ବେଶି ସମୟ ସୂର୍ଯ୍ୟନମସ୍କାର କରେ
ନିଜକୁ ଫିଟ୍ ରଖିବାକୁ ହେଲେ ଡାଏଟ୍ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼େ। ଫିଟ୍ ରହିବା ପାଇଁ ଶାରୀରିକ ପରିଶ୍ରମର ୪୦% ପ୍ରଭାବ ଥିବା ବେଳେ ୬୦% ପ୍ରଭାବ ପକାଏ ଖାଦ୍ୟ। ଉଭୟ ଦିଗକୁ ମୁଁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା…
ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ
ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା ସମ୍ପର୍କରେ ଓଲିଉଡ୍ର ଆଗଧାଡ଼ିର ପ୍ରଯୋଜକ ଶ୍ରୀଧର ମାର୍ଥା ଯାହା କହନ୍ତି… ପ୍ର. ଚାରୋଟି ଫିଲ୍ମ…
ପାଇନ୍ଆପଲ୍ ଚିକେନ୍
ଚିକେନ୍କୁ ମିଠା ସ୍ବାଦ ଦେଇ ପ୍ରସ୍ତୁତ ହେଉଥିବା ଖାଦ୍ୟାବଳି ଏକ ନୂଆ ସ୍ବାଦ ଦେଉଛି। ସେହିଭଳି ପାଇନଆପଲ୍ ଚିକେନ୍ ହେଉଛି ଏକ ମିଠା ସ୍ବାଦଯୁକ୍ତ ଖାଦ୍ୟ। ଯୁବପିଢ଼ି ଏହାକୁ ଭାରି ପସନ୍ଦ କରୁଛନ୍ତି। ସ୍ନାକ୍ସରେ ଓ ମେନ୍ କୋର୍ସରେ ବି ଏହାକୁ…
୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…
ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ ପରିବାର ବାସ କରୁଛନ୍ତି। ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାଧାରଣ ବ୍ୟବସ୍ଥା ଏହି ଛୋଟ…
ମୁଁ ପରଦେଶୀ ଚଢ଼େଇ
ଥରେ ମନେପକାନ୍ତୁ ନା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ତଥା ଶ୍ରୀରାମ ପଣ୍ଡା-ରାମେଶ୍ୱରୀ ଅଭିନୀତ ସେହି ସୁପରହିଟ୍ ଓଡ଼ିଆ ସିନେମା ‘ମାନିନୀ’କୁ। ରାଧାକୃଷ୍ଣ ଭଞ୍ଜଙ୍କ ସ୍ବର ସଂଯୋଜନାରେ ଏହାର ସମସ୍ତ ଗୀତ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ତନ୍ମଧ୍ୟରୁ ଗୋଟିଏ ଥିଲା ‘ମୁଁ ପରଦେଶୀ…
ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ
ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ, ବରଂ ଦୀର୍ଘ ଦିନ ଧରି ଡ୍ୟାମ୍ରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ପଡ଼ି ରହିଛି।…
ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି
ରାକେଶ ଧଳ। ବହୁ କମ୍ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ ପରିଚିତ । ‘ନେଇ ଯାରେ ମେଘ ମୋତେ’, ‘ଏସିପି ନିକିତା’, ‘ରାନୀ’, ‘ଆମ ଘର…
ହେଲିକପ୍ଟର ଦୁର୍ଘଟଣାରେ ସୈନ୍ୟବାହିନୀ ମୁଖ୍ୟଙ୍କ ମୃତ୍ୟୁ
ତାଇପେ,୨।୧: ଏକ ହେଲିକପ୍ଟର ଦୁର୍ଘଟଣାରେ ତାଇଓ୍ବାନ ସୈନ୍ୟବାହିନୀ ମୁଖ୍ୟଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ୟୁଏଚ୍-୬୦ଏମ୍ ୟିନାଲ କାଉଣ୍ଟିଂକୁ ଯାତ୍ରା କରୁଥିବାବେଳେ ତାଇପେଇ ନିକଟସ୍ଥ ପାହାଡ଼ରେ ଜରୁରିକାଳୀନ ଅବତରଣ କରିଥିଲା। ଦୁର୍ଘଟଣାରେ ବାୟୁସେନା ମୁଖ୍ୟ ଜେନେରାଲ ଶେନ୍ ୟି ମିଙ୍ଗ୍ଙ୍କର ମଧ୍ୟ ମୃତ୍ୟୁ ଘଟିଛି।…
ଅଫିସର
ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି। ହେଲେ ହଠାତ୍ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଜୀବନ ଆକାଶରେ କଳା…
ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…
ସ୍ପେନ୍: ୨୦୦ ବର୍ଷ ଧରି ସ୍ପେନ୍ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍ ଫେଷ୍ଟିଭାଲ୍ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା ଏବଂ ହର୍ବାଲ ରଙ୍ଗକୁ ବ୍ୟବହାର କରି ଖେଳିଥା’ନ୍ତି। ପ୍ରତିବର୍ଷ ଡିସେମ୍ବର ୨୮ରେ ସ୍ପେନ୍ର ଆଇବିଆଇରେ…
ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ: ଭାଜପା ନେତା
ଲକ୍ଷ୍ନୌ,୨।୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ। ସେ କହିଛନ୍ତି, ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ। ତେବେ ଯାଇ ସେ ବୁଝିପାରିବେ ସେଠାକାର ପରିସ୍ଥିତି କ’ଣ…
ଓବାମାଙ୍କ ଫେଭରାଇଟ୍ ମ୍ୟୁଜିକ୍ ତାଲିକାରେ ପ୍ରତୀକଙ୍କ ଆଲ୍ବମ୍
ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଜଣେ ସଙ୍ଗୀତପ୍ରେମୀ। ସମଗ୍ର ବିଶ୍ୱର ଲୋକପ୍ରିୟ ଗାୟକଙ୍କ ଗୀତ ସେ ଶୁଣିଥାନ୍ତି। ୨୦୧୯…
Archives


