Home Left

ସତୀ ଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ,୨।୨: କଟକର ସତୀ ଚଉରାରେ ବିପ୍ଲବୀ କବି ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି। ପ୍ରକାଶ ଯେ, କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ରବି ସିଂ ଶେଷ…

ବାଟ ଭୁଲି ଜଙ୍ଗଲରେ ହଜିଗଲେ ମା’ଙ୍କ ସହ ୩ ସନ୍ତାନ, ୩୪ଦିନ ଫଳମୂଳ ଖାଇ ଜୀବନ ବଞ୍ଚାଇଲେ

ବୋଗୋଟା: କଲମ୍ବିଆର ଜଙ୍ଗଲରେ ଏକ ପରିବାର ଛୁଟି କଟାଇବାକୁ ଯାଇଥିବା ବେଳେ ମା’ ଏବଂ ୩ ସନ୍ତାନ ବାଟ ଭୁଲି ରହିଯାଇଥିଲେ। ଏମାନଙ୍କୁ ୩୪ ଦିନ ପରେ କଲମ୍ବିଆର ନାଭି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନୌସେନା କମାଣ୍ଡର ଜେନେରାଲ…

କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା ପଞ୍ଚନାମା’ ଫିଲ୍ମରେ ଜବରଦସ୍ତ ଅଭିନୟ କରିବା ପରେ ଯେ ଯୁବପିଢିଙ୍କ ହୃଦୟରେ ଏକ ସ୍ବତନ୍ତ୍ର…

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି। ଗତବର୍ଷ ଏହି ସୁରକ୍ଷା ବଜେଟକୁ ୪୨୦କୋଟିରୁ ବୃଦ୍ଧି କରି ୫୪୦ କୋଟି କରାଯାଇଥିଲା।…

ସିରିଜ୍‌ ମୂଳ ପୋଛ କଲା ଭାରତ

ମାଉଣ୍ଟ ମାଉଁଗାନୁଇ,୨।୨- ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ମୂଳପୋଛ କରିଛି। ଏଠାରେ ଖେଳାଯାଇଥିବା ୫ମ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ଦଳକୁ ୭ ରନ୍‌ରେ…

ଆସନ୍ତା ୧୨ରେ ଓଡ଼ିଶା ଆସିବେ ଶାହ

ଭୁବନେଶ୍ୱର,୨।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଇନଶୃଙ୍ଖଳା ଉପରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ ବୋଲି ରବିବାର…

ବରଗଡ଼ରେ ସିଟି ହସ୍ପିଟାଲ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ,୨।୨: ବରଗଡ଼ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିିଟାଲ ଘୋଷଣା ଦାବି ଜୋର ଧରିଛି। ସହରବାସୀ ଏହି ଦାବିରେ ଆନ୍ଦୋଳନକୁ ଓହ୍ଲାଇ ସାରିଥିବା ବେଳେ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଲୋକଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ…

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଶେୟାର ବଜାର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଶନିବାର ଶେୟାର ବଜାର ଛୁଟିଥିଲେ…

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ବୁମରା

ମାଉଣ୍ଟ ମାଉଁଗନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ପେସର ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ଇନିଂସର ଦ୍ୱିତୀୟ ଓଭରରେ ବୁମରା ବୋଲିଂ କରି ପ୍ରତିପକ୍ଷ ଦଳକୁ କୌଣସି ରନ୍‌…

ଚମତ୍କାରୀ ତେଲ ନେବାକୁ ଦଳାଚକଟା: ୨୦ ମୃତ

ମୋଶି,୨।୨: ଚମତ୍କାରୀ ତେଲ ନେବାକୁ ତାଞ୍ଜାନିଆରେ ହୋଇଥିବା ଦଳାଚକଟାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମୋଶି ସହରରେ ଏକ ଷ୍ଟାଡିୟମ୍‌ରେ…

ଦୁନିଆରେ କିଛି ଅଜବ ପ୍ରଥା

* ତାମିଲନାଡୁରେ ତାମିଲ ସମ୍ପ୍ରଦାୟର ଲୋକେ ଜାନୁୟାରୀ ବା ଫେବୃୟାରୀ ମାସରେ ପୂର୍ଣ୍ଣମୀ ଦିନ ଥାଇପୁଜମ୍‌ ନାମରେ ଏକ ପର୍ବ ପାଳନ କରିଥାନ୍ତି, ଯେଉଁଦିନ ଲୋକେ ନିଜ ଦେହକୁ ତୀକ୍ଷ୍‌ଣ ଛୁଞ୍ଚି ଦ୍ୱାରା ଭେଦ କରିଥାନ୍ତି। * ଥାଇଲାଣ୍ଡର କରେନ ସମ୍ପ୍ରଦାୟର…

ଯୋଗୀଙ୍କ ନାଁରେ ଅଭିଯୋଗ ଆଣିଲା ଏଏପି

ନୂଆଦିଲ୍ଲୀ,୨।୨: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଯୋଗୀ ଆଦିତ୍ୟନାଥଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri