Home Left

ଥରିଲା ଇରାନ୍‌

ତେହେରାନ୍‌,୨।୧: ଇରାନ୍‌ର ଉତ୍ତରପଶ୍ଚିମ ଅଞ୍ଚଳରେ ଗୁରୁବାର ସକାଳ ୮ଟା ୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୮ଥିଲା ବୋଲି ସ୍ଥାନୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଖୋରାସାନ୍‌ ରାଜ୍‌ଭୀ ପ୍ରଦେଶରେ ତୋରବତ୍‌-ଇ-ହେୟଦାରିୟାଠାରେ ଭୂକମ୍ପ ହେବାରୁ…

ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ଖାରଜ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଲକାତା, ୨।୧: ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ। ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରିଦିଆଯାଇଛି। ଗଣତନ୍ତ୍ର ଦିବସ ପରେଡ଼ରେ ମମତା ସରକାରଙ୍କ ‘କନ୍ୟାଶ୍ରୀ’ ଯୋଜନାର ପ୍ରଜ୍ଞାପନ ମେଢ…

କ’ଣ କରୁଛନ୍ତି ପରିଣୀତି

ପରିଣୀତି ଚୋପ୍ରା ଏବେ କ’ଣ କରୁଛନ୍ତି ? ଯେହେତୁ ଶୁଟିଂ ନାହିଁ ସେ ନିଶ୍ଚୟ ପରିବାର ସହ ସମୟ କଟାଉଥିବେ। ହେଲେ ଏହି ବ୍ରେକ୍‌ ସମୟରେ ସେ ଫରେନ୍‌ ଟୁରରେ ଅଛନ୍ତି। ଅର୍ଥାତ୍‌, ବର୍ତ୍ତମାନ ପରିଣୀତି ଅଷ୍ଟ୍ରିଆରେ ଡେରା ପକାଇଛନ୍ତି। ସେଠାକାର…

ଓସ୍କାର ଦୌଡ଼ରେ ନୀନାଙ୍କ ଫିଲ୍ମ

ମୁମ୍ବାଇ: ସେଲିବ୍ରିଟି ସୈଫ୍‌ରୁ ଫିଲ୍ମମେକର୍‌ ହୋଇଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ଓସ୍କାର ଆଓ୍ବାର୍ଡ ଦୌଡ଼ରେ ଫିଚର୍‌ ଫିଲ୍ମ ତାଲିକାଭୁକ୍ତ ହୋଇଛି। ଏନେଇ ଖୋଦ୍‌ ବିକାଶ ଖାନ୍ନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କ ପ୍ରଥମ ଫିଲ୍ମ…

ଗୁରୁ ଗୋବିନ୍ଦ ସିଂହଙ୍କ ୩୫୩ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨।୧: ଶିଖ୍‌ଙ୍କ ୧୦ମ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଗୁରୁବାର ୩୫୩ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ଗୋବିନ୍ଦ ସିଂହ…

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷାକରି ବୋଲ୍‌ସୋନାରୋ ସମ୍ମତି ମଧ୍ୟ…

ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌: ନ୍ୟୁ ଇୟର ସେଲିବ୍ରେଶନ

ମୁମ୍ବାଇ: ଅର୍ଜୁନ କପୁର-ମଲାଇକା ଅରୋରା ହେଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ରିଲେଶନଶିପ୍‌କୁ ନେଇ ଅନେକ ସମୟରେ ଖବର ଚର୍ଚ୍ଚା ସାଉଁଟିଥାଏ। କିଛିଦିନ ପୂର୍ବେ ଅର୍ଜୁନ ନିଜ ଜନ୍ମଦିନ ଅବସରରେ ମଲାଇକାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ସୋସିଆଲ…

ମନେପଡ଼େ ପିଲାଦିନ

ବଲିଉଡ୍‌ର ଅନ୍ୟତମ ଆଗଧାଡ଼ି ନାୟକା ଭାବରେ କରୀନା କପୁର ବେଶ୍‌ ପରିଚିତ। ତାଙ୍କର ପିଲାଦିନ କିପରି କଟିଥିଲା ଏ ସମ୍ପର୍କରେ ନିକଟରେ ଏକ କାର୍ଯ୍ୟକ୍ରମରେ ସେ ସୂଚନା ଦେଇଥିଲେ। ସେ କହିଥିଲେ, ”ସମସ୍ତେ ଭାବନ୍ତି ଆମେ କପୁର ପରିବାରରୁ ଆସିଛୁ। ପିଲାଦିନ…

ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨।୧: ପୂର୍ବତନ ଏମ୍‌ପି ତଥା ଏନସିପିର ବରିଷ୍ଠ ନେତା ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି…

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ ନାହିଁ ବୋଲି ଅଭିଭାବକ ଚିନ୍ତାରେ ରହୁଛନ୍ତି। ହେଲେ ସ୍ମାର୍ଟଫୋନ୍‌ରେ ଯଦି ପିଲାଙ୍କୁ ଆକର୍ଷିତ କରୁଥିବା…

ତାଲିବାନ ଆକ୍ରମଣରେ ୨୬ ଆଫ୍‌ଗାନ ସୈନ୍ୟ ନିହତ

କାବୁଲ,୨ା୧: ଉତ୍ତର ଆଫଗାନିସ୍ତାନରେ ତାଲିବାନମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସ୍ଥାନରେ ସେମାନେ ଆକ୍ରମଣ କରିଥିବାବେଳେ ଏଥିରେ ୨୬ ଜଣ ଆଫ୍‌ଗାନ ସୈନ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଲିବାନ ପକ୍ଷରୁ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରାଯାଇଛି। ଉତ୍ତର କୁନ୍ଦୁଜ୍‌ର…

ପାକ୍‌ ଜେଲରେ ୨୮୨ ଭାରତୀୟ

ଇସ୍‌ଲାମାମାଦ,୨ା୧(ପି.ଟି.): ପାକିସ୍ତାନର ଜେଲ୍‌ଗୁଡ଼ିକରେ ୨୮୨ ଭାରତୀୟ ବନ୍ଦୀ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଥିବା କଏଦୀଙ୍କ ତାଲିକାରୁ ଏହା ଜଣାପଡ଼ିଛି। ଉଭୟ ଦେଶ ପରସ୍ପରକୁ ବର୍ଷକୁ ଦୁଇଥର (ଜାନୁୟାରୀ ୧ ଓ ଜୁଲାଇ ୧)ରେ ନିଜ ନିଜ ଦେଶରେ ବନ୍ଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri