Home Left

ଧଳାଜହର ବଳୟରେ କୁଜଙ୍ଗ ଅଞ୍ଚଳ

କୁଜଙ୍ଗ,୧୩ା୧(ଡି.ଏନ.ଏ.): ନିଶା ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସାଙ୍ଗକୁ ନାନଦି କୁକର୍ମରେ ଲିପ୍ତ ରହି ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଅନ୍ଧକାରମଧ୍ୟକୁ ଠେଲି ଦେଉଛନ୍ତି। ଯଦ୍ଦ୍ବାରା ସେମାନଙ୍କ ମା’ବାପା ଚିନ୍ତାରେ ରହୁଛନ୍ତି। ନିଶା କାବାରକୁ ସାମାଜିକସ୍ତରରେ ବିରୋଧ କରାଯାଉଥିଲେବି ବାସ୍ତବରେ ନିଶାକାରବାରର…

ରାଜତନ୍ତ୍ର ନ ଥିଲେ ବି ଲୋକଙ୍କ କାମ କରିବି

ପାରଳା ରାଜବଂଶର ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ନିକଟରେ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାୟାଦ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ଘଟିବା ପରେ ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ରାଜ୍ୟାଭିଷେକ ହୋଇଛି। ପାରଳା ରାଜବଂଶରେ ପ୍ରଥମ କନ୍ୟା ସନ୍ତାନ…

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ: ପୁଞ୍ଜି ଲଗାଇ ପୁନରୁଦ୍ଧାର କରାଯାଇପାରନ୍ତା: ଶ୍ରୀକାନ୍ତ

ଭୁବନେଶ୍ୱର,୧୩ା୧(ବ୍ୟୁରୋ) କେନ୍ଦ୍ର କ୍ୟାବିନେଟ୍‌ ନିକଟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ରୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ରର ଏହି ପଦକ୍ଷେପକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରବିବାର ସମାଲୋଚନା କରିଛନ୍ତି। ଏକ…

ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା ଘଟଣା: ଯୁବତୀଙ୍କ ବିରୋଧରେ ଅଭିଯୋଗ କଲେ ମୃତକଙ୍କ ଭାଇ

କଟକ ଅଫିସ, ୧୩ା୧: ଯୁବତୀଙ୍କ ନିକଟରୁ ପ୍ରତାରଣାର ଶିକାର ହେବା ପରେ ମନୋଜ ସ୍ବାଇଁ ନାମକ ଯୁବକ ଶନିବାର କଟକ ଜିଲା ମଧୁପାଟଣା ଥାନା ଅଧୀନ ତାଳଦଣ୍ଡା କେନାଲ ନିକଟ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା କରିଥିଲେ। ହେଲେ ମନୋଜଙ୍କ ବଡଭାଇ ବିନୋଦ…

ପ୍ଲାଷ୍ଟିକ ଆବର୍ଜନା ପରିଚାଳନା:ସର୍ବଭାରତୀୟ ସ୍ତରରେ ପୁରୀ ପୁରସ୍କୃତ

ପୁରୀ ଅଫିସ,୧୩ା୧: ପୁରୀକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ ବିଚ୍‌’ ହେଉ ଅବା ‘ମୋ ପୁରୀ ସ୍ବଚ୍ଛ ପୁରୀ’ ଭଳି କାର୍ଯ୍ୟକ୍ରମ ପାଇଁ ଧୀରେ ଧୀରେ ଜାତୀୟସ୍ତରରେ ସଫଳତା…

ଲେଉଟିଲା ଶୀତ, ୫ ଦିନ ଥରାଇବ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ ପୁଣି ଲେଉଟିଛି ଶୀତ। ଅଦିନିଆ ବର୍ଷା ମାଟି ଭିଜାଇ ଚାଲିଯିବା ପରେ ଶୀତ ମାଡ଼ି ଆସିଛି। ଅସହ୍ୟ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରବିବାର ୧୩ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲାବେଳେ ସୋନପୁର ପୁଣିଥରେ…

ରାଜ୍ୟରେ ଖାଲିପଡ଼ିଛି ୪୦ରୁ ଅଧିକ ଆଇଏଏସ୍‌ ଅଫିସର ପଦବୀ: ଡେପୁଟେଶନରୁ ଫେରୁନାହାନ୍ତି ବାବୁ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କୌଣସି ସର୍ବଭାରତୀୟ ସେବା କ୍ଷେତ୍ରରେ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ରହିବାର ନିୟମ ରହିଛି। ସେହି ଅନୁଯାୟୀ ଏହି ଡେପୁଟେଶନର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ରହିଛି। ସାଧାରଣତଃ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେଶନରେ…

ହୋବାର୍ଟ ଇଣ୍ଟରନ୍ୟାଶନାଲ: ଦୁଇବର୍ଷ ପରେ ଖେଳିବେ ସାନିଆ

ହୋବାର୍ଟ, ୧୨।୧ (ପି.ଟି.)- ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜା କୋର୍ଟକୁ ପ୍ରତ୍ୟାବର୍ତ୍ତନ ପରେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ପ୍ରଥମ ମ୍ୟାଚ୍‌ ଖେଳିବେ। ମହିଳା ଡବଲ୍ସରେ ୟୁକ୍ରେନର ନାଡିଆ କିଚେଙ୍କୋ’ଙ୍କୁ ସାଥୀ କରି ସାନିଆ ଅଭିଯାନ ଆରମ୍ଭ କରିବେ। ମଙ୍ଗଳବାର ଖେଳାଯିବାକୁ ଥିବା…

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋଇନିସ ରବିବାର ସିଡ୍‌ନୀ ସିକ୍ସର୍ସ ବିପକ୍ଷରେ ଅପରାଜିତ ୧୪୭…

ଚିକିଟିରେ ଅଞ୍ଚଳରେ ହାତି ଉପଦ୍ରବ

ଚିକିଟି,୧୨ା୧(ଡି.ଏନ.ଏ.)-ଚିକିଟି ବନବିଭାଗ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ଦୀର୍ଘ ୧୦ଦିନ ଧରି ହାତିଙ୍କ ଉପଦ୍ରବ ଲାଗି ରହିଛି। ଶନିବାର ବିଳମି୍ବତ ରାତ୍ରିରେ କୃଷ୍ଣନଗର, ବଇରବାଡ ଗ୍ରାମ ନିକଟରେ ଥିବା ପି.ବାଇରାମା ଓ ପି.ଧର୍ମାଙ୍କ ସମେତ ୪ ଜଣଙ୍କର ଧାନଖଳାରେ ହାତୀମାନେ ଦଳିଚକିଟି…

ବୋଲେରୋ-ଟ୍ରାକ୍ଟର ମୁହାଁମୁହିଁ, ୧୧ ଆହତ

ଗଞ୍ଜାମ,୧୨ା୧(ଡି.ଏନ୍‌.ଏ.)- ରମ୍ଭା ଥାନା ଖଣ୍ଡଦେଉଳୀ ଛକଠାରେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଟ୍ରାକ୍ଟର ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ମମତା ମଲିକ,…

ଏହିସବୁ ଖାଦ୍ୟ ସଜ ଅପେକ୍ଷା ବାସି ହୋଇଥାଏ ଅଧିକ ସ୍ବାଦିଷ୍ଠ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ ପାଣିଚିଆ ହୋଇଯାଏ। ହେଲେ କ’ଣ ଆପଣ ଜାଣନ୍ତି, ଏପରି କିଛି ଖାଦ୍ୟ ରହିଛି ଯାହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri