Home Left

ବ୍ୟକ୍ତିଗତ ଜମି ଉପରେ ପ୍ରଭାବଶାଳୀଙ୍କ ଆଖି: ନ୍ୟାୟ ନ ପାଇ ନିରୀହ ଛଟପଟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ପ୍ରଭାବଶାଳୀଙ୍କ ଚାପରେ ସରକାରୀ ଓ ବେସରକାରୀ ବ୍ୟକ୍ତିଗତ ଜମି ଜବରଦଖଲ କ୍ୟାନ୍‌ସର ପରି ବ୍ୟାପି ଚାଲିଛି। ଏହାର ବଳିଷ୍ଠ ପ୍ରମାଣ ହେଉଛି, ଚଳିତବର୍ଷ ଭୁବନେଶ୍ୱର ସିନିୟର ସିଭିଲ କୋର୍ଟରେ ୨୧ଶହ ମାମଲା, ଜୁନିୟର ସିଭିଲ କୋର୍ଟରେ ୧୬୦୦ ମାମଲା…

ଉନ୍ନାଓ ବଳାତ୍କାର ମାମଲା: କୁଲଦୀପଙ୍କ ବିରୋଧରେ ଆସିପାରେ ରାୟ

ଲକ୍ଷ୍ନୌ,୧୬।୧୨: ଉନ୍ନାଓ ବହୁ ଚର୍ଚ୍ଚିତ ବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇପାରେ। ତିସ୍‌ ହଜାରୀ କୋର୍ଟ ଭାଜପାରୁ ବିତାଡିତ ବିଧାୟକ କୁଲଦୀପ ସେନଗରଙ୍କ ବିରୋଧରେ ରାୟ ଦେଇପାରନ୍ତି। ସୂଚନଯୋଗ୍ୟ, ୨୦୧୭ରେ ପୀଡିତାଙ୍କୁ ଅପହରଣ ପରେ ବଳାତ୍କାର କରାଯିବା ଅଭିଯୋଗ ଆସିଥିଲା। ଏଥିରେ…

ଏସ୍‌ପିଙ୍କ ନାଁରେ ଯୌନ ନିର୍ଯାତନା ଆଣିଲେ ବୋହୂ

କଟକ ଅଫିସ,୧୬।୧୨: ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟରତ ଜଣେ ଭାରପ୍ରାପ୍ତ ଏସ୍‌ପିଙ୍କ ନାଁରେ ତାଙ୍କ ବୋହୂ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ କଟକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ଆଇପିସି ଦଫା ୩୪୨, ୩୨୩, ୩୫୪(ଏ), ୩୫୪(ଡି), ୫୦୬, ୫୦୯,…

ଠିକାଦାରଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କଟକରୋଡ,୧୬।୧୨(ଡି.ଏନ.ଏ.): ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଜଣେ ଠିକାଦାରଙ୍କ ଘର ଉପରକୁ ରବିବାର ରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଉକ୍ତ ଠିକାଦାର ହେଲେ ଏହି ଥାନା ଅଧୀନ ରତ୍ନାକର ବାଗରେ ରହୁଥିବା ସଚିଦାନନ୍ଦ ପାତ୍ର। ସୂଚନା ଅନୁଯାୟୀ, ରାତି ପ୍ରାୟ…

ଓଏମ୍‌ଇସିଏଲ ପାଇପାରେ ୨ଟି ଖଣି

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଆଗାମୀ ଦିନରେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ଲିମିଟେଡ(ଓଏମ୍‌ଇସିଏଲ୍‌)କୁ ୨ଟି ଖଣି ଆବଣ୍ଟିତ କରାଯାଇପାରେ। ଏହି ଖଣି ୨ଟି ହେଉଛି-ସୁକିନ୍ଦା କ୍ରୋମାଇଟ୍‌ ଏବଂ ଗୁହାଳୀ ଲୁହାପଥର ଖଣି। ଓଡ଼ିଶା ସରକାର ଏ ସଂକ୍ରାନ୍ତରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ସହ ଆଲୋଚନା…

ସିଏଏକୁ ବିରୋଧ ଜାରି, ଲଗାତର ୫ଦିନ ଟ୍ରେନ୍‌ ବାତିଲ୍‌: ସ୍ଥିତି ସୁଧୁରିଲେ ଚାଲିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ, ଆସାମ ସମେତ କେତେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଚାଲିଥିବା ଆନ୍ଦୋଳନ ଓ ହିଂସା ଯୋଗୁ ଟ୍ରେନ୍‌ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ସମଗ୍ର ଆସାମ, ପଶ୍ଚିମବଙ୍ଗର ହାଓଡ଼ା ଓ ଉଲୁବେରିଆ ଅଞ୍ଚଳରେ…

ଲକ୍ଷ୍ମୀକାନ୍ତଙ୍କ ପାଇଁ ଜୋର୍‌ରେ କାନ୍ଦିଥିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଜୋର୍‌ରେ କାନ୍ଦିଥିଲେ। ତାଙ୍କୁ ଚୁପ୍‌ କରିବା…

ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା…

ଡିସେମ୍ବର ଶେଷସୁଦ୍ଧା ଭାଜପାର ସଭାପତି ଚୟନ: ଅରୁଣ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ରାଜ୍ୟ ସଭା ସଦସ୍ୟଭାବେ ନିର୍ବାଚିତ ହେବାପରେ ପ୍ରଥମ ଥର ଲାଗି ରବିବାର ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ତାଙ୍କୁ ଦଳ ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ…

ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ମଧ୍ୟରେ କିଛିଦିନ ହେବ ଦେଖିବାକୁ ମିଳୁଛି ଏହି ସ୍ଥିତି। ପ୍ରତିଦିନ ସକାଳ ଓ ଅପରାହ୍ନରେ…

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଆଜିଠୁ ପୁଣି ଉଚ୍ଛେଦ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାଶର୍‌ବରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ। ଯେପର୍ଯ୍ୟନ୍ତ ସମସ୍ତ ଚିହ୍ନଟ ଜବରଦଖଲଗୁଡ଼ିକୁ ହଟା ନ ଯାଇଛି ସେପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଜବରଦଖଲ…

ବଜ୍ରକାପ୍ତା ଚାଲାଣ ରୋକିବାକୁ ପ୍ରୟାସ: ସୂଚନା ଦେଲେ ମିଳିବ ୧୦ହଜାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ବଜ୍ରକାପ୍ତା ଚୋରାଚାଲାଣ ବନବିଭାଗର ନିଦ ହଜାଇ ଦେଇଛି। ବନ୍ୟପ୍ରାଣୀ ଚୋରାଚାଲାଣରେ ବଜ୍ରକାପ୍ତାର ସବୁଠାରୁ ଅଧିକ କାରବାର ହୋଇଥାଏ। ଗତ କିଛିମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା କାରବାରରେ ବଜ୍ରକାପ୍ତା ଉଦ୍ଧାର କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri