ସାଇକେଲ ମରାମତି ସହ ଜନସେବା
ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନିଆବେଡ଼ା ଗ୍ରାମର କିଶୋରୀ ସାହୁ(୩୮)। ସ୍ତ୍ରୀ, ଦୁଇ ପୁଅ ଓ ମାଆ, ବାପାଙ୍କୁ ନେଇ ତାଙ୍କ ପରିବାର। ଅଷ୍ଟମ ଶ୍ରେଣୀ ଯାଏ ପଢ଼ିଥିବା କିଶୋରୀ ଦୀର୍ଘ ବର୍ଷ ହେଲା ସାଇକେଲ ମରାମତି କାର୍ଯ୍ୟ କରୁଛନ୍ତି। ଦୈନିକ…
୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’
ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ୱାର୍ଡକୁ ଯାଇ ରୋଗୀମାନଙ୍କ ସହିତ ବ୍ୟକ୍ତିଗତ…
ଚୂଡ଼ାନ୍ତ ପର୍ଯ୍ୟାୟରେ ଅଯୋଧ୍ୟା ଶୁଣାଣି
ନୂଆଦିଲ୍ଲୀ, ୧୪ା୧୦ : ଅଯୋଧ୍ୟା ଜମି ବିବାଦର ଚୂଡ଼ାନ୍ତ ଶୁଣାଣି ସୋମବାରଠାରୁ ପୁଣି ଆରମ୍ଭ କରାଯିବ। ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ସମ୍ବେଦନଶୀଳ ହୋଇଥିବାରୁ ଦଶହରା ଛୁଟି ପରେ ସିଜେଆଇ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ…
ମାନ୍ଦାବସ୍ଥା ମନ୍ତବ୍ୟକୁ ନେଇ ଟ୍ରୋଲ୍ ହେଲେ ରବିଶଙ୍କର
ନୂଆଦିଲ୍ଲୀ,୧୪-୧୦: ଅର୍ଥନୀତିରେ ମାନ୍ଦାବସ୍ଥା ନ ଥିବାରୁ ଗୋଟିଏ ଦିନରେ ରିଲିଜ ହୋଇଥିବା ୩ ସିନେମା ୧୨୦ କୋଟି ଟଙ୍କା ବ୍ୟବସାୟ କରିଥିବା କହି ସୋସିଆଲ ମିଡିଆରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର ଟ୍ରୋଲ ହୋଇଛନ୍ତି। ଅର୍ଥନୀତି ନେଇ…
ଭାରତ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି
ଓ୍ବାଶିଂଟନ,୧୪-୧୦: ଭାରତ ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଥିଲେ ମଧ୍ୟ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି। ୨୦୧୯ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬%କୁ ହ୍ରାସ କରାଯାଇଥିଲେ ମଧ୍ୟ ଭାରତ ନିକଟରେ ଅଭିବୃଦ୍ଧିର…
ଭତ୍ତାରେ ପୂରୁନି ପରିବାରର ପେଟ; ସାହା ଖୋଜୁଛନ୍ତି ୭୦ ବର୍ଷୀୟା ଚମ୍ପା
ଛେଣ୍ଡିପଦା,୧୪।୧୦(ସ୍ବ.ପ୍ର.) ରୋଗରେ ବୋହୂ ଓ ସାପ କାମୁଡ଼ାରେ ପୁଅର ମୃତ୍ୟୁ ପରେ ୩ ନାତୁଣୀନାତିଙ୍କ ଭରଣପୋଷଣ କରୁଛନ୍ତି ବୃଦ୍ଧା ଜେଜେମା’। ବର୍ଷ କେଇଟା ତଳେ ଦେହରେ ବଳ ଥିଲା ତାଙ୍କର। ପର ବିଲରେ ମୂଲ ମଜୁରି କରି ୩ ପିଲାଙ୍କ ପେଟରେ ଦାନା…
ଚାଇନାକୁ ବିଭାଜନ ଉଦ୍ୟମ କଲେ ଦଳି ଦିଆଯିବ
କାଠମାଣ୍ଡୁ,୧୪ା୧୦(ପି.ଟି.): କୌଣସି ଶକ୍ତି ଚାଇନାକୁ ବିଭାଜନ ଉଦ୍ୟମ କଲେ ତାକୁ ଦଳି ଦିଆଯିବ ବୋଲି ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ରବିବାର ଚେତାବନୀ ଦେଇଛନ୍ତି। ଭାରତ ଗସ୍ତ ଶେଷ କରି ଜିନ୍ପିଙ୍ଗ୍ ନେପାଳ ଯାଇଛନ୍ତି। ସେ ସେଠାରେ ନେପାଳର ଶୀର୍ଷ ନେତୃତ୍ୱଙ୍କ ସହ…
ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ
ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଛନ୍ତି। ମୃତ ଟ୍ରକ ଚାଳକ ହେଲେ ସୋମନାଥ ଚାଟାର୍ଜୀ ଏବଂ ଆହତ ହେଲପର ହେଲେ…
ମାରିଅମ ଥ୍ରେସିଆ ସନ୍ଥ ଘୋଷିତ
ଭାଟିକାନ୍ ସିଟି, ୧୪ା୧୦ : ଭାରତୀୟ ନନ୍ ମାରିଅମ୍ ଥ୍ରେସିଆ ଓ ଅନ୍ୟ ୪ ଜଣଙ୍କୁ ପୋପ୍ ଫ୍ରାନ୍ସିସ୍ ସନ୍ଥ ଭାବେ ଘୋଷଣା କରିଛନ୍ତି। ରବିବାର ଭାଟିକାନ୍ ସିଟିରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେରଳ ଜନ୍ମିତ ସିଷ୍ଟର ମାରିଅମ୍ଙ୍କ ସହ…
ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ
ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା କରିବା ସହ ନୂତନ ବସ୍ତ୍ର ପରିଧାନ କରି କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରିଥିଲେ।…
ରାଶନକାର୍ଡ ଦିଆ ନ ଗଲେ ଅନଶନ
ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି ଭଦ୍ରକ ପୌରାଞ୍ଚଳ ଅଧୀନ କୁଆଁସ ଗ୍ରାମର ଅଭି ଜେନା(୫୦) ନାମକ ଜଣେ ଦିନ ମଜୁରିଆ…
ଶିବାଜୀରାଓ ସମବାୟ ବ୍ୟାଙ୍କରେ ୩୦୦ କୋଟିର ଠକେଇ
ନୂଆଦିଲ୍ଲୀ,୧୪-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍ସି) ବ୍ୟାଙ୍କରେ ଋଣ ଠକେଇ ପରେ ଏବେ ମହାରାଷ୍ଟ୍ରର ଆଉ ଏକ ବ୍ୟାଙ୍କରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶିବାଜୀ ରାଓ ଭୋସଲେ ସମବାୟ ବ୍ୟାଙ୍କରେ ପ୍ରାୟ ୩୦୦ କୋଟି ଟଙ୍କାର ଋଣ ଠକେଇ ମାମଲା…
Archives


