କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜୟପୁର,୧୭।୧୨(ଡି.ଏନ୍.ଏ.): କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ଜୟପୁରସ୍ଥିତ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, କ୍ୟାଣ୍ଟିନ ପ୍ରଭୃତି ଦାବି ନେଇ ଯୁବ ଛାତ୍ର କ୍ରାନ୍ତି ସଂଗଠନର ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।
ଓଲଟିଲା ପେଟ୍ରୋଲ ଟ୍ୟାଙ୍କର: ଲିକ୍ ହୋଇ ରାସ୍ତାରେ ପ୍ରବାହିତ
ଜୟପୁର,୧୭।୧୨ (ଡି.ଏନ୍.ଏ ): କୋରାପୁଟ-ଜୟପୁର ଘାଟି ୨୬ ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ପେଟ୍ରୋଲ୍ ଲିକ୍ ହୋଇ ରାସ୍ତାରେ ପ୍ରବାହିତ ଯୋଗୁ ଉଭୟ ପଟୁ ରାସ୍ତା ଅବରୋଧ କରାଯାଇଛି। ଏ ନେଇ ଯାନବାହନ…
ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ: ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ
ଇସଲାମାବାଦ୍,୧୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ୍ଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଏକ ସ୍ବତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା। ୨୦୧୩ ଡିସେମ୍ବରଠାରୁ…
ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର୍
ଲାହୋର, ୧୭।୧୨: ପାକିସ୍ତାନ ରନ୍ ମେଶିନ୍ କୁହାଯାଉଥିବା ବାବର ଆଜମ୍ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ୯ ସ୍ଥାନରେ ପହଞ୍ଚିବା ପରେ ବାବର କହିଛନ୍ତି, କୋହଲିଙ୍କ ଭଳି ଟେଷ୍ଟ ଏବଂ ଏକଦିବସୀୟ…
ବିଧାନସଭା ସମ୍ମୁଖରେ ଶାର୍ଟ ଖୋଲି ଧାରଣା ଦେଲେ ଏସ୍ପି ବିଧାୟକ
ଲକ୍ଷ୍ନୌ/ମଓ,୧୭।୧୨: ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା ଦେଇଛନ୍ତି। ଜଣେ ଏସ୍ପି ବିଧାୟକ ନିଜ ଶାର୍ଟ ଖୋଲି ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିବା…
୩୪ ବର୍ଷୀୟ ଏହି କ୍ରିକେଟର କହିଲେ, ଆଗାମୀ ୧୦ ବର୍ଷ ଭିତରେ ଅବସର ନେବାର ନାହିଁ
କ୍ରିକେଟର ମନୋଜ ତିଓ୍ବାରୀ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ୩୪ ବର୍ଷୀୟ ମନୋଜ କହିଛନ୍ତି ମୁଁ ନିକଟ ଭବିଷ୍ୟତରେ ଅବସର ନେବାକୁ ଚାହୁଁନାହିଁ। ମୋତେ ଏବେ ମାତ୍ର ୩୪ ବର୍ଷ। ଆଗାମୀ ୧୦…
୫ ଦିନରେ ୩ ହଜାର ଫୁଟ ଉଚ୍ଚା ପାହାଡ଼ ଚଢ଼ିଲେ ୧୦ ବର୍ଷ ବୟସ୍କା ବାଳିକା
କାଲିଫର୍ନିଆ,୧୭।୧୨: ଜଣେ ୧୦ ବର୍ଷ ବୟସ୍କା ବାଳିକା କାଲିଫର୍ନିଆର ୩ ହଜାର ଫୁଟ ଉଚ୍ଚା ପାହାଡ଼ ଇଏଲ୍ କ୍ୟାପଟେନ୍ ପାହାଡ଼ ଚଢ଼ି ରେକର୍ଡ କରିଛନ୍ତି। ସ୍ଥାନୀୟ ୟୋସେମିତେ ପାର୍କରେ ଏହି ପାହାଡ଼ ଅବସ୍ଥିତ। ସେଲାହ ସ୍କେନେତର ନାମକ ଏହି କୁନି ପର୍ବତ୍ୟାରୋହୀ…
ଅପରାଧିଙ୍କ ସହ ପ୍ରଥମ ରାତି କାଟିଲେ ଅଭିନେତ୍ରୀ
କୋଟା,୧୭।୧୨: ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିବା ମହଙ୍ଗା ପଡିଛି। ଏହି ମାମଲାରେ ତାଙ୍କୁ ସୋମବାର ଜେଲ୍ ପଠାଇ ଦିଆଯାଇଥିବା ବେଳେ ସୋମବାର ସେ ରାଜସ୍ଥାନର ଏକ ଜେଲ୍ରେ ପ୍ରଥମ…
ମୋଦିଙ୍କୁ ଟାର୍ଗେଟ କଲା ଶିବସେନା: ‘ଔଷଧ ମହଙ୍ଗା, ମୃତ୍ୟୁ ହେଲା ଶସ୍ତା’
ମୁମ୍ବାଇ,୧୭।୧୨: ମହାରାଷ୍ଟ୍ରର ଶିବସେନା ସରକାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ସାମ୍ନାର ସମ୍ପାଦକୀୟରେ ଶିବସେନା ଲେଖିଛି ଏବେ ଔଷଧର ଦାମ୍ ମହଙ୍ଗା ହେବା ଫଳରେ ମୃତ୍ୟୁ ଯେମିତି ଶସ୍ତା ହୋଇଗଲା ପରି ମନେହେଉଛି। ମୋଦୀ ସରକାରଙ୍କ ଏହି…
ଓ୍ବେସ୍କୋ ଡିଭିଜନ ଅଫିସ ସମ୍ମୁଖରେ ଗଣଧାରଣା
ସୁନ୍ଦରଗଡ,୧୭।୧୨(ଡି.ଏନ୍.ଏ.): ବେଆଇନ ନିଯୁକ୍ତି ବନ୍ଦ କରିବା, କାର୍ଯ୍ୟରତ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଦୋନ୍ନତି ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଓଡିଶା ରାଜ୍ୟ କର୍ମଚାରୀ ସଂଘ ରାଉରକେଲା-ସୁନ୍ଦରଗଡ ଶାଖା ତରଫରୁ ସୋମବାର ସ୍ଥାନୀୟ ଓ୍ବେସ୍କୋ ଡିଭିଜନ ଅଫିସ…
ନାଗରିକତା ସଂଶୋଧନ ଆଇନ ନେଇ ମୁହଁ ଖୋଲିଲା ଆମେରିକା: ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ଭାରତ ସରକାର
ଓ୍ବାଶିଂଟନ,୧୭।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। ଆମେରିକା ଏବଂ ଭାରତ ସବୁବେଳେ ଧାର୍ମିକ ସ୍ବତନ୍ତ୍ରତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏହା ଦୁଇ ଦେଶର ମୌଳିକ ସିଦ୍ଧାନ୍ତ। ତେଣୁ ଭାରତ ସରକାର…
ଆଫଗାନିସ୍ତାନ: ପୃଥକ ପୃଥକ ବିସ୍ଫୋରଣରେ ୧୦ ମୃତ, ୧୭ ଆହତ
ଖୋଷ୍ଟ,୧୭।୧୨: ରାଜୌକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ରାସ୍ତାକଡ଼ରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣରେ ଅତିକମ୍ରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ବଲ୍ଖ ଅଞ୍ଚଳରେ ଥିବା ମଜାର-ଇ-ଶରିଫରେ ହୋଇଥିବା…
Archives


