୧୦ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ
ଢାକା,୨୧ା୧(ପି.ଟି.): ୨୦୦୧ ଜାନୁୟାରୀ ୨୦ରେ ବାଂଲାଦେଶରେ କମ୍ୟୁନିଷ୍ଟ ପାର୍ଟିର ଏକ ର଼୍ୟାଲିରେ ବୋମା ବିସ୍ଫୋରଣ ହେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୫୦ ଆହତ ହୋଇଥିଲେ। ଏହି ମାମଲାର ବିଚାର କରି ଢାକା ମେଟ୍ରୋପଲିଟାନ ସେସନ୍ସ କୋର୍ଟ ବେଆଇନ ସଂଗଠନ…
ଏକାଦଶ ପରୀକ୍ଷା କଡ଼ାକଡ଼ି ନିଷ୍ପତ୍ତିକୁ ବିରୋଧ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ୨ ପ୍ରଥମ ବର୍ଷ (ଏକାଦଶ) ପରୀକ୍ଷା କଡାକଡି କରାଯିବା ଲାଗି ରାଜ୍ୟ ସରକାର ଗତ ୧୪ତାରିଖରେ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ପୁରୀ, ଭୁବନେଶ୍ୱର ଏବଂ କଟକର…
ଆନ୍ଧ୍ର ବିଧାନସଭାରେ ୩ ରାଜଧାନୀ ବିଲ୍ ଗୃହୀତ
ନୂଆଦିଲ୍ଲୀ,୨୧ା୧( ଆଇଏଏନ୍ଏସ୍): ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ୩ ରାଜାଧାନୀ ବିଲ୍ ଗୃହୀତ ହୋଇଛି। ଏହାକୁ ବିରୋଧ କରି ମାସାଧିକ କାଳ ଆନ୍ଦୋଳନ ଚଳାଇଥିବା ଅମରାବତୀର କୃଷକମାନେ ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀ ପ୍ରତିଶ୍ରୁତି ଦେବା…
ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣସୀକୁ ବିମାନ ସେବା
ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ସୋମବାର ଭୁବନେଶ୍ୱରରୁ ସୁରଟ୍କୁ ବିମାନ ସେବା ଆରମ୍ଭ ହେବା ପରେ ଆସନ୍ତା ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଏଥିପାଇଁ…
ଘରେ ବସି ଟିକସ ଦେଇପାରିବେ ଘର ମାଲିକ
ଭୁବନେଶ୍ୱର,୨୧। ୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପତ୍ତି (ହୋଲ୍ଡିଂ) ଟିକସ ଦେବାକୁ ଏନ୍ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪ ସହରାଞ୍ଚଳରେ…
୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ। ସେହିଭଳି ବିଶ୍ୱର ୨,୧୫୩ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ଗଚ୍ଛିତ ରହିଛି, ତାହା ୬୦%…
ବେଆଇନ ଇଟାଭାଟି, ବାଲି ଚାଲାଣ ଉପରେ ଲାଗୁନି ରୋକ
ରତ୍ନଗିରି,୨୧।୧(ଡିଏନଏ): ବରୀ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଆଇନ ଇଟାଭାଟି ସହିତ ଚୋରାବାଲି ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ନ ଥିବାରୁ ରାଜସ୍ବ ହାନୀ ଘଟୁଛି। ଏହି ବ୍ଲକ ଅଧୀନ ୧୦୬ଟି ଗ୍ରାମରୁ ଅଧିକାଂଶ ଗ୍ରାମରେ ବେଆଇନଭାବେ ଇଟା ପକାଯିବା…
ଉପେକ୍ଷିତ ଟସର ଚାଷୀ
ଯାଜପୁର ଅଫିସ,୨୧। ୧: ରାଜ୍ୟରେ ୨୦୧୮-୧୯ ବର୍ଷରେ ଟସର କୋଷା ୭୭୦୫୦ କାହାଣ, ତୁତ କୋଷା ୨୪୯୪୧ କିଲୋଗ୍ରାମ ଏବଂ ଏଣ୍ଡି କୋଷା ୬୫୯୦ କିଲୋଗ୍ରାମ ଉପତ୍ାଦନ ହୋଇଛି। ସେଥିରୁ ଯାଜପୁର ଜିଲାରେ ଟସର କୋଷା ମାତ୍ର ୩୩୮୬ କାହାଣ ଉପତ୍ାଦନ…
ବଞ୍ଚତ୍ବାର ବାଟ ଦେଖାଇଛି ଆଖୁରସ ବ୍ୟବସାୟ
ରସୁଲପୁର,୨୧।୧(ଡି.ଏନ୍.ଏ.): ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ୫ପ୍ରାଣୀ କୁଟୁମ୍ବଙ୍କ ବୋଝ ମୁଣ୍ଡରେ ଲଦି ହୋଇଯାଇଥିଲା। ଜନ୍ମମାଟିରେ ରୋଜଗାର ଉତ୍ସ ନ ଥିଲା। ସ୍ବଳ୍ପ ଜମିରେ ଚାଷ କରି ପରିବାର ଚଳାଇବା ସାହସ ମଧ୍ୟ…
୫୩ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ
ପାଇକମାଲ, ୨୧।୧ (ଡି.ଏନ.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍ ଖରାମାଲ ପ୍ରାଥମିକ ସ୍କୁଲରେ ୫୩ ଝନ୍ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ ଅଛନ୍। ଏନ୍ତାଥି ଛୁଆକର ପାଠ୍ପଢ଼ାରେ ବହୁତ ଖେଲ୍ଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍। ସୂଚନା ଅନ୍ସାରେ…
ନୟାଗଡ଼ ଜିଲାର ଭଲ ଗାଁ କଞ୍ଚନବିଲିରେ ୨୧ ଝିଅରେ ୧୬ ପୁଅ
ନୟାଗଡ଼ ଅଫିସ,୨୧।୧-ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ବିଭିନ୍ନ ସମୟରେ ଉଦ୍ବେଗ ପ୍ରକାଶ ପାଇଥାଏ। ଜିଲାରେ ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫ ରହିଥିବା ସୂତ୍ରରୁ ଜଣାପଡ଼ିଛି। ଏହିଭଳି ସ୍ଥଳେ ନୟାଗଡ଼ ବ୍ଲକ କ୍ରିଦାଶପୁର…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି
ନୟାଗଡ଼ ଅଫିସ,୨୧।୧-ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ବରିଷ୍ଠ କିରାଣି ତଥା କ୍ୟାଶିୟର ନିଗମାନନ୍ଦ ଭୂୟଁା ୧୩ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଇଟାମାଟି ଥାନା ନାଟୁଗାଁ ଗ୍ରାମର ଠିକାଦାର ଯୁଗଳ…
Archives


