Home Left

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ୍‌ ପାଣି

ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ କଥାଟି ସତ। ବିଶ୍ୱରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ଟଏଲେଟ୍‌ ପାଣି ପିଇବାକୁ ଦିଆଯାଏ। ଏହି ରେଷ୍ଟୁରାଣ୍ଟର ନାମ ‘ଗେଷ୍ଟ ୟୁକ୍ସ’। ଏହା ବ୍ରାଜିଲର କୁର୍ନେରେ ଅବସ୍ଥିତ। ଏଠାକୁ ଆସୁଥିବା…

ଆମ୍ବୁଲାନ୍ସ ନ ମିଳିବାରୁ ମରାଠି କଳାକାରଙ୍କ ସହ ନବଜାତକର ମୃତ୍ୟୁ

ମୁମ୍ବାଇ,୨୨।୧୦: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ନ ମିଳିବା ରୋଗୀ ବା ଗର୍ଭବତୀ ଖଟିଆରେ ବୁହାହେବା ଅବା ଚାଲି ଚାଲି ହସ୍ପିଟାଲ ଯିବା ଖବର ଦେଖିବାକୁ ମିଳିଛି। ହେଲେ ରବିବାର ମୁମ୍ବାଇରୁ ପ୍ରାୟ ୬ଶହ କିଲୋମିଟର ଦୂର ହିଂଗୋଲି ଜିଲାରେ ଜଣେ ମରାଠି…

ଭିଜିଲାନ୍ସ ଜାଲରେ ଇଏସ୍‌ଆଇ ଡାକ୍ତରଖାନାର ମୁଖ୍ୟ କିରାଣୀ

ସୁନ୍ଦରଗଡ, ୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା କାଂଶବାହାଲସ୍ଥିତ ଇଏସ୍‌ଆଇ ହସ୍ପିଟାଲର ମୁଖ୍ୟ କିରାଣୀ ବିଷ୍ଣୁଚରଣ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଷ୍ଣୁଚରଣ ଡାକ୍ତରଖାନାର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କଠାରୁ ଜିପିଏଫ୍‌ ମଞ୍ଜୁର ପାଇଁ ୧ହଜାର ଟଙ୍କା ଲାଞ୍ଚ…

ଏଣିକି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ପରୀକ୍ଷା: ଗୋଟିଏ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଏଣିକି ଗୋଟିଏ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଚଳିତ ବର୍ଷଠାରୁ ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷାରେ ଏଭଳି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଏବଂ ଗଣଶିକ୍ଷା…

ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା ଚିକେନ-ମଟନ ଦୋକାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଜୁଆ ଖେଳୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…

ଦୀପାବଳି ପୂର୍ବରୁ ଘର ଆଗରେ ଏହିସବୁ ଜିନିଷ ଲଗାନ୍ତୁ

ଆଲୋକର ପର୍ବ ଦୀପାବଳି। ଅଧର୍ମ ଓ ଅସତ୍ୟ ଉପରେ ବିଜୟ ହିଁ ଦୀପାବଳି। ଏହି ଦିନ ରାମ ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୁ ରାମଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟାର ପ୍ରତ୍ୟେକ ଘର ଆଳୋକିତ କରାଯାଇଥିଲା। ଦୀପାବଳି ପ୍ରାୟ…

ବଲିଉଡ୍‌ ନାୟକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନିଷ୍କ

ମୁମ୍ବାଇ: ମିସ୍‌ ଇଣ୍ଡିଆ ଓ୍ବାର୍ଲଡ ଓ୍ବାଇଡ୍‌ ୨୦୧୯ର ମୁକୁଟ ପିନ୍ଧିଥିବା ତନିଷ୍କ ଶର୍ମା ଏବେ ଅଛନ୍ତି ଚର୍ଚ୍ଚାରେ। ଆଉ ଏବେ ଏହି ସୁନ୍ଦରୀ ବଲିଉଡ୍‌ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ସଲମାନ…

୪ ଜିଲା ପରିଷଦ ଆସନରେ ଉପନିର୍ବାଚନ: ୨୯ରେ ଜାରି ହେବ ନୋଟିସ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି ୧୭ ସରପଞ୍ଚ, ୨୧ ସମିତିସଭ୍ୟ, ୩୦୩ ଓ୍ବାର୍ଡମେମ୍ବର ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର…

ଛାତରୁ ପଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଭୁବନେଶ୍ୱର ଆଇଆଇଟି ପରିସରରେ ମଙ୍ଗଳବାର ଛାତରୁ ପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମହାରାଷ୍ଟ୍ରର ଚିରାଗ ଜୈନ୍‌। ଚିରାଗଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଚେତୁନି ପାକିସ୍ତାନ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ,୨୨।୧୦: ଭାରତ ପକ୍ଷରୁ ପିଓକେରେ ନିକଟରେ କରାଯାଇଥିବା ମିନି ସର୍ଜିକାଲ ଷ୍ଟ୍ରାଇକ ପରେ ବି ଚେତୁନି ପାକିସ୍ତାନ। ମଙ୍ଗଳବାର ମେନ୍ଧରର ବାଲାକୋଟ ସେକ୍ଟରରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତ ମଧ୍ୟ ଏହାର କଡା ଜବାବ ଦେଇଛି। ଏବେ ଦୁଇ…

ଆଲିଆ-ରଣବୀର କପୁରଙ୍କ ଫେକ୍‌ ବିବାହ କାର୍ଡ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୨।୧୦: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫେକ୍‌ ବିବାହ କାର୍ଡ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଡରେ ବିବାହ ୨୦୨୦ ଜାନୁୟାରୀ ୨୨ରେ ହେଉଥିବା ଲେଖାଯାଇଛି। ବିବାହ ରାଜସ୍ଥାନର ଯୋଧପୁର ସ୍ଥିତ ଉମେଦ ଭବନ ପ୍ୟାଲେସ୍‌…

ଟ୍ରମ୍ପ ପାଳିବେ ଦୀପାବଳି

ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର ୩ ଦିନ ପୂର୍ବରୁ ସେ ଏହି ଉତ୍ସବ ପାଳନ କରିବେ। ଏହାକୁ ନେଇ ଟ୍ରମ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri