ଅଜବ ନେଲ୍ ଆର୍ଟ
ଆଜିକାଲି ନେଲ୍ଆର୍ଟ ଫ୍ୟାଶନ୍ ବେଶ୍ ଜୋର୍ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍ ଆର୍ଟ କରି ଟ୍ରେଣ୍ଡି ଲୁକ୍ ପାଉଛନ୍ତି। ତେବେ ଏମିତି ବି କିଛି ନେଲ୍ ଆର୍ଟ ଅଛି, ଯାହା ଦେଖିବାକୁ ଭଲ ଓ ମଜାଦାର ଲାଗିପାରେ। ହେଲେ ଏହାକୁ…
ବିଳମ୍ବ ହେଲା ତେଜସ୍ ଏକ୍ସପ୍ରେସ୍: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର
ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍ ଏକ୍ସପ୍ରେସ୍ ବିଳମ୍ବରେ ଷ୍ଟେଶନ୍ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ ପ୍ୟାକେଟ୍ ଯାତ୍ରୀଙ୍କୁ ଦେଇଛନ୍ତି। ଏହା ସହିତ ସମସ୍ତ ଯାତ୍ରୀଙ୍କୁ ୨୫୦ ଟଙ୍କା ଫେରସ୍ତ କରାଇବା…
ଟ୍ରକ୍ ଚାପାରେ ଶିଶୁ ମୃତ, ପ୍ରତିବାଦରେ ରାସ୍ତାରୋକୋ
ବରଗଡ଼ ଅଫିସ,୨୦।୧୦: ବରଗଡ଼ ଗୋରୁ ମାର୍କେଟ-ବ୍ରହ୍ମବିହାର ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍(ନଂ-ଓଆର ୧୭ ଏ ୯୧୭୧) ଚାପାରେ ଜଣେ ଶିଶୁପୁତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଶିଶୁ ଗାଇସିଲେଟ ବ୍ଲକ ନଟବରପୁର ଗ୍ରାମର ରାଜିନ୍ଦ୍ର ଦୀପଙ୍କ…
ମୃତ୍ୟୁ ଏମିତି ଆସେ : ପାଣି ହାଣ୍ଡିରେ ପଡ଼ି ଶିଶୁଙ୍କ ଜୀବନଗଲା
ଦେବଗଡ଼,୨୦।୧୦(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ବୁଡ଼ି ୨ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ରବିବାର ସକାଳେ ସାମନ୍ତାପାଲି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ (୨) ଘରେ ଖେଳୁଥିବା…
ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ
ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ ରାଞ୍ଚି,୨୦।୧୦- ଦିନିକିଆ ଫର୍ମାଟରେ ୩ ଦ୍ୱିଶତକ କରିସାରିଥିବା ଭାରତୀୟ ଓପନର ରୋହିତ ଶର୍ମା ନିଜ କ୍ୟାରିୟରରେ ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ୮୭ତମ ଓଭରର…
ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ବାପ, ପୁଅ ମୃତ
ଧାମନଗର(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପ, ପୁଅ ଗୁରୁତର ହୋଇଥିଲେ। ରବିବାର ଉଭୟ ବାପା ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ରଙ୍କ କଟକ ମେଡିକାଲରେ ମୃତ୍ୟୁ ଘଟିଛି ।…
ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ସମ୍ବଲପୁର,୨୦।୧୦(ବ୍ୟୁରୋ): ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ରବିବାର ଭୋର ସମୟରେ ମୃତ୍ୟୁ ଘଟିଛି । ସେ ହେଲେ ପ୍ରକାଶ ସୁନା ଓରଫ୍ ବଣ୍ଟି (୩୦)। ତାଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି…
ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା
କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ ଏଭଳି କରିଛନ୍ତି। ତେବେ ପ୍ରସୂତିଙ୍କ ମୃତଦେହକୁ ସ୍ଥାନୀୟ ମହିଳାମାନେ ସଂସ୍କାର ପାଇଁ ଶ୍ମଶାନକୁ ବୋହି…
ମୋଦିଙ୍କ ସହ ସେଲ୍ଫି ନେବାକୁ ବ୍ୟଗ୍ର ବଲିଉଡ୍ ଷ୍ଟାର
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍ର କେତେଜଣ ସେଲିବ୍ରିଟି ଯୋଗ…
ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: କେସିଙ୍ଗା ବ୍ଲକ୍ ବିଡିଓ ଭୀମସେନ ଶବର
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ର ବିଡିଓ ଭୀମସେନ ଶବର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ରାୟଗଡ଼ା ଜିଲା ଗୁଣୁପୁର ସବ୍ଡିଭିଜନ ଅନ୍ତର୍ଗତ ରାମନାଗୁଡ଼ା ବ୍ଲକର ବଂଶଧାରା ନଦୀକୂଳେ ଅବସ୍ଥିତ ଅନ୍ତରଝୋଲା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ବିଦ୍ୟାଳୟରୁ…
ବନ କର୍ମଚାରୀଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ : ପ୍ରତିବାଦରେ ସରପରିବାରଙ୍କ ଅନଶନ
ବରଗଡ଼ ଅଫିସ,୨୦।୧୦: ବରଗଡ଼ ବନଖଣ୍ଡ ବିଭାଗ ଆକ୍ରୋଶମୂଳକଭାବେ ଜିଲାର ନୃସିଂହନାଥ ବନାଞ୍ଚଳରେ କାର୍ଯ୍ୟରତ ପାରା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣାକୁ ନେଇ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ବନ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଝାରବନ୍ଧ ବ୍ଲକ…
ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..
ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍ ବି କିଛି କମ୍ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ ଆଉ କିଛି ଲୋକ ଫ୍ୟାଶନେବଲ୍ ଲୁକ୍ ପାଇଁ ଏହାକୁ ଟ୍ରାଏ କରିଥାନ୍ତି। ତେବେ ଶରୀରର…
Archives


