Home Left

୭ ବର୍ଷ ବାଳକଙ୍କ ପେଣ୍ଟିଂର ଦାମ୍‌ ୮ ଲକ୍ଷ

ବର୍ଲିନ: ଜର୍ମାନୀର ଜଣେ ୭ ବର୍ଷର ବାଳକ କରିଥିବା ପେଣ୍ଟିଂ ୮ ଲକ୍ଷରେ ବିକ୍ରି ହୋଇଛି। ଏହାକୁ କିଣିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ବର୍ଲିନ୍‌ରେ ପହଞ୍ଚିଥିଲେ। ୨୦୧୨ରେ ଜନ୍ମ ନେଇଥିବା ମିଖାଇଲ୍‌ ଅକର ୪ ବର୍ଷ ବୟସରୁ ପେଣ୍ଟିଂ ଆରମ୍ଭ…

ପାକିସ୍ତାନ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ସାଦିକ୍ୱାବାଦ,୧୨।୧: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରବିବାର ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକଶନ୍‌ ୟୁନିଟର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁନୟା ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନରେ ବ୍ୟାପୁଥିବା ପଙ୍ଗପାଳଙ୍କୁ ମାରିବା ପାଇଁ ଜିଲା ପ୍ରଶାସନ ଦ୍ୱାରା ସେମାନଙ୍କୁ…

ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର,୧୨।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମର ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଘରୁ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଟିକାଚରଣ ନାୟକ। ସେ ଘରେ ଏକା ରହୁଥିବା ବେଳେ ସ୍ଥାନୀୟ ଲୋକେ…

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ ପ୍ରେମ ପରିପ୍ରକାଶ ପାଇଁ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ ଲାଗି…

୧ ନଂ. ଶୁଟିଂ ଦେଶ ଭାବେ ୨୦୧୯ ଶେଷ କଲା ଭାରତ

ନୂଆଦିଲ୍ଲୀ,୧୨।୧(ପି.ଟି.)- ୨୦୧୯ରେ ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛ। ଫଳରେ ବିଶ୍ୱର ୧ ନମ୍ବର ଶୁଟିଂ ଦେଶ ଭାବେ ଭାରତ ୨୦୧୯ ବର୍ଷ ଶେଷ କରିଛି। ଏହି କ୍ରମରେ ସେ ଅଲିମ୍ପିକ୍‌ ହେଭିଓ୍ବେଟ୍‌ ଚାଇନା ଓ ଆମେରିକାକୁ ମଧ୍ୟ ଭାରତ ପଛରେ…

ପୂର୍ବତନ ଏମ୍‌ପି ମୋରିସ କୁଜୁରଙ୍କ ପରଲୋକ

ସୁନ୍ଦରଗଡ଼,୧୨।୧(ଡି.ଏନ୍‌.ଏ.): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ମୋରିସ କୁଜୁରଙ୍କ ରବିବାର ସକାଳେ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ…

ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା

କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ପ୍ରତିବର୍ଷ ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା କେବେକେବେ ବର୍ଷକୁ ଥରେ…

ନାରୀ କୈନ୍ଦ୍ରୀକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକେ: ଦୀପିକା ସବୁଠାରୁ ଦାମୀ ନାୟିକା

ମୁମ୍ବାଇ: ନିକଟରେ ବଲିଉଡ୍‌ ନାୟିକା ବିଦ୍ୟା ବଲାନ କହିଥିଲେ ଆଉ ସେହି ସମୟ ଦୂରରେ ନାହିଁ ଯେତେବେଳେ ନାରୀ କୈନ୍ଦ୍ରୀକ ଫିଲ୍ମ ୨ଶହରୁ ୫ଶହ କୋଟି ବ୍ୟବସାୟ କରିବ। ଏହା ଗୋଟିଏ ଦୃଷ୍ଟିରୁ ସତ ବୋଲି ମଧ୍ୟ କେହି କେହି କହିଲେଣି।…

ମହିଳା କ୍ରିକେଟରଙ୍କ ବାୟୋପିକ୍‌ରେ କାମ କରିବେ ଅନୁଷ୍କା!

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି କହିଲେ ଚଳେ। କିଛି ବର୍ଷ ପରେ ଏହି ନାୟିକା ପୁଣିଥରେ ବଡ ପରଦାକୁ ଫେରୁଥିବା ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ ଏବେ…

ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଥିଲା। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିଲେ।…

ଇନଷ୍ଟାଗ୍ରାମ୍‌ରେ କିଙ୍ଗ୍‌ ଖାଁଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଲା

ମୁମ୍ବାଇ: କିଙ୍ଗ୍‌ ଖାଁ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଏବେ ଶାହରୁଖ ଖାଁଙ୍କ ଇନଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଛି। ଏବେ ଇନଷ୍ଟାରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଲୋଅର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା। ଏହା…

୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ

ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍‌ଜିଙ୍ଗ୍‌ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି। ୧୯୯୪ରୁ ସେ ଅବସର ନେଇସାରିଲେଣି। ମାତ୍ର ସେ କୁହନ୍ତି, ଜୀବନରେ ଅବସର କ’ଣ? ମଣିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?