Home Left

ପରାଜୟରୁ ବର୍ତ୍ତିଲା ଇଷ୍ଟବେଙ୍ଗଲ

ଲୁଧିଆନା, ୭ା୧୨ (ପି.ଟି.)-ପଞ୍ଜାବ ଏଫ୍‌ସି ବିପକ୍ଷ ଆଇ-ଲିଗ୍‌ ମ୍ୟାଚରେ ଇଷ୍ଟ ବେଙ୍ଗଲ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ଡାନିଲୋ ଅଗଷ୍ଟୋ ୧୩ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ପଞ୍ଜାବ ଏଫ୍‌ସିକୁ…

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଜୋ ରୁଟ୍‌ଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳକୁ ଜେମ୍ସ ଆଣ୍ଡରସନ, ଜନି…

‘କେଦାରନାଥ’ର ଗୋଟିଏ ବର୍ଷ ପୂର୍ତ୍ତି: ପୋଷ୍ଟ ଲେଖି ପୁରୁଣା ସ୍ମୃତିକୁ ମନେ ପକାଇଲେ ସାରା

ବମ୍ବେ: ଇତିମଧ୍ୟରେ ଫିଲ୍ମ ‘କେଦାରନାଥ’କୁ ପୁରିଛି ଏକ ବର୍ଷ। ସୋସିଆଲ ମିଡିଆରେ ଫିଲ୍ମ ସହ ଜଡିତ କିଛି ଫଟୋ ଶେୟାର କରି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ଗୋଟିଏ ବର୍ଷ ବିତିଯାଇଥିବା ଭଳି ମନେ ହେଉ ନ…

ଶୀତଦିନେ ଦହି ଖାଉଥିଲେ…

ଦହି ସ୍ବାସ୍ଥ୍ୟପ୍ରତି ହିତକର ବୋଲି ଜାଣିଛେ। ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ସେମାନଙ୍କ…

ଶୁଖୁଛି ବିଶ୍ୱର ଏହି ଜଳପ୍ରପାତ

ଲୁସାକା: ବିଶ୍ୱର ପ୍ରମୁଖ ଜଳପ୍ରପାତ ମଧ୍ୟରୁ ଦକ୍ଷିଣଆଫ୍ରିକାର ଜାମ୍ବିଆ ଏବଂ ଜିମ୍ବାଓ୍ବେକୁ ବିଭାଜନ କରୁଥିବା ଭିକ୍ଟୋରିଆ ଜଳପ୍ରପାତ ଅନ୍ୟତମ। ୩୫୫ ଫୁଟ ଉଚ୍ଚର ଏହି ଜଳପ୍ରପାତ ପ୍ରତିବର୍ଷ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ମାତ୍ର ୨୫ ବର୍ଷ ଧରି…

ସାନଭାଇ ଆତ୍ମହତ୍ୟା କରୁଥିବା ଦେଖି ମଧ୍ୟ ବଞ୍ଚାଇ ପାରିଲେନି ବଡ଼ଭାଇ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଶାସ୍ତ୍ରୀନଗରର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ, ଶନିବାର ଅପରାହ୍ନରେ ଶାସ୍ତ୍ରୀନଗରଠାରେ ରହୁଥିବା ଦୀପକ ସୂତାର(୨୨) ଆତ୍ମହତ୍ୟା କରୁଥିବା ବେଳେ ଝରକା ବାଟେ…

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି ଯାହାର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ନାହିଁ ବରଂ ଏଠାରେ କଏଦୀଙ୍କ ପଛରେ ଖର୍ଚ୍ଚ…

କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୯ ଅଭିଯୁକ୍ତଙ୍କୁ ଏଡିଜେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।…

ଚିଠି ଲେଖିଲେ ସ୍ବରାଷ୍ଟ୍ର ସଚିବ: ନାରୀ ସୁରକ୍ଷା ଦିଗରେ ଖିଲାପ କଲେ ଦଣ୍ଡିତ ହେବେ ପୋଲିସ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ଦେଶରେ ଏବେ ନାରୀ ନିର୍ଯାତନା ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହେଲାଣି। ରାଜ୍ୟଗୁଡ଼ିକରେ ମଧ୍ୟ ମହିଳା ଏବଂ ଶିଶୁମାନଙ୍କ ପ୍ରତି ବଳାତ୍କାର, ଅପହରଣ ପରି ଘଟଣା ବଢ଼ିବାରେ ଲାଗିଛି। ଏନେଇ ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ…

୪୭ ବର୍ଷ ବୟସରେ ବି ସୁପରଫିଟ୍‌ ମନ୍ଦିରା

ବମ୍ବେ: ବୟସବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଏ। ହେଲେ କେତେଜଣ ନାୟିକା ଅଛନ୍ତି ଯେଉଁମାନେ ସବୁବେଳେ ଏଭରଗ୍ରିନ୍‌। ସେ ରେଖା ହୁଅନ୍ତୁ ଅବା ମାଧୁରୀ, ବୟସର ଛାପ ଯେମିତି ସେମାନଙ୍କ ପାଖ ମାଡେନି ସେଭଳି ମନେହୁଏ। କେବଳ ଯେ ବଲିଉଡ୍‌ ଅଭିନେତ୍ରୀ ତାହା…

ଦୃଷ୍ଟିଶକ୍ତି ବଢ଼ାଇଥାଏ ଏସବୁ ଖାଦ୍ୟ

ଆଜିକାଲି ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି କମ୍‌ ରହୁଛି। ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଅଧିକ ସମୟ ଟିଭି, ମୋବାଇଲ୍‌, କମ୍ପ୍ୟୁଟର ଆଦି ଦେଖିବା ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ପାଉଛି। ଆଖିକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍‌ ‘ଏ’, ‘ବି’, ‘ସି’…

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ରାଜନୈତିକ ଦଳ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିବା ବେଳେ ତୁରନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri