କଳାହାଣ୍ଡି ପୋଲିସ ବିଭାଗରେ ଅଦଳବଦଳ
ଭବାନୀପାଟଣା, ୩୦।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଗୋଲାମୁଣ୍ଡା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଜୟପାଟଣା ଥାନାକୁ ବଦଳି କରାଯାଇଥିବା ବେଳେ ଭବାନୀପାଟଣା ଟାଉନ ଥାନା ଆଇଆଇସି ବାସୁଦେବ ଛତ୍ରିଆଙ୍କୁ କୋକସରା ଆଇଆଇସି ଭାବେ ନିଯୁକ୍ତି ମିଳିଛି।…
ଧାନ ଉଠାଣ ବିଳମ୍ବ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ: ଧାନ ବସ୍ତା ରଖି ରାସ୍ତା ଅବରୋଧ
ଧର୍ମଗଡ଼, ୩୦।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ କୁଟୁରୁ ମଣ୍ଡିରେ ଧାନ ଉଠାଣ ଅବ୍ୟବସ୍ଥାକୁ ନେଇ ଚଷୀମାନେ ସୋମବାର ୨୬ନଂ. ଜାତୀୟ ରାଜପଥର କୁଟୁରୁ ଛକଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଉକ୍ତ ମଣ୍ଡିରେ ପାତରଅନ୍ତର ଓ ବ୍ୟାପକ ଦୁର୍ନୀତି…
ଯୋଗୀ ସରକାରଙ୍କ ଶାସନରେ ପୋଲିସ ହୋଇଉଠିଛି ପ୍ରତିଶୋଧ ପରାୟଣ: ପ୍ରିୟଙ୍କା
ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ ପରାୟଣ ହୋଇଉଠିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋମବାର ଲକ୍ଷ୍ନୌରେ ଆୟୋଜିତ ଏକ ଗଣମାଧ୍ୟମ…
ଯେଉଁଠି ପଞ୍ଜୁରିରେ ରୁହନ୍ତି ମଣିଷ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ
ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ… ହଂକଂରେ ଏପରି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଲୁହାରେ ତିଆରି ହୋଇଥିବା…
ଏକାଠି ହୁଅ ଭାଜପାକୁ ଏକଘରିଆ କର: ମମତା ବାନାର୍ଜୀ
କୋଲକାତା,୩୦।୧୨: ଏକାଠି ହୋଇ ଭାଜପାକୁ ଏକଘରିଆ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ରାଲିରେ ସମବେତ ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି। ସିଏଏକୁ ବିରୋଧ କରି ଏହି ରାଲି କରାଯାଇଥିଲା। ଭାରତ ମାତା ଆମ ସମସ୍ତଙ୍କର। ଆମେ ଯେଉଁଠି ଚାହିଁବା…
ଅଲିମ୍ପିକ୍ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ
ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପାଇଁ ଭାରତୀୟ ବକ୍ସିଂ ଦଳରେ…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ନବରଙ୍ଗପୁର,୩୦।୧୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ନିରଞ୍ଜନ ଜେନା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଯନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ କଳାରାହାଙ୍ଗ, କଳିଙ୍ଗବିହାର ବାସଭବନ ଏବଂ…
ସାମ୍ନାକୁ ଆସିଲା ସଲମାନଙ୍କ ଭାଣିଜୀ ଅୟାତଙ୍କ ପ୍ରଥମ ଫଟୋ
ମୁମ୍ବାଇ: ଭାଇ ଉଉଣୀଙ୍କ ଭଲପାଇବାର କାହାଣୀ ଅନେକ ଥର ଶୁଣିଥିବେ ଓ ଦେଖିଥିବେ ମଧ୍ୟ। କିନ୍ତୁ ବଲିଉଡ୍ର ଭାଇଜାନ କୁହାଯାଉଥିବା ସଲମାନ ଖାଁ ଓ ଭଉଣୀ ଅର୍ପିତାଙ୍କ ଭଲପାଇବା ସମସ୍ତଙ୍କ ପାଇଁ ଏବେ ଏକ ଉଦାହରଣ ସୃଷ୍ଟି କରିଛି। ଭାଇ ସଲମାନଙ୍କୁ…
ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବରେ ଉଡିଲା ୫ ଶହ ବିମାନ
ନୂଆଦିଲ୍ଲୀ,୩୦।୧୨: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ତା’ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନଯାତ୍ରାରେ ବ୍ୟଘାତ ସୃଷ୍ଟି କରିଛି। ସୋମବାର ସକାଳେ କୁହୁଡି ଯୋଗୁ ଉତ୍ତର…
ଭାରତରେ ୬ଥର ପାଳନ କରାଯାଏ ନବବର୍ଷ
ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ନୂଆବର୍ଷ ଭାବେ ସାରା ବିଶ୍ୱରେ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥାଏ। ହେଲେ ଭାରତର ନୂଆବର୍ଷ ପାଳନ ସବୁଠାରୁ ଅଲଗା। ଏଠାରେ ବର୍ଷକରେ ୬ ଥର ନୂଆବର୍ଷ ପାଳନ କରାଯାଏ। ଏଠାରେ ସବୁ ସମ୍ପ୍ରଦାୟର ଲୋକେ ବସବାସ…
ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ
ବ୍ରିଟେନ୍: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ…
ଫୁଟଫାଥ୍ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ
ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ ଖେଳାଳି ନିଜର ଜୀବନ କାଟୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର କାହାଣୀ ସାମ୍ନାକୁ ଆସିବା ପରେ…

