ବସ୍ରେ ଲାଗିଲା ନିଆଁ
ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ୬ନଂ. ଜାତୀୟ ରାଜପଥ ପଦ୍ମପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଶତାଧିକ ଯାତ୍ରୀ ନେଇ ଯାଉଥିବାବେଳେ ଶନିବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିଲା। ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ବସ୍ ବାହାରି ବାରିପଦା ଅଭିମୁଖେ ଯାଉଥିବା…
ପ୍ରତିଦିନ ୨ ଘଣ୍ଟା ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନ କରାଉଛନ୍ତି ୫୮ ବର୍ଷୀୟା ମହିଳା
ଇନ୍ଦୋର: ୟୁରୋପ ଏବଂ ଆମେରିକାର ଯାତାୟାତ ବ୍ୟବସ୍ଥାକୁ ଦେଖି ନ୍ୟାୟନଗରରେ ରହୁଥିବା ୫୮ ବର୍ଷୀୟା ବୃନ୍ଦା ନାମକ ଜଣେ ମହିଳା ସ୍ବେଚ୍ଛାକୃତ ଭାବେ ପ୍ରତିଦିନ ୨ ଘଣ୍ଟା ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି। ଏପରି ଦୃଢ଼ ସଂକଳ୍ପ ନେଇ…
ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କୁ ୬ ଉଇକେଟ, ଓଡ଼ିଶା ଅଗ୍ରଣୀ
କଟକ ଅଫିସ,୧୧ା୧: ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଶନିବାରଠାରୁ ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍ ଆରମ୍ଭ ହୋଇଛି। ଓଡ଼ିଶାର ପେସ୍ ବୋଲିଂ ଆଟାକ ପୁଣି ଥରେ ଫଳପ୍ରଦ ହୋଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬ ଉଇକେଟ ସଫଳତା ଯୋଗୁ ହରିୟାଣା ପ୍ରଥମ ଇନିଂସରେ…
ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ପୁରସ୍କାର ଦୌଡ଼ରେ ତେନ୍ଦୁଲକର
ଲଣ୍ଡନ,୧୧ା୧ (ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ ପୁରସ୍କାର ପାଇଁ ୨୦ଜଣିଆ ସଂକ୍ଷିପ୍ତ ତାଲିକାରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ଓ ସଫଳତା ହାସଲ କରିଛନ୍ତି। ୬ଥର ପ୍ରଚେଷ୍ଟାରେ…
ତିହିଡ଼ିରେ କୋର୍ଟ ପ୍ରତିଷ୍ଠାରେ ବିଳମ୍ବ
ତିହିଡ଼ି,୧୧ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ିରେ ସିଭିଲ ଜଜ୍ ଜୁନିୟର ଡିଭିଜନ ଓ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା ନେଇ ପ୍ରଶାସନ ପକ୍ଷରୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶନିବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।…
୧୫ ଗ୍ରାମ୍ ବ୍ରାଉନ ସୁଗାର ଜବତ: ଜଣେ ଗିରଫ
ସିମୁଳିଆ,୧୧।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରୁ ୧୫ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ ସୁଗାରକୁ ପୋଲିସ ଜବତ କରିଛି। ଉକ୍ତ ଅଞ୍ଚଳର ଉପେନ୍ଦ୍ର ସୂତାର ଓରଫ ପେଟୁ (୫୦) ନାମକ ଜଣେ ପରିବା ଦୋକାନୀଙ୍କ ନିକଟରୁ ଏହି ବ୍ରାଉନ…
ଆତ୍ମହତ୍ୟା ପୂର୍ବରୁ ଭିଡିଓ ଶୁଟିଂ କଲେ ଯୁବକ, ପ୍ରେମିକାଙ୍କ ପ୍ରତାରଣା ସହି ନ ପାରି ଏଭଳି କରିଥିବା କହିଲେ
କଟକ ଅଫିସ,୧୧।୧: ପ୍ରେମିକାଙ୍କ ପ୍ରତାରଣାକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ କାରଣ ଦର୍ଶାଇ ଏକ ଭିଡିଓ ଶୁଟିଂ କରିଛନ୍ତି। ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳଧାରଣାରୁ ଜିଆର୍ପି ପୋଲିସ ସମ୍ପୃକ୍ତ ଯୁବକଙ୍କ…
ମମତାଙ୍କୁ ଭେଟିଲେ ମୋଦି
କୋଲକାତା,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ସେଠାରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍କାର ସମୟରେ ପଶ୍ଚିମବଙ୍ଗ ସିଏଏ, ଏନ୍ପିଆର୍ ଓ ଏନ୍ଆର୍ସକୁ ବିରୋଧ କରେ…
‘ରାମଲୀଲା’ରେ ଦୀପିକାଙ୍କ ଭୂମିକା ଲାଗି ସୋନମ୍ ଦେଇଥିଲେ ଲୁକ୍ ଟେଷ୍ଟ !
ବମ୍ବେ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍ଶାଲୀଙ୍କ ଚଳଚ୍ଚିତ୍ର ‘ଗୋଲିୟୋଁ କି ରାସଲିଲା: ରାମଲୀଲା’ରେ ଦୀପିକା ନୁହନ୍ତି, ବରଂ ସୋନମ୍ କପୁର ଅଭିନୟ କରିଥାନ୍ତେ। ଏଥିପାଇଁ ସେ ଲୁକ୍ ଟେଷ୍ଟ ମଧ୍ୟ ଦେଇଥିଲେ। ହେଲେ ଏପରି ହେଲାନାହିଁ। ଶେଷରେ ପ୍ରଥମ ଥର ପାଇଁ…
ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ
ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ପୁଞ୍ଜିଲାଲ…
୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ ହେବ ଜଲିକାଟୁ
ମଦୁରେ,୧୧।୧: ତାମିଲନାଡୁରେ ପୋଙ୍ଗଲ ଅବସରରେ ଖେଳାଯାଉଥିବା ଜଲିକାଟୁ ମଦୁରେ ଜିଲାରେ ୧୫ରୁ ୩୧ ଜାନୁୟାରୀ ମଧ୍ୟରେ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି। ମଦୁର ଜିଲାପାଳ କହିଛନ୍ତି ପାଲମେଡୁ ଓ ଅଲଙ୍ଗନଲ୍ଲୁରରେ ଆୟୋଜିତ ଜଲିକାଟୁରେ ୨୧ ବର୍ଷରୁ କମ୍ ବୟସର ଯୁବକ…
ସ୍ବାସ୍ଥ୍ୟୋପକାରୀ ମଟର
ମଟର ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହାକୁ ଖାଇବା ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍ କେ’, ଭିଟାମିନ୍ ସି, ଫସ୍ଫରସ୍ ସହିତ ଅନେକ ପୋଷକତତ୍ତ୍ୱ ରହିଥାଏ । ଭିଟାମିନ୍ ବି ୧, ଓ ଭିଟାମିନ୍ ବି…
Archives


