Home Left

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ ଉତ୍ପାଦ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ବର୍ଷର ଦୀର୍ଘ ଗବେଷଣା ପରେ ଚାଇନା…

ଦିଲ୍ଲୀର ପ୍ରଦୂଷଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନନ୍ଦ କିଶୋର

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ବେଳକୁ ବେଳ ବଢିଯାଉଥିବା ବେଳେ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ। ତେବେ ଗାଜିଆବାଦ ଲୋନିର ଭାଜପା ବିଧାୟକ ନନ୍ଦ କିଶୋର ଗୁରଜର ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର…

କମିଶନରେଟ ପୋଲିସର ଅପରାଧ ସମୀକ୍ଷା ବୈଠକ: ବିଶୃଙ୍ଖଳାକାରୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ସୋମବାର ତ୍ରୈମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ସହରର ବିଭିନ୍ନ ଜୋନ୍‌ ଏସିପି ଓ ଥାନା ଅଧିକାରୀ ଉପସ୍ଥିତ…

ଦେଶର ସର୍ବାଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ନୁହେଁ ବରଂ ଉତ୍ତର ପ୍ରଦେଶର ୮, ହରିୟାଣାର ୨ ସହର ରହିଛି

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମଗ୍ର ଦେଶରେ ଚିନ୍ତାର ବିଷୟ ପାଲଟିଛି। ସୋମବାର ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କାରଣ ରାଜଧାନୀର କିଛି ସହରରେ ବାୟୁର ଗୁଣବତ୍ତା ଗମ୍ଭୀରରୁ ଖସି ଖରାପରେ ପହଞ୍ଚିଥିବା ନେଇ AQI ରୁ ଜଣାପଡ଼ିଛି।…

ଅବପାତରେ ପରିଣତ ହେଲା ଲଘୁଚାପ: ୨୪ ଘଣ୍ଟାରେ ବାତ୍ୟା ରୂପ ନେବା ସମ୍ଭାବନା

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ନିକଟରେ କେନ୍ଦ୍ରଭୂତ ହୋଇଥିବା ଲଘୁଚାପ ଅଧିକ ଘନିଭୂତ ହେବାରେ ଲାଗିଛି। ଏହା ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପଠାରୁ ୯୫୦ କିମି ଦୂରରେ ରହିଛି। ଏଥିସହିତ ଲଘୁଚାପ ଆସନ୍ତା୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହୋଇ…

ମନ ଜିଣିଲେ ‘ସୁପର ୨୨’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଗୋଡ଼ ନ ଥାଇ ବି ନାଚିବାର ଇଚ୍ଛା। ହାତ ନ ଥାଇ ବି ଅଭିନୟ କରିବାର ଇଚ୍ଛା। କଥା କହି ନ ପାରିଲେ ବି ଅନ୍ୟକୁ ହସାଇବାର ଇଚ୍ଛା। ଦିବ୍ୟାଙ୍ଗ ହେଲେ ବି ନିଜ ଦକ୍ଷତା ବଳରେ କିଛି ନୂଆ…

ଚାରିମାସର ବାଛୁରୀ ଛୁଆ ସହ ଖେଳିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ସେଠାରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଜି ବିରାଟଙ୍କର ଜନ୍ମଦିନ ଥିବାରୁ ଉଭୟ ସେଠାକୁ ଜାଇଥିବା ଜଣାପଡିଛି। ସୋଶାଲ…

ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଘଟଣା

ପୁରୁଣା ଭୁବନେଶ୍ୱର,୫ା୧୧(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ତାଲା ପକାଇ ଆକ୍ରମଣ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅପରପକ୍ଷେ ଅଭିଯୋଗପତ୍ରରେ ଅଭିଯୁକ୍ତ ୨ ସେବାୟତଙ୍କ ନାମରେ ହୋଇଥିବା ଅଭିଯୋଗକୁ ଅନୁଧ୍ୟାନ କରାଯାଇ କିଛି…

୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍‌ଫୁଲ୍‌-୪’

ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍‌ ମୁଭି ‘ହାଉସ୍‌ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସାନନ, ପୂଜା ହେଗଡେ ଓ କୃତି ଖରବନ୍ଦାଙ୍କ ଭଳି କଳାକାର…

ଧରିତ୍ରୀ ଆଳାପ: ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି

ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବି। ସେହିପରି ଡାକ୍ତରୀପିଲାଙ୍କ ପାଠପଢା କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାଗୁଡିକୁ ଅଧିକ…

ଓଡ଼ିଶାରେ ଉତ୍କଟ ହେବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୨୮.୮୭ ଡିଗ୍ରି ସେଲସିଅସ୍‌ ଥିବାବେଳେ ୨୧୦୦ ସୁଦ୍ଧା ଏହା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଯଦି ବର୍ତ୍ତମାନ ହାରରେ ଗ୍ରିନ୍‌ହାଉସ ଗ୍ୟାସ…

ଏକ କୋଟି ଟଙ୍କା ନେଇ ଯାଉଥିବା ବ୍ୟାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୪ କର୍ମଚାରୀ ମୃତ

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀର ବ୍ୟାଙ୍କର ଏକ ଭ୍ୟାନ୍‌ ସୋମବାର ରାତିରେ କଠୁଆରୁ ବାନି ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଏକ କୋଟି ଟଙ୍କା ଥିବା ବେଳେ ୪ ବ୍ୟାଙ୍କ କର୍ମଚାରୀ ରହିଥିଲେ। ଦୁର୍ଘଟଣାରେ ୪ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri