Home Left

ଏହି ଦ୍ୱୀପରେ ରୁହନ୍ତି ଲାଲ୍‌ ରଙ୍ଗର କଙ୍କଡ଼ା

ସିଡ୍‌ନୀ: ଏପରି ଏକ ଦ୍ୱୀପ ରହିଛି ଯେଉଁଠି ରାସ୍ତା ଘାଟ ସବୁଆଡ଼େ କଙ୍କଡ଼ା ବାସ କରୁଥିବା ଦେଖାଯାଇଥାଏ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏଭଳି ଦ୍ୱୀପ ରହିଛି ଆଷ୍ଟ୍ରେଲିଆରେ। ଏଠାକାର କ୍ରିସ୍‌ମସ୍‌ ଦ୍ୱୀପରେ ଲାଲ୍‌ ରଙ୍ଗର କଙ୍କଡ଼ା ରହିଥାନ୍ତି।…

ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭଦ୍ରକ ଅଫିସ,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଜିଲା ଲୋକସମ୍ପର୍କ ଅଧିକାରୀ ଗୋଲଖ ବେହେରାଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ପି.ଡି. ମଧୁସୂଦନ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ…

ଯୁବିଙ୍କ ଟି୧୦ ପଦାର୍ପଣ

ଦୁବାଇ,୧୬।୧୧- ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଦୁବାଇ ପ୍ରିମିୟର ଟି୧୦ର ତୃତୀୟ ସଂସ୍କରଣରେ ଖେଳି ଶୁକ୍ରବାର ଟି୧୦ ଫମାର୍ଟରେ କ୍ୟାରିୟର ଆରମ୍ଭ କରିଛନ୍ତି। ଶେଖ ଜାୟେଦ କ୍ରିକେଟ ଷ୍ଟାଡିୟମରେ ନର୍ଦନ ଓ୍ବାରିଅର୍ସ ବିପକ୍ଷ ମ୍ୟାଚ୍‌ରେ ଯୁବି ମାରାଠା ଆରବିଆନ୍ସ…

ସହିଷ୍ଣୁତାରେ ବିଶ୍ୱଶାନ୍ତି ସମ୍ଭବ

ଜାତିସଂଘ: ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ପାଳନ କରାଯାଉଛି। ବିଶ୍ୱରେ ଅସହିଷ୍ଣୁତାର କାୟାବିସ୍ତାର କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତିସଂଘ ସାଧାରଣ ପରିଷଦ ୧୯୯୬ରେ ବିଶ୍ୱରେ ଅସହିଷ୍ଣୁତାର ବିପଦ ସମ୍ପର୍କରେ ସାର୍ବଜନୀନ ସ୍ତରରେ ସଚେତନତା ସୃଷ୍ଟି…

‘ବ୍ରହ୍ମାସ୍ତ୍ର’ ସହ ଯୋଡ଼ି ହେଲେ ଶାହରୁଖ

ବମ୍ବେ: ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ଯାଇଥିବା ଶାହରୁଖ ଖାନ୍‌ ପୁଣି ଥରେ ଫେରୁଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ ବୋଲି କୁହାଯାଉଛି। ଫିଲ୍ମଟି ତିନୋଟି ଭାଗରେ ରିଲିଜ୍‌ ହେବ।…

ପାକିସ୍ତାନ ତିଆରି କଲା ଟାଇଫଏଡ୍‌ ଟୀକା

ଇସଲାମାବାଦ୍‌,୧୬।୧୧: ପାକିସ୍ତାନ ପ୍ରଥମ କରି ଟାଇଫଏଡ୍‌ ଟୀକା ତିଆରି କରିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବୀକୃତି ଦେଇଥିଲା। ୨୦୧୬ରେ ଏଠାରେ ଟାଇଫଏଡ୍‌ରେ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ରେ ଏଠାରେ ଟାଇଫଏଡ୍‌ ସଂକ୍ରମିତଙ୍କ ସଂଖ୍ୟା ୬୩ ପ୍ରତିଶତ…

ହ୍ରିତିକ୍‌ଙ୍କ ‘ସୁପର-୩୦’କୁ ୯ ଥର ଦେଖିଲେଣି ମା’ ପିଙ୍କି

ବମ୍ବେ: ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୁପର ୩୦’କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ହିଟ୍‌ ହେବା ସହ ହ୍ରିତିକ୍‌ଙ୍କ ଅଭିନୟ ସମସ୍ତଙ୍କ ମନକୁ କିଣିଥିଲା। ଏବେ ତାଙ୍କ ମା’ ପିଙ୍କି ରୋଶନ ମଧ୍ୟ…

ମିଗ୍‌- ୨୯କେ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ

ପଣଜି,୧୬।୧୧: ଗୋଆରେ ପ୍ରଶିକ୍ଷଣ ରତ ମିଗ୍‌- ୨୯କେ ଯୁଦ୍ଧ ବିମାନ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହାଇଛି। ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଥିବା ୨ ଜଣ ଯାକ ପାଇଲଟ ସୁରକ୍ଷିତ…

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ ଥିବା କହିଛି ଶିବସେନା। ଭାଜପାକୁ ଟାର୍ଗେଟ କରି ଶିବସେନା ସାମନା ମାଧ୍ୟମରେ କଟାକ୍ଷ କରିଛି।…

ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କଲେ ଆଇଏଏସ୍‌ ଅଫିସର

ଶିଲଂ,୧୬।୧୧: ମେଘାଳୟ ଶିଲଂରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଫିସର ସ୍ବପ୍ରିଲ୍‌ ଟେଂବେ ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କରିଛନ୍ତି। ୨୦୧୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଦାନ୍ଦେଗରେ ସିଭିଲ୍‌ ସବ୍‌ଡିଭିଜନ୍‌ରେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଛନ୍ତି। ଗାରୋ…

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର କ୍ୟୁରିଓସିଟି ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଥିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଏପରି…

ଟ୍ରେନ୍‌ ଧକ୍କାରେ ଛାତ୍ର ଗୁରୁତର: କ୍ଷତିପୂରଣ ଦାବିରେ ରେଳଧାରଣାରେ ବସିଲେ ଉତ୍ତ୍ୟକ୍ତ ଲୋକେ

ବଅଁରପାଳ,୧୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟ ନାଲ୍‌କୋ ରେଳଧାରଣାରେ ଶନିବାର ସକାଳେ ଟ୍ରେନ୍‌ ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ ବୁଢ଼ାପଙ୍କ ସ୍କୁଲ୍‌ର ସୁନିଲ ପ୍ରଧାନ। ଗୁରୁତର ଅବସ୍ଥାରେ ସୁନିଲଙ୍କୁ ବଅଁରପାଳର ଏକ ଘରୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri