Home Left

ବେଞ୍ଜାମାଙ୍କ ଡବଲ ଗୋଲରେ ମାଡ୍ରିଡ୍‌ ବିଜୟୀ

ଏବର,୧୦।୧୧- କରିମ ବେଞ୍ଜାମାଙ୍କ ଡବଲ ଗୋଲ ବଳରେ ରିଅଲ ମାଡ୍ରିଡ୍‌ ଶନିବାର ଏକ ବୃହତ୍‌ ବିଜୟ ହାସଲ କରିଛି। ଦଳ ୪-୦ ଗୋଲରେ ଏବରକୁ ହରାଇ ଦେଇଛି। ଷ୍ଟାର୍ଟିଂ ଏକାଦଶରେ ସ୍ଥାନ ପାଇଥିବା ବେଞ୍ଜାମା ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ଦଳୀୟ ଖାତା…

ସରକାର ଗଢିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ : ଶିବସେନାକୁ ମିଳିପାରେ ଏନ୍‌ସିପିର ସହଯୋଗ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଏବେବି ସ୍ପଷ୍ଟ ତଥ୍ୟ ମିଳି ପାରୁ ନାହିଁ। ଶିବସେନା କଥାରେ ରାଜି ନ ହୋଇ ନିଜ ଜିଦ୍‌ରେ ଅଡି ବସିଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳ…

ପ୍ରଥମ ପାରିଶ୍ରମିକ ଟଙ୍କା ବାପାଙ୍କୁ ଦେଇଥିଲି: ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର

କଟକରେ ମୋର ଜନ୍ମ ଓ ପାଠପଢା। ଆମେ ଛଅ ଭାଇଭଉଣୀ (୫ ଭଉଣୀ ଓ ଗୋଟେ ଭାଇ) ମଧ୍ୟରୁ ମୁଁ ସବା ସାନ। ୫ମରେ ପଢିବା ସମୟରେ ଆକାଶବାଣୀର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଗୀତ ଗାଉଥିଲି। ପରେ ‘ଯୁବବାଣୀ’ରେ ବି ଅଡିଶନ୍‌…

ଅନୈତିକ ସମ୍ପର୍କ ରଖିଥିଲେ ପ୍ରସିଦ୍ଧ କ୍ରିକେଟର

ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବିଶ୍ୱ କ୍ରିକେଟରେ ନୂଆ ଘଟଣା ନୁହେଁ। କିଛି ପ୍ରସିଦ୍ଧ କ୍ରିକେଟର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ (ଏକ୍ସଟ୍ରା ମାରିଟାଲ ଆଫାୟର୍ସ) ରଖି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି।…

ହିନ୍ଦୁ ମୁସଲମାନ ମିଳିମିଶି ନିର୍ମାଣ କରନ୍ତୁ ମନ୍ଦିର-ମସଜିଦ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରାୟକୁ ସବୁ ମହଲରୁ ସ୍ବାଗତ କରାଯାଇଛି।…

ଅଜବ କଫି ମଗ୍‌

ସକାଳୁ ସକାଳୁ ଗରମାଗରମ କଫି ପିଇବାକୁ ଅନେକଙ୍କୁ ଖୁବ୍‌ ଭଲ ଲାଗେ। ଏପରି କି କର୍ମବ୍ୟସ୍ତତା ଭିତରେ ବି ଟିକେ ରିଫ୍ରେଶିଙ୍ଗ୍‌ ଫିଲ୍‌ ଆଣିବା ପାଇଁ କେହି କେହି କଫିର ସାହାଯ୍ୟ ନେଇଥାନ୍ତି। ତେବେ ଅନେକ ସମୟରେ କଫି ପିଇବାକୁ ପସନ୍ଦ…

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ ସେ କେବଳ ଆଧୁନିକତାର ଦୃଷ୍ଟିକୋଣରୁ ଦେଖି ନ ଥିଲେ; ଅଧିକନ୍ତୁ ସମଗ୍ର ବିଶ୍ୱକୁ ସେ…

ଓଡ଼ିଶାର କୁନି ତାରକା: ଯିଏ ପାଲଟିଛନ୍ତି ଅନ୍ୟ ପାଇଁ ଆଦର୍ଶ

ପିଲା ହେଉଛନ୍ତି ପ୍ରଜାପତି ପରି। ମନ ସେମାନଙ୍କର ଚାହେଁ ଉଡ଼ି ବୁଲିବାକୁ, ଆଉ ଛୁଇଁବାକୁ ଦୂର ଦିଗ୍‌ବଳୟ। ବେଳେବେଳେ ସେଇ ଝୁଙ୍କ୍‌ରେ ସେମାନେ ନିଜର ସମସ୍ତ ଶକ୍ତି ଓ ବୁଦ୍ଧି ଲଗାଇଦିଅନ୍ତି। ଆଉ ପହଞ୍ଚିଯାଆନ୍ତି ଶୀର୍ଷରେ। ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ।…

ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ

ମୁନିଗୁଡା,୧୦।୧୧(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ବ୍ୟାନର ଓ ପୋଷ୍ଟରଟି ବଂଶଧାର ଘୁମୁସୁରା ନାଗାବଳି ଡିଭିଜନ କମିଟି ସିପିଆଇ(ମାଓବାଦୀ…

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଏହାର…

୫-ଟି ପ୍ରଭାବ: ଦେଢବର୍ଷ ପରେ ନିଯୁକ୍ତି ପାଇଁ ପରୀକ୍ଷା; ୨୪ ଘଣ୍ଟାରେ ବାହାରିଲା ପରୀକ୍ଷାଫଳ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ଲାଇଭ୍‌ଲି ହୁଡ୍‌ ମିଶନ (ଓଏଲ୍‌ଏମ୍‌) ପାଇଁ ଜିଲା ଓ ବ୍ଲକ୍‌ ସ୍ତରୀୟ ସହାୟକ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଗତ ୧୮ ମାସ ହେବ ବନ୍ଦ ଥିବା…

ଭିନ୍ନ ମୋଡ ନେଲା ରାଜା ଧରଣୀଧର ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ମୃତ୍ୟୁ ଅଭିଯୋଗ

ବଣାଇ,୧୦।୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ରାଜା ଧରଣୀଧର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମୁରଲୀଧର ଭୂମିଜ(୧୫)ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ନିର୍ଯାତନା ସହି ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ସନ୍ଧ୍ୟାରେ ବଣାଇ ଥାନାରେ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri