ଟାରିଫ ବଢାଇବ ଜିଓ
ନୂଆଦିଲ୍ଲୀ,୨୦-୧୧: ଏୟାରେଟେଲ, ଭୋଡାଫୋନ-ଆଇଡିଆ ଲିମିଟେଡ ଡିସେମ୍ବର ୧ରୁ ଟାରିଫ ବଢାଇବା ନେଇ ଘୋଷଣା କରିବା ପରେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ମଧ୍ୟ ଏହାର ସେବା ମୂଲ୍ୟ ବଢାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ…
ହାଡ଼ ମଜଭୁତ କରେ ଛତୁ
ମଶରୁମ୍ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ ମଶରୁମ୍କୁ ଔଷଧ ଭାବରେ ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ମଶରୁମ୍କୁ…
ହାର୍ଟଆଟାକ୍ର ପୂର୍ବ ସୂଚନା…
ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍ ବା ହାର୍ଟ ଆଟାକ୍ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ। ହାର୍ଟ ସାଧାରଣ ଭାବରେ ରକ୍ତ ପମ୍ପି ପ୍ରକିୟାକୁ…
ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି
ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ ଦେଖାଯାଉଥିବା ଛୋଟମୋଟ ସମସ୍ୟାକୁ କିପରି ଠିକ୍ କରିପାରିବ ସେ ସମ୍ପର୍କରେ ଜାଣି ରଖିବା। -ସନ୍ତାନ…
ନୁର- ସୁଲତାନରେ ଇଣ୍ଡୋ- ପାକ୍ ଡେଭିସ କପ୍ ଟାଇ
ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍)। ଅନ୍ୟପଟେ ଆଇଟିଏଫ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ ଥିବା ଡେଭିସ୍ କପ୍ ଟାଇ ପାଇଁ ଏକ ନିରପେକ୍ଷ ଭେନ୍ୟୁର ନାମ ଘୋଷଣା କରିଛି।…
ଅବ୍ୟବସ୍ଥା ଦେଇ ଗତି କରୁଛି ବାରିପଦା ଜଗନ୍ନାଥ ମନ୍ଦିର: ଡିସେମ୍ବର ପହିଲାରୁ ସମୂହ ଇସ୍ତଫା ଦେବେ ସେବାୟତ
ବାରିପଦା ଅଫିସ,୧୯ା୧୧- ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିରର ସ୍ବାତନ୍ତ୍ର୍ୟ ରହିଛି। ଦେବୋତ୍ତର ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସବୁବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ଏ ନେଇ ସେବାୟତମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର…
‘ବୁଲ୍ବୁଲ୍’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍ଆଇ ଅଫିସ୍ ସମ୍ମୁଖରେ ଭାଜପାର ଆନ୍ଦୋଳନ
ରୂପ୍ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍ସା ଆର୍ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍ବୁଲ୍’ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।…
ଗିନ୍ନିଙ୍କ ସହ ସେଲ୍ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କପିଲ
ବମ୍ବେ: ଲୋକପ୍ରିୟ କମେଡିଆନ୍ କପିଲ ଶର୍ମାଙ୍କ ସ୍ତ୍ରୀ ଗିନ୍ନି ଗତରଥଙ୍କ ମଙ୍ଗଳବାର ଜନ୍ମଦିନ। ଏହି ଅବସରରେ କପିଲ ଉଭୟଙ୍କର ଏକ ସେଲ୍ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନିଜର ଇନ୍ଷ୍ଟାଗ୍ରାମରେ କପିଲ ଫଟୋ ଶେୟାର କରି ଗିନ୍ନିଙ୍କ ପାଇଁ ଖାସ…
ଯେଉଁଠି ରାତିରେ ଟଏଲେଟ୍ ଯିବା ଅପରାଧ
ଟଏଲେଟ୍ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା ହୋଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ପ୍ରଚଳିତ ହୋଇଥାଏ। ତେବେ…
ଭାରତ ସହ ପୁଣି ଡାକସେବା ଆରମ୍ଭ କରିବ ପାକିସ୍ତାନ
ଇସ୍ଲାମାବାଦ,୧୯।୧୧: ଭାରତ ସହ ପାକିସ୍ତାନ ପୁଣି ଥରେ ଡାକସେବା ଆରମ୍ଭ କରିବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଡାକସେବାକୁ ବନ୍ଦ କରିଦେଇଥିଲା। ଦୀର୍ଘ ୩ମାସ ପରେ ଏହି ସେବାକୁ ପୁଣି…
କବାଡି ଖେଳୁଛନ୍ତି ରିଚା
ରିଚା ଚଢ଼ା ଆଗାମୀ ଫିଲ୍ମ ‘ପଙ୍ଗା’ର ଶୁଟିଂ ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମକୁ ଅଶ୍ୱିନୀ ଆୟର୍ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ରୁଚା ଫିଲ୍ମରେ କଙ୍ଗନା ରାଣାୱତଙ୍କ ସହ ଦେଖାଦେବେ। ଫିଲ୍ମରେ ରିଚା କବାଡ଼ି ଖେଳୁଥିବାର ନଜର୍ ଆସିବେ…
ଅଭିନନ୍ଦନଙ୍କ ଗେମ୍କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ
ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍ ଗେମ୍’ କ୍ୟାଟେଗୋରୀରେ ଚୟନ କରିଛି ଗୁଗଲ। ଭାରତୀୟ ବାୟୁସେନା ନିଜର ପ୍ରଥମ ଭିଡିଓ ଗେମ୍ର ଏହି ସଫତଳାକୁ ନେଇ…
Archives


