Home Left

ସ୍ବାତୀ ମାଲିଓ୍ବାଲଙ୍କ ଅନଶନ ଜାରି: କମିଲା ୩ କିଲୋ ଓଜନ

ନୂଆଦିଲ୍ଲୀ,୮।୧୨: ବଳାତ୍କାର ମାମଲାରେ ୬ ମାସ ମଧ୍ୟରେ ଫାଶି ଦଣ୍ଡାଦେଶ ସହ ଆହୁରି କିଛି ଦାବି ନେଇ ନୂଆଦିଲ୍ଲୀର ରାଜଘାଟ ନିକଟ ସମତା ସ୍ଥଳରେ ଅନଶନରେ ବସିଛନ୍ତି ଢ଼ହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ। ସ୍ବାତୀଙ୍କ ଅନଶନ ପଞ୍ଚମ ଦିନରେ ପହଞ୍ଚିଥିବା…

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିହୀନ ସୌମ୍ୟାଙ୍କ ହାତଧରିଲେ ମଦନ

ବ୍ରହ୍ମପୁର ଅଫିସ,୮।୧୨: ସାଧାରଣତଃ ଦୃଷ୍ଟିହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି…

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ କରାଇଛନ୍ତି। ତେବେ ନିଜ କାନ୍ଧରେ ଭାରା କରି ନୁହେଁ ବରଂ ୨୦ ବର୍ଷ ପୁରୁଣା…

ଦିଲ୍ଲୀ ଅଗ୍ନିକାଣ୍ଡ: ଫାୟାର ମ୍ୟାନ୍‌ ରାଜେଶ ଶୁକ୍ଳା ନିଆଁ ଭିତରୁ ୧୧ ଜଣଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଝାନ୍ସୀ ରୋଡଠାରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନିଜ ଜୀବନକୁ ଭୟ ନ କରି ନିଆଁ ଭିତରୁ ୧୧ ଜଣଙ୍କୁ ବଞ୍ଚାଇଛନ୍ତି ଫାୟାର ମ୍ୟାନ୍‌…

ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଏବେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଗାଁର ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା…

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତଓ୍ବାଙ୍ଗ

ଅରୁଣାଚଳ ପ୍ରଦେଶସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ତଓ୍ବାଙ୍ଗ। ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପାହାଡି ଗାଁ ସାଙ୍ଗକୁ ମନ କିଣି ନେଲା ଭଳି ଝରଣା ତଥା ଅନେକ ଦର୍ଶନୀୟ ସ୍ଥାନ ସବୁ ଦେଖିବାକୁ ପାଇପାରିବେ।  ଖାସ୍‌କରି ଏଠାକାର ତଓ୍ବାଙ୍ଗ ମଠ ଆଗନ୍ତୁକଙ୍କୁ…

ପାଦର ଲକ୍ଷଣରୁ ଜାଣନ୍ତୁ ଆପଣ ଏସବୁ ରୋଗରେ ପୀଡ଼ିତ

ବିଶେଷଜ୍ଞଙ୍କ ମତରେ ପାଦରୁ ଜାଣିହେବ ଆପଣ କେତେ ସୁସ୍ଥ। ଏମିତି କିଛି ରୋଗ ଅଛି, ଯାହା ପ୍ରଥମେ ପାଦର ଲକ୍ଷଣରୁ ଜଣାପଡ଼ିଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ… ପାଦ ଥଣ୍ଡା ଲାଗୁଥିଲେ: ପାଦ ଅତ୍ୟଧିକ ଥଣ୍ଡା ଲାଗୁଥିଲେ ହାଇପୋ ଥାଇରଏଡ୍‌ଜିମ୍‌ ସଙ୍କେତ…

ଡିସେମ୍ବର ୨୧ରେ ଭାରତ-ଚାଇନା ସୀମା ଆଲୋଚନା

ନୂଆଦିଲ୍ଲୀ,୮।୧୨: ଭାରତ-ଚାଇନା ସୀମା ସମସ୍ୟା ସମ୍ପର୍କିତ ଆଲୋଚନା ଡିସେମ୍ବର ୨୧ରେ ସମ୍ପନ୍ନ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆୟୋଜିତ ଆଲୋଚନାରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଏବଂ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଓ୍ବି…

ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ

କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ଏଥିରେ ଛଦ୍ରରା ଜିଲାର ଜିଲାପାଳ ଓ ତାଙ୍କର ୨ ସୁରକ୍ଷାକର୍ମୀ ଆହତ ହୋଇଥିବା…

ବ୍ୟକ୍ତିତ୍ୱ: ପଦ୍ମଶ୍ରୀ କବିତା କ୍ରିଷ୍ଣମୂର୍ତ୍ତି

ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ କବିତା ଚାରିଥର ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଛନ୍ତି। ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି। ପ୍ରସିଦ୍ଧ ବେହେଲା ବାଦକ ଏଲ. ସୁବ୍ରମଣ୍ୟମ୍‌ ହେଉଛନ୍ତି ତାଙ୍କର ସ୍ବାମୀ… ଭାରତୀୟ…

ସୋମବାର ୭୩ ବର୍ଷରେ ପଦାର୍ପଣ କରିବେ ସୋନିଆ ଗାନ୍ଧୀ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ପାଳିବେ ନାହିଁ ଜନ୍ମଦିନ

ନୂଆଦିଲ୍ଲୀ,୮।୧୨: ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୩ ବର୍ଷରେ ପଦାର୍ପଣ କରିବେ। ତେବେ ଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ଜନ୍ମଦିନ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର…

ରାତି ୧୦ଟା ପରେ ମହିଳାଙ୍କୁ ଘରେ ପହଞ୍ଚାଇବ ପୋଲିସ

ବେଙ୍ଗାଲୁରୁ,୮।୧୨: କର୍ନାଟକର ଗଦାଗ ପୋଲିସ ଏବେ ମହିଳାମାନଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ଯୋଜନା କରିଛି। ରାତି ୧୦ଟାରୁ ଭୋର ୬ଟା ମଧ୍ୟରେ ଯେଉଁ ମହିଳାମାନେ ବାହାରେ ଥିବେ ସେମାନଙ୍କୁ ପୋଲିସ ମାଗଣାରେ ଓ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବ ବୋଲି କହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri