ପୂର୍ବତନ ଏମ୍ପି ମୋରିସ କୁଜୁରଙ୍କ ପରଲୋକ
ସୁନ୍ଦରଗଡ଼,୧୨।୧(ଡି.ଏନ୍.ଏ.): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍ପି ମୋରିସ କୁଜୁରଙ୍କ ରବିବାର ସକାଳେ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ…
ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା
କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ପ୍ରତିବର୍ଷ ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା କେବେକେବେ ବର୍ଷକୁ ଥରେ…
ନାରୀ କୈନ୍ଦ୍ରୀକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକେ: ଦୀପିକା ସବୁଠାରୁ ଦାମୀ ନାୟିକା
ମୁମ୍ବାଇ: ନିକଟରେ ବଲିଉଡ୍ ନାୟିକା ବିଦ୍ୟା ବଲାନ କହିଥିଲେ ଆଉ ସେହି ସମୟ ଦୂରରେ ନାହିଁ ଯେତେବେଳେ ନାରୀ କୈନ୍ଦ୍ରୀକ ଫିଲ୍ମ ୨ଶହରୁ ୫ଶହ କୋଟି ବ୍ୟବସାୟ କରିବ। ଏହା ଗୋଟିଏ ଦୃଷ୍ଟିରୁ ସତ ବୋଲି ମଧ୍ୟ କେହି କେହି କହିଲେଣି।…
ମହିଳା କ୍ରିକେଟରଙ୍କ ବାୟୋପିକ୍ରେ କାମ କରିବେ ଅନୁଷ୍କା!
ମୁମ୍ବାଇ: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି କହିଲେ ଚଳେ। କିଛି ବର୍ଷ ପରେ ଏହି ନାୟିକା ପୁଣିଥରେ ବଡ ପରଦାକୁ ଫେରୁଥିବା ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ ଏବେ…
ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍ରୁ ବାହାରିଲେ ପୁଞ୍ଜିଲାଲ୍
ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଥିଲା। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିଲେ।…
ଇନଷ୍ଟାଗ୍ରାମ୍ରେ କିଙ୍ଗ୍ ଖାଁଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଲା
ମୁମ୍ବାଇ: କିଙ୍ଗ୍ ଖାଁ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଏବେ ଶାହରୁଖ ଖାଁଙ୍କ ଇନଷ୍ଟାଗ୍ରାମ୍ରେ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଛି। ଏବେ ଇନଷ୍ଟାରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଲୋଅର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା। ଏହା…
୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ
ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍ଜିଙ୍ଗ୍ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି। ୧୯୯୪ରୁ ସେ ଅବସର ନେଇସାରିଲେଣି। ମାତ୍ର ସେ କୁହନ୍ତି, ଜୀବନରେ ଅବସର କ’ଣ? ମଣିଷ…
ଶୀତ ପାଇଁ ଟ୍ରେଣ୍ଡି ଷ୍ଟୋଲ୍
ଶୀତଦିନେ ଅନେକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଟ୍, ଜ୍ୟାକେଟ୍, ଓ୍ବିଣ୍ଟର୍ କ୍ୟାପ୍, ଗ୍ଲୋଭ୍ସ ତଥା ସକ୍ସ ଇତ୍ୟାଦି ପିନ୍ଧିଥାନ୍ତି। ଏହି ସବୁ ଜିନିଷ ଶୀତଦିନ ପାଇଁ ଯେତିକି ଜରୁରୀ ଷ୍ଟୋଲ୍ର ବ୍ୟବହାର ମଧ୍ୟ ସେତିକି ଆବଶ୍ୟକ। କାରଣ ଷ୍ଟୋଲ୍ ବି…
ଥରିଲା ଲଦାଖ
ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ ହୋଇଥିବା ବେଳେ ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ରବିବାର ସକାଳେ…
ସବୁଜ ସ୍ବର୍ଣ୍ଣ: ପୁଣିଥରେ ବଢିବାରେ ଲାଗିଛି ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା
ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ ଅବା କରୁଣ ରାଗିଣୀର ଲହର ଛୁଟାଉଥିବା କେନ୍ଦରା, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ ଅବା ବିବାହ ବେଦିର ବୈଶାଲା, ପାରମ୍ପରିକ କୃଷି ଯନ୍ତ୍ରପାତି ହେଉ ଅବା ବନ୍ୟା ସମୟରେ…
ଟି୨୦ ମହିଳା ବିଶ୍ୱକପ୍: ଭାରତୀୟ ଦଳରେ ରିଚା ଘୋଷ ନୂଆ ମୁହଁ, ହରମନପ୍ରୀତଙ୍କୁ ନେତୃତ୍ୱ
ମୁମ୍ବାଇ,୧୨।୧(ପି.ଟି.)- ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ପାଇଁ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।…
କ୍ୟାନସରକୁ ହରାଇ ସ୍କୁଲରେ ପହଞ୍ଚିଲେ ୬ ବର୍ଷ ବୟସ୍କ ବାଳକ: ସାଥୀମାନେ ତାଳିମାରି କଲେ ସ୍ବାଗତ; ଭିଡ଼ିଓ ଭାଇରାଲ…
ଓହିୟୋ, ୧୨।୧: କ୍ୟାନସରରେ ପୀଡ଼ିତ ହୋଇଥିବା ଜଣେ ୬ ବର୍ଷ ବୟସ୍କ ବାଳକ ଚିକିତ୍ସା ପରେ ଶେଷରେ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ତାଙ୍କୁ ତାଙ୍କର ସହପାଠୀ ଏବଂ ଜୁନିଅର, ସିନିଅର ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଳିମାରି ସ୍ବାଗତ କରିଛନ୍ତି। ଏବେ…
Archives


