Home Left

ପାକିସ୍ତାନରେ ମହଙ୍ଗା ମାଡ: ଗ୍ୟାସ୍‌ ସିଲିଣ୍ଡର ପିଛା ୨ ହଜାର ଟଙ୍କାରେ ପହଞ୍ଚିଲା

ଇସଲମାବାଦ୍‌,୨।୧: ପାକିସ୍ତାନ ବଜାରରେ ହୁ ହୁ ହୋଇ ବଢୁଛି ଦର। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି କ୍ଷୀର ଓ ପନିପରିବା ଦର ମହଙ୍ଗା ହେବାରେ ଲାଗିଛି। ବିତ୍ତୀୟ ସଙ୍କଟର ସାମ୍ନା କରୁଥିବା ପାକିସ୍ତାନରେ ଏବେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପିଛା ୨…

ମା’ ତାରା ତାରିଣୀ ମନ୍ଦିରର ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଲେ ଜିଲାପାଳ, ତୁରନ୍ତ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୨।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ତଥା ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରର ବିକାଶ ଲାଗି ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଜିଲାପାଳ ମନ୍ଦିର ପରିସର…

ଆମେରିକାକୁ ଝଟ୍‌କା: ୧୬ ହଜାରରୁ ଅଧିକ ଚାଇନା ବୈଜ୍ଞାନିକଙ୍କ ଘର ବାହୁଡ଼ା

ବେଜିଂ,୨।୧: ଆମେରିକାକୁ ଚାଇନା ବଡ଼ ଝଟ୍‌କା ଦେଇଛି। ଆମେରିକାରେ କାମ କରୁଥିବା ୧୬ ହଜାରରୁ ଅଧିକ ବୈଜ୍ଞାନିକଙ୍କୁ ଚାଇନା ଫେରାଇ ଆଣିଛି। ବୈଜ୍ଞାନିକମାନେ ଏଣିକି ଘରୋଇ ବିକାଶ ଲାଗି କାର୍ଯ୍ୟ କରିବେ ବୋଲି ଚାଇନା ସରକାର କହିଛନ୍ତି। ଆମେରିକାର ବିଭିନ୍ନ ପ୍ରକଳ୍ପରେ…

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ଓଡ଼ଗାଁ,୨।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ରାବେରା କୋଠସାହିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ୬ ବଖରା ଜଳିଯାଇଛି। ବିପନ୍ନ ପରିବାର ହେଲେ ସନ୍ତୋଷ ବେହେରା, ରଘୁନାଥ ଭୂୟାଁ ଓ ଶ୍ରୀଧର ବେହେରା। ସମସ୍ତଙ୍କ ଘରେ ଥିବା…

ଯାହାଙ୍କ ପ୍ରେମରେ ବୋଲ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନୂଆବର୍ଷରେ ନୂଆ ଖବର ଦେଇଛନ୍ତି। ସେ ସର୍ବିୟାନ ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଭୟ ଦୁବାଇରେ ନିର୍ବନ୍ଧ କରିଛନ୍ତି। କିନ୍ତୁ ନତାଶାଙ୍କ କିଏ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା…

ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ: ଇସ୍ତଫା ଦେଲେ ୪ ସଦସ୍ୟ

ପଣଜୀ, ୨।୧: ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଦଳର ୪ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ପଣଜୀ ବ୍ଲକ୍‌ ସମିତି ଅଧ୍ୟକ୍ଷ ପ୍ରସାଦ ଓମନକର, ଉତ୍ତର ଗୋଆ ଅଳ୍ପସଂଖ୍ୟକ ସେଲ୍‌ ମୁଖ୍ୟ ଜାଭେଦ୍‌ ଶେଖ୍‌, ବ୍ଲକ୍‌ ସମିତି…

ବାବାଜି ଅବତାର

ବିଜୁ ବଡ଼ଜେନା ଖଳନାୟକ ଭାବରେ ଅନେକ ଥର ବଡ଼ ପରଦାରେ ମୁହଁ ଦେଖାଇ ସାରିଛନ୍ତି। ଗତ ବର୍ଷ ରିଲିଜ୍‌ ହୋଇଥିବା ‘ମାଲ୍‌ ମହୁ ଜୀବନ ମାଟି’ରେ ସେ କମେଡି ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏବେ ବାବାଜି ଅବତାରରେ ଦର୍ଶକଙ୍କ ସାମ୍ନାକୁ…

ସ୍ବପ୍ନ ସତ ହେଲା

ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ ବିଶ୍ୱାଳ। ହିନ୍ଦୁ-ମୁସ୍‌ଲିମ ଭାଇଚାରାକୁ ନେଇ ନିଜେ ରଚନା କରିଥିବା ଏବଂ ନିର୍ଦ୍ଦେଶନା ଦେଇଥିବା ତଥା ଅନ୍ୟତମ ଅଗ୍ରଣୀ ଥିଏଟର ନାଟ୍ୟାନୁଷ୍ଠାନ ‘ଶ୍ୱେତପଦ୍ମା’ ଦ୍ୱାରା ପରିବେଷିତ ମଞ୍ଚ ନାଟକ ‘ଜୀନତ’ର ସଫଳତା ତାଙ୍କ ପାଇଁ ଆଉ…

ବେଶି ସମୟ ସୂର୍ଯ୍ୟନମସ୍କାର କରେ

ନିଜକୁ ଫିଟ୍‌ ରଖିବାକୁ ହେଲେ ଡାଏଟ୍‌ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼େ। ଫିଟ୍‌ ରହିବା ପାଇଁ ଶାରୀରିକ ପରିଶ୍ରମର ୪୦% ପ୍ରଭାବ ଥିବା ବେଳେ ୬୦% ପ୍ରଭାବ ପକାଏ ଖାଦ୍ୟ। ଉଭୟ ଦିଗକୁ ମୁଁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା…

ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା ସମ୍ପର୍କରେ ଓଲିଉଡ୍‌ର ଆଗଧାଡ଼ିର ପ୍ରଯୋଜକ ଶ୍ରୀଧର ମାର୍ଥା ଯାହା କହନ୍ତି… ପ୍ର. ଚାରୋଟି ଫିଲ୍ମ…

ପାଇନ୍‌ଆପଲ୍‌ ଚିକେନ୍‌

ଚିକେନ୍‌କୁ ମିଠା ସ୍ବାଦ ଦେଇ ପ୍ରସ୍ତୁତ ହେଉଥିବା ଖାଦ୍ୟାବଳି ଏକ ନୂଆ ସ୍ବାଦ ଦେଉଛି। ସେହିଭଳି ପାଇନଆପଲ୍‌ ଚିକେନ୍‌ ହେଉଛି ଏକ ମିଠା ସ୍ବାଦଯୁକ୍ତ ଖାଦ୍ୟ। ଯୁବପିଢ଼ି ଏହାକୁ ଭାରି ପସନ୍ଦ କରୁଛନ୍ତି। ସ୍ନାକ୍ସରେ ଓ ମେନ୍‌ କୋର୍ସରେ ବି ଏହାକୁ…

୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…

ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ ପରିବାର ବାସ କରୁଛନ୍ତି। ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାଧାରଣ ବ୍ୟବସ୍ଥା ଏହି ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?