ପାକିସ୍ତାନର ଏହି କ୍ରିକେଟର କହିଲେ ‘ଜୟ ଶ୍ରୀରାମ’
ଇସ୍ଲାମାବାଦ, ୩୦।୧୨: ହିନ୍ଦୁ ହୋଇଥିବାରୁ ପୂର୍ବତନ ପାକିସ୍ତାନ ଖେଳାଳି ଡାନିସ କନେରିଆଙ୍କୁ ଜାତୀୟ କ୍ରିକେଟ ଟିମରେ ବିରୋଧ କରାଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏବେ ଡାନିସ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ…
ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ: ତାରାପ୍ରସାଦ ବାହିନୀପତି
ଗୁଣପୁର, ୩୦।୧୨(ଡି.ଏନ.ଏ)- ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିଲା l ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ଦୁର୍ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ଘଟଣାର…
ବିଶ୍ୱ ମହିଳା ବ୍ଲିଜ୍ ଚେସ୍ ଚାମ୍ପିୟନଶିପ୍: ଦ୍ୱିତୀୟ ସ୍ଥାନରେ ହମ୍ପି
ମସ୍କୋ,୩୦।୧୨(ପି.ଟି.): ଏଠାରେ ଚାଲିଥିବା ମହିଳା ବିଶ୍ୱ ରାପିଡ୍ ଓ ବ୍ଲିଜ୍ ଚେସ୍ ଚାମ୍ପିୟନଶିପ୍ରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଟାଇଟଲ ଦୌଡ଼ରେ ରହିଛନ୍ତି। ପ୍ରଥମ ଦିବସରେ ସେ ଅନ୍ୟ ୩ ଖେଳାଳିଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୩୨…
ପ୍ରଶାନ୍ତ ଜେଡିୟୁକୁ ବଡ ଦଳ କହିବାରୁ ଜବାବ ଦେଲା ଭାଜପା
ପାଟନା,୩୦।୧୨: ବିହାର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ଏହି ନିର୍ବାଚନକୁ ନେଇ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଗାମୀ…
ବାପାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କଲେ ଅଭିଷେକ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନୀତ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଆୟାଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଗ୍ ବିଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଅମିତାଭଙ୍କ…
ସିଏଏ, ଏନ୍ଆର୍ସି କାର୍ଯ୍ୟକାରୀ ଦାବି
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା କୁଆଁସ ଯୁବ ସଙ୍ଗଠନ ସଦସ୍ୟଙ୍କ ପକ୍ଷରୁ ସିଏଏ ଓ ଏନ୍ଆର୍ସି କାର୍ଯ୍ୟକାରୀ ନେଇ ଦାବି ହୋଇଛି। ପୂର୍ବାହ୍ନରେ ସଦସ୍ୟମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।…
ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍: ଜଣେ ମୃତ
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ମହିନ୍ଦ୍ରା ଶୋ’ରୁମ୍ ସମ୍ମୁଖରେ ସୋମବାର ଦୁର୍ଘଟଣା ଘଟିଛି। ଏକ ବାଇକ୍ ଉପରେ ଟ୍ରକ୍ ଚଢ଼ିଯିବା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚରମ୍ପା ନିବାସୀ ଅନନ୍ତ…
ବେଆଇନ ଲାଇସେନ୍ସ୍ ପ୍ରଦାନ ମାମଲା: ୧୩ଟି ସ୍ଥାନରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ,୩୦।୧୨: ମାରଣାସ୍ତ୍ର ରଖିବା ପାଇଁ ବେଆଇନ ଭାବେ ଦିଆଯାଇଥିବା ୨ ଲକ୍ଷ ଲାଇସେନ୍ସ୍ ମାମଲାରେ ସିବିଆଇ ପକ୍ଷରୁ ଦେଶର ୧୩ଟି ସ୍ଥାନରେ ସୋମବାର ଚଢ଼ାଉ ଆରମ୍ଭ କରାଯାଇଛି। ଶ୍ରୀନଗର, ଜମ୍ମୁ, ଗୁରୁଗାଓଁ ଏବଂ ନୋଏଡ଼ା ଆଦିଠାରେ ଚଢ଼ାଉ ଜାରି ରହିଛି। ଜମ୍ମୁ-କଶ୍ମୀରର…
ମା’ ଧାମରାଇଙ୍କ ମନ୍ଦିରରୁ ଚୋରି
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଛନ୍ତି। ୧୫ ଦିନ ପରେ…
ମୋଦି ସରକାରଙ୍କୁ ଚିଠି ଲେଖିଲା ଓ୍ବିକିମିଡିଆ: ନୁଆ ନିୟମ ଯୋଗୁ ବିନାଶ ହୋଇଯିବ ସିଷ୍ଟମ୍
ନୂଆଦିଲ୍ଲୀ,୩୦।୧୨: ଭାରତରେ କାମ କରୁଥିବା ଓ୍ବେବସାଇଟ୍କୁ ନେଇ କେନ୍ଦ୍ରର ମୋଦି ସରକାର କିଛି ନିୟମ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଡାଟା ପ୍ରୋଟେକ୍ସନ୍ ବିଲ୍ର ଲକ୍ଷ୍ୟ ହେଉଛି ଡାଟା ଚୋରୀ ଉପରେ ଅଙ୍କୁଶ ଲଗାଇବା। ତେବେ ସୂଚନା…
ଫୁକେଟରେ ନୂଆବର୍ଷ ପାଳିବେ ଏକତା
ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ଏକତା କପୁର କିନ୍ତୁ ତାଙ୍କ ଟିମ୍ ସହ ଯାଇ ଥାଇଲାଣ୍ଡରେ ପହଞ୍ଚିଛନ୍ତି।…
ଏନ୍ଆର୍ସି ନେଇ କାହିଁକି ନୀରବ ସୋନିଆ ଗାନ୍ଧୀ: ପ୍ରଶ୍ନ କଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୩୦।୧୨: ଏନ୍ଆର୍ସି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୀରବତା ଅବଲମ୍ବନ କରୁଥିବା ନେଇ ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ସେ ଏକ ସାକ୍ଷାତ୍କାରରେ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ କାହିଁକି ନୀରବତା…
Archives


