ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ବାସହରାଙ୍କ ସାହାରା ପାଲଟିଛନ୍ତି ସୁଖବିନ୍ଦର
ସିଡ୍ନୀ,୧୧।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଫଳରେ ସେଠାରେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଥିବା ବେଳେ ଅଧିକାଂଶ ବନ୍ୟଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏହି ସମୟରେ ବାସହରା ହୋଇଥିବା ଲୋକଙ୍କର ସାହାରା ପାଲଟିଛନ୍ତି ଶିଖ୍ ମହିଳା ସୁଖବିନ୍ଦର କୌର। ଦୀର୍ଘ ପ୍ରାୟ…
‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ
ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍ ହୋଇସାରିଛି। ଏହା ଏସିଡ୍ ଆଟାକ୍ ସର୍ଭାଇଭର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ଉପରେ ଆଧାରିତ ବୋଲି ସମସ୍ତେ ଜାଣନ୍ତି। ହେଲେ ଲକ୍ଷ୍ନୌରେ…
ବାହା ନ ହୋଇ ମା’ ହୋଇଛନ୍ତି ସାକ୍ଷୀ
ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ସାକ୍ଷୀ ତନ୍ଓ୍ବର। ଚଳିତମାସ ୧୨ ତାରିଖ ଅର୍ଥାତ୍ ରବିବାର ସେ ତାଙ୍କର ୪୭ତମ ଜନ୍ମଦିବସ ପାଳନ କରିବେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଖାସ୍ କଥା… ଛୋଟପରଦାରେ…
ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଓଲଟିଲା ବସ୍
କେନ୍ଦୁଝର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଲ ଗ୍ରାମ ନିକଟ ୪୯ନଂ. ଜାତୀୟ ରାଜପଥରେ ଶନିବାର ୨୦ ଫୁଟ ରାସ୍ତା ତଳକୁ ଏକ ଘରୋଇ ବସ୍ ଓଲଟି ପଡିଛି। ଏଥିରେ ଜଣେ ଶିଶୁଙ୍କ ସହ ୪ ଜଣ ଗୁରୁତର ହୋଇଛନ୍ତି।…
ପ୍ରେମିକା ଶିବାନୀଙ୍କ ହାତ ଧରିବେ ଫରହାନ୍
ବମ୍ବେ: କିଛି ଦିନ ଧରି ଶିବାନୀ ଦାଣ୍ଡେକରଙ୍କୁ ଡେଟ୍ କରିବା ପରେ ଏବେ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଫରହାନ୍ ଅଖତର। ଚଳିତବର୍ଷ କିଛି ହାତଗଣତି ପ୍ରୋଜେକ୍ଟରେ କାମ ସରିବା ପରେ ସେ ବିବାହ କରିବେ। ବର୍ଷ ମଧ୍ୟଭାଗ ନଚେତ…
ବାୟୋପିକ୍ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର
ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍ ଜିତିବା ବେଳର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏହାର ପୋଷ୍ଟର ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ କପିଳ…
ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ
ସୁନ୍ଦରଗଡ଼,୧୧।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀର ଏକ କ୍ୱାର୍ଟର୍ସରୁ ଶନିବାର ଗୋଟିଏ ପରିବାରର ୪ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ କଳ୍ପନା ଏବଂ ଦୁଇ ପୁଅ ଝିଅ। ରାଜଗାଙ୍ଗପୁର…
‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’: ଛାତ୍ରୀଛାତ୍ର-ଶିକ୍ଷକ-ଅଭିଭାବକଙ୍କ ମତାମତ ଲୋଡ଼ିଲେ ସରକାର
ନୂଆଦିଲ୍ଲୀ,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ ଜାନୁୟାରୀ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ର-ଶିକ୍ଷକ-ଅଭିଭାବକଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏହି କାର୍ଯ୍ୟକ୍ରମରେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ମନୋବଳ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଆବଶ୍ୟକ…
କୋଲକାତାରେ ମୋଦିଙ୍କ ଗସ୍ତକୁ ବିରୋଧ
କୋଲକାତା,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଗସ୍ତରେ ଶନିବାର ପଶ୍ଚିମବଙ୍ଗ ଯିବେ। ଏହାପୂର୍ବରୁ ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ତାଙ୍କ ଗସ୍ତକୁ ବିରୋଧ କରିଛି। ଶତାଧିକ ଛାତ୍ର କେନ୍ଦ୍ରସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍ଆରସିକୁ ବିରୋଧ…
ଗୁଜରାଟ କାରଖାନା ବିସ୍ଫୋରଣ: ୬ମୃତ
ଭଦୋଦରା,୧୧।୧: ଗୁଜରାଟର ଭଦୋଦରାରେ ଥିବା ଏକ କାରଖାନା ବା ଫ୍ୟାକ୍ଟ୍ରିରେ ଶନିବାର ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି…
ଆଇଏନ୍ଏସ୍ ବିକ୍ରମାଦିତ୍ୟ ଉପରେ ନାଭାଲ ଏଲ୍ସିଏର ସଫଳ ଲ୍ୟାଣ୍ଡିଂ
ନୂଆଦିଲ୍ଲୀ,୧୧।୧: ପ୍ରଥମଥର ପାଇଁ ନାଭାଲ ଲାଇଟ୍ କମବାଟ ଏୟାରକ୍ରାପ୍ଟ(ଏଲ୍ସିଏ) ଶନିବାର ବିମାନବାହକ ଜାହଜ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଉପରେ ସଫଳତାର ସହ ଲ୍ୟାଣ୍ଡ କରିଛି। ପ୍ରଥମ କରି ସ୍ବଦେଶୀ ଯୁଦ୍ଧ ବିମାନ କୌଣସି ବିମାନବାହକ ଜାହଜ ଉପରେ ଲ୍ୟାଣ୍ଡ କରିଥିବା ଭାରତୀୟ ନୌସେନା…
ଜଙ୍ଗଲରୁ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନ ବିଭାଗ ତତ୍ପର
ଦାରିଙ୍ଗବାଡ଼ି,୧୧।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଗଦଡ଼ି ସଂରକ୍ଷିତ ଜଙ୍ଗଲରୁ କେହି ଦୁର୍ବୃତ୍ତ ଗଛ କାଟି ନେବା ଘଟଣାରେ ବନ ବିଭାଗର ତପତ୍ରତା ପ୍ରକାଶ ପାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
Archives


