Home Left

ବୃଦ୍ଧାଶ୍ରମରୁ ଉଦ୍ଧାର ହେଲେ ୭୩ ବରିଷ୍ଠ ନାଗରିକ

ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ ବୃଦ୍ଧାଶ୍ରମର ପ୍ରଶାସନ ବିରୋଧରେ Maintenance&Welfare of…

୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ

ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ କରିଛନ୍ତି। ସେ ସ୍ଥାନୀୟ ଉନାଠାରୁ ବଡ଼ସର ପର୍ଯ୍ୟନ୍ତ କୌଣସି ସ୍ଥାନରେ ନ ରହି ଲଗାତାର…

ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା

ବଅଁରପାଳ,୨୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି ବେହେରା, ବାବାଜୀ ବେହେରା ଓ ମକର ବେହେରାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି।…

ସମ୍ବିଧାନ ଛପା ହୋଇଥିବା ମେଶିନ୍‌ ଦେଢ଼ ଲକ୍ଷରେ ହେଲା ବିକ୍ରି

ଡେରାଡୁନ୍‌,୨୫।୧: ଦେଶର ସମ୍ବିଧାନ ଛପା ହୋଇଥିବା ୨ଟି ଲିଥୋଗ୍ରାଫ୍‌ ମେଶିନ୍‌କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ମେଶିନ୍‌ ଦ୍ୱାରା ସମ୍ବିଧାନର ହଜାରେ କପି ଛପା ହୋଇଥିଲା। ସୋବ୍ରିନ୍‌ ଏବଂ ମୋନାର୍କ ମଡେଲ ନାମକ ଏହି ପ୍ରିଣ୍ଟିଂ ମେଶିନ୍‌କୁ ୧୦୦…

ସିଏଏକୁ ସମର୍ଥନ କରିପାରେ ଶିବସେନା: ‘ସାମନା’ ଦେଲା ସଙ୍କେତ

ମୁମ୍ବାଇ,୨୫।୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ହୋଇଥିବା ବିବାଦ ସମସ୍ତଙ୍କୁ ଜଣା। କାହିଁକିନା ଭାଜପା ସହ ମତଭେଦ ହେବାରୁ ଶେଷରେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ…

ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ଏକ ରୋବୋ ସହିତ ଟ୍ୟାଙ୍କର ୟୁନିଟ୍‌ ମଧ୍ୟ କିଣାଯାଇଛି।…

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୫।୧: ପୁରୀରେ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି। ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି ଟ୍ରକ୍‌ରେ ସମୁଦାୟ ୫୩ ଖଣ୍ଡ କାଠ ଆସିଥିବା ଜଣାପଡ଼ିଛି। ଏଥିରେ ୨୦ ଫୁଟିଆ ଅସନ…

କ୍ରିକେଟ ଖେଳିଲେ ଫଡନବିସ-ଗଡକରି

ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ‘କସଦାର କ୍ରୀଡା ମହୋତ୍ସବ’ରେ ଏହି ୨ ନେତା ଶୁକ୍ରବାର ନାଗପୁରରେ…

ମହାକାଶରେ ୨ ଘଣ୍ଟାରେ ତିଆରି ହେଲା କୁକିଜ୍‌-ଚକୋଲେଟ୍‌-ଚିପ୍ସ୍‌

ହଷ୍ଟନ,୨୫।୧: ମହାକାଶଚାରୀମାନେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଦୀର୍ଘ ୨ ଘଣ୍ଟା ପରିଶ୍ରମ କରି କୁକିଜ୍‌,ଚକୋଲେଟ୍‌ ଓ ଚିପ୍ସ୍‌ ପ୍ରସ୍ତୁତ କରିଛନ୍ତି। ଖାଦ୍ୟ ତିଆରି କରିବା ଲାଗି ମହାକାଶଚାରୀଙ୍କ…

ମାନବସେବାର ମୂଳଦୁଆ ପକାଇଥିଲେ ରାମକୃଷ୍ଣ, ବିବେକାନନ୍ଦ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଶ୍ରୀରାମକୃଷ୍ଣ ଏବଂ ସ୍ବାମୀ ବିବେକାନନ୍ଦ ମିଳିତ ଭାବେ ଆଧ୍ୟାତ୍ମିକତା ଉପରେ ଆଧାରିତ ମାନବସେବାର ମୂଳଦୁଆ ପକାଇଥିଲେ। ଭାରତରେ ବେଦର ଜ୍ଞାନ ଓ ପରିଭାଷା ଉପରେ ପର୍ଯ୍ୟବସିତ ଭ୍ରାତୃଭାବକୁ ପୁଣିଥରେ ଲୋକଙ୍କ ମଧ୍ୟରେ ଉଦ୍ରେକ କରିବା ସ୍ବାମିଜୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।…

ଜେ.କେ. ମହାନ୍ତି ହେଲେ ଏଚ୍‌ଏଆଇର ଅବୈତନିକ ସଚିବ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ହୋଟେଲ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଚ୍‌ଏଆଇ)ର ୨୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଗତ ୨୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ ଆସୋସିଏଶନ୍‌ର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଦି’ ଇଣ୍ଡିଆନ୍‌ ହୋଟେଲ୍ସ କମ୍ପାନୀ ଲିମିଟେଡ୍‌ ତଥା ତାଜ୍‌…

ଏନ୍‌ଏବିଏଲ୍‌ ସହ ସହବନ୍ଧିତ ହେବ ସରକାରୀ ମେଡିକାଲ

କଟକ ଅଫିସ,୨୫ା୧: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ତତ୍ପରତା ଜୋର ଧରିଛି। ବୁଧବାର ଭୋରରୁ ୫-ଟି ସଚିବ, ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ସମୀକ୍ଷା କରିବା ପରେ ଶୁକ୍ରବାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?