ

ଲକ୍ଷ୍ନୌ, ୩୦।୧୨: ଉତ୍ତରପ୍ରଦେଶରେ ୧୪୪ ଧାରା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫୫ ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ପିଲଭିତ୍‌ ଜିଲାର କିରତାରପୁର ଗୁରୁଦ୍ୱାରା ପକ୍ଷରୁ ଏକ ଧାର୍ମିକ ଶୋଭାଯାତ୍ରା କରାଯାଇଥିଲା। ତେବେ ଏଠାରେ ସିଏଏ ହିଂସା ଲାଗି ସୁରକ୍ଷା ଦୃଷ୍ଟିରୁ…

ପୈତୃକ ଗାଁରେ ପହଞ୍ଚିଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୩୦।୧୨: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭର୍ଡାକର ରବିବାର ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲା ସ୍ଥିତ ନିଜ ପୈତୃକ ଗାଁରେ ପହଞ୍ଚିଛନ୍ତି। ନିଜ ପରିବାରଙ୍କ ସହ ଲିଓ ଭାରତ ଗସ୍ତରେ ଆସିଛନ୍ତି। ଲିଓ ଓ ତାଙ୍କ ପରିବାରବର୍ଗଙ୍କୁ ଗାଁଲୋକେ ବହୁ ଆଡମ୍ବରରେ ସ୍ବାଗତ କରିଥିଲେ।…

ପ୍ରବଳ ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଅନ୍ୟପକ୍ଷରେ ସୋମବାର ରାଜ୍ୟର ୧୬ଟି ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?