କ୍ରିସ୍ମାସ ପାଇଁ ଶୁଭରଙ୍ଗ
ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ ବେରଙ୍ଗର ଆଲୋକରେ ଘର ସଜାଇବାଠାରୁ ଆରମ୍ଭ କରି ଉପହାର ଦେବାର ପ୍ରଥା ମଧ୍ୟ ରହିଛି।…
ଶୀତଦିନେ ମଧୁମେହ ରୋଗୀ ଖାଆନ୍ତୁ ଏହି ୫ ଜିନିଷ
ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍ସୁଲିନ୍ ନେବାକୁ ପଡ଼ିଥାଏ। ତେବେ ଶୀତଦିନେ ଏପରି କିଛି…
ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଶନିବାର ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଦେଶରେ ସାଧାରଣ ନାଗରିକଙ୍କ ସ୍ବରକୁ…
କୃଷି ଋଣ ଛାଡ଼ ଘୋଷଣା କଲେ ଉଦ୍ଧବ
ମୁମ୍ବାଇ,୨୧।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ। ଏଥିପାଇଁ ସରକାର ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ। ଏହାକୁ ନେଇ ବିରୋଧୀ ଦାବି…
ଏନ୍ଆର୍ସିକୁ ସମର୍ଥନ କରିବେ ନାହିଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ରାୟପୁର,୨୧।୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯଦି ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି) ଲାଗୁ କରାଯାଏ ତେବେ ମୁଁ ପ୍ରଥମ ବ୍ୟକ୍ତି ଭାବେ ଏଥିରେ ଦସ୍ତଖତ କରିବି ନାହିଁ। ସେ କହିଛନ୍ତି ଛତିଶଗଡ଼ରେ ଅଧିକାଂଶ ନାଗରିକ ସେମାନଙ୍କର ନାଗରିକତ୍ୱ ପ୍ରମାଣ…
ସିଧାସଳଖ କ୍ଲବ କ୍ରିକେଟରୁ ଆଇପିଏଲ
ଆଇପିଏଲ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରାୟତଃ ଅନ୍ତର୍ଜାତୀୟ ଷ୍ଟାରମାନେ ଖେଳନ୍ତି। ମାତ୍ର ଆଇପିଏଲରେ ଏମିତି ଜଣେ ଖେଳାଳି ଅଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ତ ପର କଥା ସେ ଘରୋଇ କ୍ରିକେଟରେ ମଧ୍ୟ ଖେଳି ନ ଥିଲେ। ଆଉ ଯେଉଁ…
ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଫେରାର ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,୨୧।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁର ଟୁନା ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଟଣାର ୪ ମାସ ପରେ ଶନିବାର ଅପରାହ୍ନରେ ପୋଲିସ ଗିରଫ କରିଛି। ସେ ହେଲେ କୁମରଡ଼ା ଗାଁର ଉତ୍ତମ ପ୍ରଧାନ(୩୫)। ଘଟଣା…
ସ୍ବତନ୍ତ୍ର ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଆବିଦ ଅଲି
କରାଚୀ,୨୧।୧୨- ପାକିସ୍ତାନ ଓପନର ଆବିଦ ଅଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିଛନ୍ତି। ଏହା ସହିତ ଆବିଦ କ୍ରମାଗତ ପ୍ରଥମ ଦୁଇ ଟେଷ୍ଟରେ ଶତକ ହାସଲ କରିଥିବା ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କା ସ୍ପିନର ଲାସିଥ…
‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍
ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଲିଡ୍ ରୋଲରେ ପରଦାକୁ ଆସିବ ‘ପଙ୍ଗା’। ଶନିବାର ଅଭିନେତ୍ରୀ ନିନା ଗୁପ୍ତା ଏହାର ଏକ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରରେ ନିନା, କଙ୍ଗନା ଓ ଗାୟକ ଜେସି ଗିଲ୍ ଏକ ଶୋଫା ଉପରେ ବସି ହସଖୁସି…
ହଷ୍ଟେଲରେ ଲାଗିଲା ନିଆଁ: ଜଳିଗଲା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସାମଗ୍ରୀ
ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ାର ସାଇପ୍ରିୟା ନଗରରେ ଥବା ଅନ୍ବେଷା ଛାତ୍ରୀଛାତ୍ର ହଷ୍ଟେଲରେ ଶର୍ଟସର୍କିଟ୍ରୁ ନିଆଁ ଲାଗିଯାଇଛି। ଉକ୍ତ ହଷ୍ଟେଲର ଏକ ଗୋଦାମ ଘରେ ଥିବା ଗଦି, ପିଲାଙ୍କ ଚୌକି, ଆସବାବପତ୍ର, ଅନ୍ୟାନ୍ୟ ଦରକାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଖବର…
ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ
ଦିଗପହଣ୍ଡି,୨୧।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଏନେଇ କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ଆଇଆଇସି ମାଧବାନନ୍ଦ ନାୟକ ଘଟଣାର ତଦନ୍ତ କରି କେସ୍…
କିଡ୍ନୀ ଷ୍ଟୋନ୍ରୁ ଦୂରେଇ ରଖେ ଏହି ପରିବା …
ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍ନୀ ଷ୍ଟୋନ ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବାର ଉପାୟ ହାତ ପାଆନ୍ତାରେ ରହିଛି। ନିୟମିତ ଜହ୍ନି ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ ଓ ପ୍ରୋଟିନ୍…
Archives


