Home Left

ଓଡ଼ିଶା ପିଲାଙ୍କୁ ପଢ଼ାଉଛି ଆନ୍ଧ୍ର

ନନ୍ଦପୁର,୨୨ା୬(ତୁଷାରକାନ୍ତ ମହାନ୍ତି): ଓଡ଼ିଶା ସୀମାନ୍ତବାସୀଙ୍କୁ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ମଙ୍ଗଳ ବିଭାଗର ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳ ହେଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ସମଗ୍ର ଦେଶର ଛାତ୍ରୀଛାତ୍ରଙ୍କ ଏକକ ଆପାର ଆଇଡି କରିବାକୁ…

ମହିଳାଙ୍କ ଭିତରେ ଏହି ୪ ଗୁଣ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ…

ବ୍ରଜରାଜନଗରରୁ ପୁରୀକୁ ଯିବ ରଥର ବ୍ରେକ କଣ୍ଟା

ଝାରସୁଗୁଡା, ୨୧।୬(ଆଶିଷ ରଞ୍ଜନ ଦାଶ)-ପୁରୀରେ ତିନି ରଥ ଲାଗି ବ୍ରେକ୍‌ କଣ୍ଟା ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରରୁ ଯିବ। ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୩ବିଗ୍ରହଙ୍କ ତିନି ରଥରେ ବ୍ୟବହାର ହେଉଥିବା କଣ୍ଟା ଏବଂ ବ୍ରେକ ବ୍ରଜରାଜନଗରରେ ନିର୍ମିତ ହୋଇସାରିଛି।…

ସକାଳ ଜଳଖିଆରେ କଦଳୀ ଖାଇବା ଠିକ ନା ଭୁଲ? କ୍ଷୀର ନୁହେଁ ଏସବୁ ଖାଦ୍ୟ ସହ ଖାଆନ୍ତୁନି…

କଦଳୀ ଏକ ଶକ୍ତିରେ ପରିପୂର୍ଣ୍ଣ ଫଳ ଏବଂ ଅଧିକାଂଶ ଲୋକ ଏହାକୁ ସ୍ବାସ୍ଥ୍ୟକର ମନେ କରି ସକାଳ ଜଳଖିଆରେ ସାମିଲ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳ ଜଳଖିଆରେ କଦଳୀ ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ କି ନାହିଁ?…

କଳିଙ୍ଗ ବ୍ଲାକ ଟାଇଗର୍ସର ପ୍ରଥମ ବିଜୟ

ମୁମ୍ବାଇ,୨୧ା୬: ଓଡ଼ିଶାର କଳିଙ୍ଗ ବ୍ଲାକ ଟାଇଗର୍ସ (କେବିଟି) ଚଳିତ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌)ରେ ଶନିବାର ପ୍ରଥମ ବିଜୟ ହାସଲ କରିଛି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ କଳିଙ୍ଗ ବ୍ଲାକ ଟାଇଗର୍ସ ୧୯-୧୫ ପଏଣ୍ଟରେ ଦିଲ୍ଲୀ ରେଡ୍‌ଜକୁ ପରାସ୍ତ କରିଛି। ବିଜୟୀ ଦଳ…

ଜିଲାପାଳ ଗସ୍ତର ୫ ଦିନ ପରେ ପୁଣି ତେଜିଲା କୋଟିଆ ସୀମା ବିବାଦ

ପଟ୍ଟାଙ୍ଗି,୨୧।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଜିଲାପାଳ ଭି.ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ବିଭିନ୍ନ ସରକରୀ କାର୍ଯ୍ୟକ୍ରମର ତଦାରାଖ କରିଥିଲେ। ଗସ୍ତର ୫ ଦିନ ପରେ ପୁଣି କୋଟିଆ ସୀମା ବିବାଦ ଦେଖାଦେଇଛି।…

ଅପରେଶନ ସିନ୍ଧୁ: ନେପାଳ, ଶ୍ରୀଲଙ୍କା ନାଗରିକଙ୍କୁ ଇରାନରୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ,୨୧।୬: ଭାରତ ସରକାରଙ୍କ ଅପରେଶନ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ୩୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଉ ଏକ ବିମାନ ଶନିବାର (୨୧ ଜୁନ) ସାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ଅପରେଶନ ସିନ୍ଧୁ ଅଧୀନରେ, ଭାରତୀୟ ନାଗରିକଙ୍କୁ ନେଇ…

ହସ୍ପିଟଲରେ ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ

କୋକସରା,୨୧ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକା ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ପୁଅ କୁଶ…

ଏଥର ବିମାନ ନୁହେଁ ଆକାଶରେ ଫାଟିଲା ହଟ ଏୟାର ବେଲୁନ, ୮ ମୃତ

ବ୍ରାଜିଲ,୨୧।୬: ବ୍ରାଜିଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହି ସମୟରେ,…

ସରପଞ୍ଚଙ୍କୁ କରିଥିଲେ ଆକ୍ରମଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ, ୨୧ା୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସାରେ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ ଗିରଫ କରି…

ଏହାକୁ ହିଁ କହନ୍ତି ପ୍ରତିଶୋଧ…, ଗାଭାସ୍କରଙ୍କ କମେଣ୍ଟ୍ରି ବନ୍ଦ କରିଦେଲେ ଋଷଭ ପନ୍ତ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୬: ଛଅ ମାସ ପୂର୍ବେ ସୁନୀଲ ଗାଭାସ୍କର ଋଷଭ ପନ୍ତଙ୍କୁ ଭର୍ତ୍ସନା କରିଥିଲେ। ଗାଭାସ୍କର ପନ୍ତଙ୍କୁ Stupid, stupid, stupid ବୋଲି କହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ବଲରେ ଖରାପ ସଟ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ…

ବୋହୂକୁ ମାରି ୧୦ ଫୁଟ ଗାତରେ ପୋତିଦେଲେ ଶ୍ୱଶୁର! ସନ୍ଦେହରେ ପୋଲିସର ଜବାବ

ଫରିଦାବାଦ,୨୧।୬: ହରିୟାନା ଫରିଦାବାଦ ପଲ୍ଲା ଥାନାର ରୋଶନ ନଗରରେ ଜଣେ ବିବାହିତ ମହିଳାଙ୍କୁ ପୋତି ଦେବା ମାମଲାରେ, ପୋଲିସ ମୃତକଙ୍କ ଶ୍ୱଶୁର ଭୂପ ସିଂହଙ୍କୁ ଗିରଫ କରି ଦୁଇ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ଦାବି କରିଛି ଯେ ପ୍ରାଥମିକ ପଚରାଉଚରାରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri