ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ
ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି ଧନତେରସ କାହିଁକି ପାଳନ କରାଯାଏ ସେ କଥା ହୁଏତ କେତେକେ ଜାଣି ନ ଥିବେ।…
ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଲେ ବିରାଟ!
ମୁମ୍ବାଇ: ନିକଟରେ ପାଳନ କରାଯାଇଛି କରଓ୍ବାଚୌଥ ବ୍ରତ। ଏଥିରେ ସବୁ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥିଲେ। ବଲିଉଡ୍ ମଧ୍ୟ ଏଥିରୁ ବାଦ୍ ଯାଇ ନ ଥିଲା। ତେବେ କରଓ୍ବାଚୌଥ କେବଳ ସ୍ତ୍ରୀମାନେ…
ମତୁଆଲା କରିବ ଶୁଶାନ୍ତଙ୍କ ସହ ଜ୍ୟାକଲିନଙ୍କ ରୋମାନ୍ସ
ମୁମ୍ବାଇ: ବଲିଉଡ୍ ମୁଭି ‘ଛିଛୋରୋ’ବକ୍ସ ଅଫିସରେ ଜବରଦସ୍ତ କଲେକଶନ୍ କରିବା ପରେ ଏବେ ଶୁଶାନ୍ତ ସିଂ ରଜପୁତଙ୍କ ଫିଲ୍ମ ‘ଡ୍ରାଇଭ୍’ ରିଲିଜ୍ ହେବାକୁ ଯାଉଛି। ଏଥିରେ ଶୁଶାନ୍ତଙ୍କ ସହ ନଜର ଆସିବେ ବଲିଉଡ୍ ବିୟୁଟି ଜ୍ୟାକଲିନ୍ ଫର୍ଣ୍ଣାଡିଜ୍। ଉଭୟଙ୍କ ରୋମାନ୍ସରେ ଦର୍ଶକେ…
ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ: ୧୮ ମୃତ ୫୦ ଆହତ
କାବୁଲ,୧୮।୧୦: ଆଫଗାନିସ୍ତାନର ନଙ୍ଗାହାରରେ ଶୁକ୍ରବାର ହୋଇଥିବା ଦୁଇଟି ବିସ୍ଫୋରଣରେ ଅତିକମ୍ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ନଙ୍ଗାହାରରେ ଥିବା ଏକ ମସ୍ଜିଦରେ ଶୁକ୍ରବାରର ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ସୂଚନା…
ଟ୍ରେନ୍ରେ ଟେଣ୍ଟ ତିଆରି କଲେ ଅକ୍ଷୟଙ୍କ ଲଳନା: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘ହାଉସ୍ଫୁଲ-୪’ ଦୀପାବଳି ଅବସରରେ ଅକ୍ଟୋବର ୨୫ରେ ପରଦାକୁ ଆସିବ। ଆଉ ଏଥିପାଇଁ ଫିଲ୍ମର ପ୍ରୋମୋଶନରେ ଜୋରସୋରରେ ଲାଗିପଡ଼ିଛନ୍ତି କଳାକାରମାନେ। ତେବେ ବ୍ୟସ୍ତତା ମଧ୍ୟରେ ବି ଷ୍ଟାରକାଷ୍ଟଙ୍କ ମସ୍ତି ଓ ଅକ୍ଷୟ…
ସୈନିକ ସ୍କୁଲରେ ନାମ ଲେଖାଇବେ ଛାତ୍ରୀ: ରାଜନାଥ
ନୂଆଦିଲ୍ଲୀ,୧୮।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଘୋଷଣା କରିଛନ୍ତି ଏଣିକି ସୈନିକ ସ୍କୁଲରେ ଛାତ୍ରୀମାନେ ନାମ ଲେଖାଇ ପାରିବେ। ୨୦୨୧-୨୨ ବର୍ଷରେ ଛାତ୍ରୀମାନେ ସୈନିକ ସ୍କୁଲରେ ନାମ ଲେଖାଇବାକୁ ନେଇ ଆସିଥିବା ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସୂଚନାଯୋଗ୍ୟ, ୨…
ଲେଗ୍ ସ୍ପିନର ନ ଖେଳାଇବାରୁ ବିଦା ହେଲେ ଦୁଇ କୋଚ୍
ଢାକା,୧୮।୧୦(ପି.ଟି.)- ଅନ୍ତର୍ଜାତୀୟ ସ୍ତରରେ ବାଂଲାଦେଶର ବ୍ୟାଟ୍ସମ୍ୟାନମାନେ ଲେଗ୍ ସ୍ପିନରଙ୍କ ସାମ୍ନାରେ ସଂଘର୍ଷ କରୁଥିତ୍ବାରୁ ବିସିବି ଏବେ ଲେଗ୍ ସ୍ପିନରଙ୍କୁ ଏବେ ଅଧିକ ଗୁରୁତ୍ୱ ଦେଉଛି। ଜାତୀୟ କ୍ରିକେଟ ଲିଗ୍ର ଦୁଇ ଦଳରେ ଲେଗ୍ ସ୍ପିନରଙ୍କୁ ସାମିଲ ନ କରିବାରୁ ଦୁଇ କୋଚ୍ଙ୍କୁ…
ଫ୍ରୋଜନ୍ ଭଉଣୀଙ୍କ ପାଇଁ କଣ୍ଠଦାନ କରିବେ ପ୍ରିୟଙ୍କା-ପରିଣୀତି
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ହଲିଉଡ୍ ଫିଲ୍ମ ‘ଫ୍ରୋଜନ୍-୨’ର ହିନ୍ଦୀ ଭର୍ସନରେ କଣ୍ଠଦାନ କରୁଛନ୍ତି। ଏ ନେଇ ପ୍ରିୟଙ୍କା ନିଜ ଇନ୍ଷ୍ଟ୍ରାଗ୍ରାମ୍ ସାଇଟ୍ରେ ଏକ ଭିଡିଓ ସେୟାରକରି ଏହା ଜଣାଇଛନ୍ତି। ପରିଣୀତି ଫିଲ୍ମରେ ଏନା ଏବଂ ପରିଣୀତି…
୧୫ ବର୍ଷ ବୟସରେ ୮ଜଣ କରିଥିଲେ ବଳାତ୍କାର, କେବିସି ମଞ୍ଚରେ ସୁନୀତା ସଂଘର୍ଷର କାହାଣୀ ଶୁଣି ଚକିତ ହେଲେ ବିଗ୍ ବି
ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡପତି’ର କର୍ମବୀର ଏପିସୋଡ୍ରେ ସୁନୀତା କୃଷ୍ଣମନ୍ ନଜର ଆସିବେ। ପଦ୍ମଶ୍ରୀ, ମଦର ଟେରେସା ପୁରସ୍କାର, ଲିମ୍କା ବୁକ୍ ଅଫ୍ ରେକଡ୍ସ ଭଳି ସମ୍ମାନର ଅଧିକାରୀ ସୁନୀତାଙ୍କ ଜୀବନ କାହାଣୀ ମଞ୍ଚର ଉପସ୍ଥିତ ସମସ୍ତଙ୍କୁ…
ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ମାସ ଜେଲ୍
ନୂଆଦିଲ୍ଲୀ,୧୮।୧୦:ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ଫେବୃୟାରୀରେ ଭାଜପା ନେତା ତଥା…
ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ
ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ଏବେ ଫିଲ୍ମରେ କାମ କରିବାକୁ ମନ ବଳାଇଲେଣି। ନିକଟରେ ଏକ…
ମହାରାଷ୍ଟ୍ରରେ ଗର୍ଜିଲେ ଶାହ
ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର ରାଜୁରରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ବିରୋଧୀ…
Archives


