ଏକକ ଷାଣ୍ମାସିକ ପରୀକ୍ଷା ତ୍ରୁଟି ଘଟଣା:୧୫ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଏକକ ପ୍ରଶ୍ନପତ୍ରରେ ଦେଖାଯାଇଥିବା ତ୍ରୁଟିବିଚ୍ୟୁତି ସମ୍ପର୍କରେ ସୋମବାର ବିଭାଗ ପକ୍ଷରୁ ସମୀକ୍ଷା ହୋଇଛି। ଏହି ତ୍ରୁଟି ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ…
୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ
ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ ଗୃହ ନ ଥିବା କେନ୍ଦ୍ରଗୁଡିକ ପ୍ରାଥମିକ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳ, କ୍ଲବ ଘର ଓ…
ଗୁଜରାଟ ମୁହାଁ ହେଉଛି ‘ମାହା’
ନୂଆଦିଲ୍ଲୀ,୫।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାହା’ ଏବେ ତା’ର ଦିଗ ପରିବର୍ତ୍ତନ କରୁଛି ବୋଲି କହିଛି ପାଣିପାଗ ବିଭାଗ। ଏବେ ଏହା ଗୁଜରାଟ ମୁହାଁ ହେଉଛି। ଏହାର ପ୍ରଭାବରେ ଗୁଜରାଟରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ର, ଗୁଜରାଟ,…
ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ
କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି। ବିଦେଶୀ ଗାଈ ଭାରତୀୟ ଗାଈଙ୍କ ଭଉଣୀ। ତେଣୁ ତାଙ୍କୁ ଆଣ୍ଟି ଡକାଯିବା ଆବଶ୍ୟକ। ଜର୍ସି…
ସେଦିନ କୋହଲିଙ୍କ ପରିବାର ନେଇଥିଲେ ବଡ ନିଷ୍ପତ୍ତି, ନହେଲେ ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ
ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ସେ ଆଧିପତ୍ୟ ବିସ୍ତାର କରିଛନ୍ତି। ଟେଷ୍ଟ ମ୍ୟାଚ୍ ହେଉ କି ଏକଦିବସୀୟ, ଟି-୨୦ କ୍ରିକେଟର…
ଲକ୍ଷ୍ନୌ ରେଳଷ୍ଟେଶନ୍ରେ ହେଲଥ୍ ଏଟିଏମ୍
ଲକ୍ଷ୍ନୌ,୫।୧୧: ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ଲକ୍ଷ୍ନୌ ଷ୍ଟେଶନ୍ରେ ହେଲଥ୍ ଏଟିଏମ୍ କିଓସ୍କୋ ସ୍ଥାପନ କରାଯାଇଛି। ଏଠାରେ ରେଳଯାତ୍ରୀ ୫୦ରୁ ଶହେ ଟଙ୍କା ପୈଠ କରି ୧୬ ପ୍ରକାର ସ୍ବାସ୍ଥ୍ୟ ଯାଞ୍ଚ୍ କରିପାରିବେ। ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ…
ମାତୋଶ୍ରୀ ସାମ୍ନାରେ ପୋଷ୍ଟର ଲାଗିଲା ଆଦିତ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଇତିମଧ୍ୟରେ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ବୋଲି ପୋଷ୍ଟର ଲାଗିଛି। ଏଥିରେ ଆଦିତ୍ୟଙ୍କ ଫଟୋ ସହ ଲେଖା ଅଛି,…
କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି କୋହଲି। ଏବେ ବିଶ୍ୱକ୍ରିକେଟରେ ରାଜ୍ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର…
ନଗଡ଼ାର ବିକାଶ ଦିଗହାରା ଅଭିଯୋଗ:ଲୋକାୟୁକ୍ତଙ୍କ ନୋଟିସ ପରେ ସମୀକ୍ଷା ଆରମ୍ଭ
କାଳିଆପାଣି,୫ା୧୧(ଡି.ଏନ୍.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଖିଦୃଶିଆ ବିକାଶ ହୋଇପାରି ନାହଁି। ଏହାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।…
ରେଫ୍ରିଜରେଟେଡ୍ ଟ୍ରକ୍ରୁ ୪୧ ଦାଦନ ଶ୍ରମିକ ଉଦ୍ଧାର
ଗ୍ରୀସ୍,୫ା୧୧-ଗ୍ରୀସ୍ରେ ଏକ ରେଫ୍ରିଜରେଟେଡ୍ ଟ୍ରକ୍ରୁ ସୋମବାର ୪୧ ଜଣ ଦାଦନ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ପୋଲିସ ଉକ୍ତ ଟ୍ରକ୍ର ଡ୍ରାଇଭରଙ୍କୁ ଗିରଫ କରିଛି। ଦାଦନ ଶ୍ରମିକମାନେ ଆଫଗାନିସ୍ତାନର ମୂଳ ବାସିନ୍ଦା ବୋଲି କୁହାଯାଉଛି। ୭ ଜଣଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା…
କର୍ନାଟକ ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍କୁ ରେକର୍ଡ ଭାବେ ନେବାକୁ କଂଗ୍ରେସର ଅନୁରୋଧ
ନୂଆଦିଲ୍ଲୀ,୫ା୧୧(ପି.ଟି.): କର୍ନାଟକର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍କୁ ରେକର୍ଡ ଭାବେ ଗ୍ରହଣ କରିବା ଲାଗି ରାଜ୍ୟ କଂଗ୍ରେସ ଅଦାଲତଙ୍କୁ ଅନୁରୋଧ କରିଛି। ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍…
ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ
ମୁମ୍ବାଇ, ୫ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ଶିବସେନାକୁ ସମର୍ଥନ ଦେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ମନା କରିଦେଇଛନ୍ତି। ରାଜ୍ୟରେ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଥିଲାବେଳେ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟି…
Archives


