Home Left

ଭିନ୍ନ ଲୁକ୍‌ରେ ଆମିର

ମୁମ୍ବାଇ: ବଲିଉଡ୍‌ ନାୟକ ଆମିର ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରେ ଆଉ ନଜର ଆସୁ ନାହାନ୍ତି। ହେଲେ ବଲିଉଡର ଏହି ମିଷ୍ଟର ପରଫେକ୍ସନିଷ୍ଟ ତାଙ୍କ ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ଖୁବ୍‌ଶୀଘ୍ର ସେ ଲାଲ ସିଂ…

ଭୋର୍‌ ସମୟରେ ପୁଣି ଥରିଲା ଉତ୍ତରାଖଣ୍ଡ: ଲୋକେ ଆତଙ୍କିତ

ଚାମୋଲି,୮।୧୨: ଉତ୍ତରାଖଣ୍ଡରେ ରବିବାର ଭୋର୍‌ ୪ଟା ୨୬ ମିନିଟ୍‌ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଚାମୋଲି ଜିଲାର ୧୦ କିମି ଭୂଗର୍ଭ…

ଓ୍ବିଣ୍ଟର ଲୁକ୍‌

ଶୀତଦିନେ ସ୍ବେଟର, ମଫ୍‌ଲର ପିନ୍ଧି ଯେ, ଷ୍ଟାଇଲିଶ୍‌ ଲୁକ୍‌ ମିଳିବ ଅନେକେ ଭାବି ପାରନ୍ତି ନାହିଁ। ତେବେ ଆଜିକାଲି ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଓ୍ବିଣ୍ଟର ଓ୍ବେର ମିଳୁଛି, ଯାହାକୁ ଆମେ ମଡର୍ନ ହେଉ କି ଏଥେନିକ୍‌ ପୋଷାକ ସହ ମିକ୍ସ ମ୍ୟାଚ୍‌…

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ

ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଏଥିରେ ବିଧାୟକଙ୍କ ଫର୍‌ଚ୍ୟୁନର ଗାଡ଼ି ଓ ବିଜୁ ଯୁବ ବାହିନୀର ଏକ…

ଆଜିର ଦିନରେ ଦ୍ୱିଶତକ କରିଥିଲେ ସେହ୍ବାଗ

ମୁମ୍ବାଇ,୮।୧୨- ଆଜିର ଦିନରେ ଅର୍ଥାତ ୨୦୧୧ ବର୍ଷ ଡିସେମ୍ବର ୮ ତାରିଖରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ଇନ୍ଦୋରସ୍ଥିତ ହୋଲକର କ୍ରିକେଟ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ…

ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍‌ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ…

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାର ପାଇଁ କେଜରିଓ୍ବାଲ ଏବଂ ଭାଜପା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା

ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଏକ ସ୍କୁଲ ବ୍ୟାଗ୍‌ କାରଖାନାରେ ରବିବାର ଅଗ୍ନିକାଣ୍ଡ ଘଟି ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।…

ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ଟପିଲେ ମେସି

ବାର୍ସିଲୋନା,୮।୧୨- ଲା ଲିଗା ଲିଗ୍‌ ଇତିହାସରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଲିଓନେଲ ମେସି। ଏଠାରେ ଆରସିଡି ମାଲୋର୍ସା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ମେସି ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ଲା ଲିଗା ଲିଗ୍‌ରେ ଏହା ମେସିଙ୍କ…

ଜନବସତିରେ ୫୬ ତୁଷାର ଭାଲୁ: ୭ ହଜାରରୁ ଅଧିକ ଲୋକ ଘରେ ବନ୍ଦୀ

ମସ୍କୋ,୮।୧୨: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରୁଷିଆର ଆର୍କଟିକ୍‌ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବୃଦ୍ଧି ପାଇ .୭୫ ଡିଗ୍ରୀ ହୋଇଛି। ଫଳରେ ବରଫ ତରଳିବା ଆରମ୍ଭ କରିଛି। ସ୍ଥାନୀୟ ଚୁକୋଟକା ଅଞ୍ଚଳରେ ଆର୍କଟିକ୍‌ ଅଞ୍ଚଳରେ ବାସ କରୁଥିବା ତୁଷାର ଭାଲୁ ପ୍ରବେଶ…

କାହିଁକି ଅଜିତଙ୍କ ସହ ମିଶି ଶପଥ ନେଇଥିଲେ ଫଡନବିସ

ମୁମ୍ବାଇ,୮।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ କିଛି କଥା କହିଛନ୍ତି। ଦ୍ୱିତୀୟ ଥର ଲାଗି ସେ କାହିଁକି ଅଜିତ ପାଓ୍ବାରଙ୍କ ସହ ମିଶି ଶପଥ ଗ୍ରହଣ କରିଥିଲେ ସେ ସମ୍ପର୍କରେ ଫଡନବିସ ମନ ଖୋଲି…

ହସ୍ପିଟାଲରେ ଗର୍ଭବତୀଙ୍କୁ ମିଳିଲାନି ସିଟ୍‌: ସ୍ବାମୀ ବନିଲେ ଷ୍ଟୁଲ୍‌…

ବେଜିଂ,୮।୧୨: ଚାଇନାରେ ଜଣେ ଗର୍ଭବତୀ ଏକ ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ବସିବା ପାଇଁ ତାଙ୍କୁ କୌଣସି ସିଟ୍‌ ମିଳି ନ ଥିଲା। ବହୁ ସମୟ ଛିଡାହୋଇ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ସ୍ବାମୀ ଆଣ୍ଠେଇ ପଡ଼ି ଷ୍ଟୁଲ ଭଳି ହୋଇଥିଲେ।…

ବାସୁଦେବପୁର ସୁନା ଦୋକାନରେ କର୍ନାଟକ ପୋଲିସର ଚଢ଼ାଉ: ବ୍ୟବସାୟୀ ଗିରଫ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ବଜାରରେ ଏକ ସୁନା ଦୋକାନ ଉପରେ କର୍ନାଟକ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ଶନିବାର ଚଢ଼ାଉ କରି ଦୋକାନୀ ଦୁଲାଳ ସାହୁଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୋଲିସ ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri